Latest Odisha News

BREAKING NEWS

୧୩୫ ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା

ନୁୂଆଦିଲ୍ଲୀ:  ବିଦେଶ ଯାତ୍ରା କରିବାକୁ ସମସ୍ତଙ୍କର ମନ । ହେଲେ ପକେଟ ସମସ୍ତଙ୍କୁ ଅନୁମତି ଦିଏନି । ତେଣୁ ବିଦେଶ ଭ୍ରମଣ ସ୍ୱପ୍ନ ସମସ୍ତଙ୍କର ଅଧାରେ ରହିଯାଏ । ହେଲେ ଏହି ଖବର ଶୁଣିବା ପରେ ମରିଯାଇଥିବା ସ୍ୱପ୍ନ ପୁଣି ମୁଣ୍ଡ ଟେକିବ । ମାତ୍ର ୧୩୫ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା । ତା…

ଏୟାରପୋର୍ଟରେ ଜନ୍ମ ହେଲା ଶିଶୁ, କୁନି ଯାତ୍ରୀଙ୍କୁ ସ୍ୱାଗତ କଲେ କର୍ମଚାରୀ

ନୂଆଦିଲ୍ଲୀ: ବିମାନବନ୍ଦରରେ ଥିଲେ ସବୁଠାରୁ କୁନି ଯାତ୍ରୀ । ମାତ୍ର କେଇ ଘଣ୍ଟାର ।  କୁନି ବିମାନଯାତ୍ରୀଙ୍କୁ ଦେଖିବାକୁ ବେଶ ଭିଡ ଜମିଥିଲା । କୁନି ଯାତ୍ରୀଙ୍କୁ ଦେଖି  ଏୟାରପୋର୍ଟ କର୍ମର୍ଚାରୀମାନେ ଖୁସିରେ  ସ୍ୱାଗତ ବି କରିଥିଲେ । କିଛି ସମୟ ପାଇଁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ…

ତୁଟୁନି ପଦ୍ମପୁର ଅଡ଼ୁଆ, ପାଇକମାଲକୁ ଏନଏସି ମାନ୍ୟତା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼: ପଦ୍ମପୁର ଉପନିର୍ବାଚନକୁ ନେଇ ଅଡ଼ୁଆ ଛିଡ଼ୁନି । ପ୍ରଥମେ ପଦ୍ମପୁରକୁ ଜିଲ୍ଲା ଦାବି ସହ ଚାଷୀ ଆନ୍ଦୋଳନ ପଦ୍ମପୁର ରାଜନୀତିକୁ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଟାଣି ହୋଇ ଯାଇଛି । ଏବେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ପାଇକମାଲକୁ ଏନଏସି ମାନ୍ୟତା ଦାବି ହୋଇଛି ।…

‘ସ୍ୱାବଲମ୍ବୀ ହେବୁ, ସ୍ୱାଭିମାନର ସହ ବଞ୍ଚିବୁ’-ବାଲିଯାତ୍ରାରେ ଏମିତି ବାର୍ତ୍ତା ଦେଲେ ଦିବ୍ୟାଙ୍ଗ ଓ କିନ୍ନର

କଟକ: ଦିବ୍ୟାଙ୍ଗ ଓ କିନ୍ନର ହେବେ ସ୍ୱାବଲମ୍ବୀ ।ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ । ହାତ ପତେଇ ନୁହେଁ ସ୍ୱାଭିମାନର ସହିତ ବଞ୍ଚିବେ ସେମାନେ । ଏଭଲି ଏକ ପ୍ରୟାସର ଝଲକ ଦେଖିବାକୁ ମିଳିଥିଲା କଟକ ବାଲିଯାତ୍ରାରେ । ସରକାରଙ୍କର ଭିନ୍ନକ୍ଷମ ଶସକ୍ତିକରର୍ଣ ବିଭାଗ ତରଫରୁ ବାଲିଯାତ୍ରା କିନ୍ନର…

ଗୋଟିଏ ଟୁଇଟରେ ଭାରତୀୟଙ୍କ ମନ କିଣିନେଲେ ଋଷି ସୁନକ

ମଜବୁତ ହେଉଛି ବ୍ରିଟେନ-ଭାରତ ସମ୍ପର୍କ ।   ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର  ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକଙ୍କ ସାକ୍ଷାତ ପରେ ଏପରି ସମ୍ଭାବନା ଦେଖା ଦେଇଛି । ଏହି ସମ୍ଭାବନାକୁ ଆହୁରି ଦୃଢ କରିଛି ଋଷି ସୁନକଙ୍କ…

ଫିଫା ବିଶ୍ୱକପ: ଏଥର ହ୍ରାସ ହେବ କି ୟୁରୋପର ଆଧିପତ୍ୟ

ଦୋହା: କାତାରରେ ଆଉ ୪ ଦିନ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ । ଏଥର ୟୁରୋପର ୨୦ ବର୍ଷର ଆଧିପତ୍ୟ ଦକ୍ଷିଣ ଆମେରିକୀୟ ଦେଶ ହ୍ରାସ କରିବେ କି ? ମୂଖ୍ୟତଃ ଲିଓନେଲ ମେସି ଓ ନେମାର ନିଜ ନିଜ ଦେଶକୁ ଚାମ୍ପିୟନ କରାଇ ପାରିବେ ତ? ସବୁ ବିଶ୍ୱକପରେ ଆର୍ଜେଂଟିନା ଓ ବ୍ରାଜିଲ ବିଶ୍ୱକପ ଦାବୀଦାର…

ଶ୍ରଦ୍ଧା ମର୍ଡର କେସ- ଅଫତାବ୍ ବିରୋଧରେ ମିଳୁନି ପ୍ରମାଣ, ଚିନ୍ତାରେ ପୋଲିସ

ଦିନକୁ ଦିନ ରହସ୍ୟମୟ ହେଉଛି ଶ୍ରଦ୍ଧା ହତ୍ୟାକାଣ୍ଡ  । ରହସ୍ୟର ପର୍ଦ୍ଦାଫାଶ କରିବା ଦିଲ୍ଲୀ ପୋଲିସ ପାଇଁ  ଏବେ ଚାଲେଞ୍ଜ ହୋଇଗଲାଣି । ଗିରଫ ଅଫତାବର  କ୍ରୁର  ବ୍ୟବହାର ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲାଣି । କାରଣ ଅଫତାବ ବୟାନ ସହ ଏବଂ ପ୍ରମାଣ ମେଳ ଖାଉନି  ।  ଫଳରେ…

ଗୁରୁଙ୍କ ପ୍ରତି ବିଶ୍ବାସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି କନାଖଣ୍ଡକୁ ନିଜ…

ଅନୁବାଦ କବିତା : ସହର

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା ୧. ସହର ଏଇ ନଗ୍ନ ପାହାଡ଼ର ଶୀର୍ଷରେ ଏକ କାଲଭାରି ସ୍ୱଚ୍ଛ ଜଳଧାରା ଏବଂ ଶହ ଶହ ବର୍ଷର ପୁରୁଣା ଅଲିଭ ଗଛମାନ ଅଣଓସାରିଆ ରାସ୍ତାରେ ମଫଲରରେ ମୁହଁ ଢାଙ୍କିଥିବା ଲୋକ ଏବଂ ମିନାର ଉପରେ ଥିବା ପବନର ଦିଗ ପ୍ରଦର୍ଶକ ନିଶାଣରେ ଘୁରି…

ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ଟିମ୍ : ୫ ବର୍ଷ ପରେ ଦିଲ୍ଲୀରେ ଖେଳାଯିବ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୪ ମ୍ୟାଚ ବିଶିଷ୍ଟ ଗାଭାସ୍କର-ବର୍ଡର ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏହି ସିରିଜ ୱାର୍ଲ୍ଡ ଟେଷ୍ଟ ସିରିଜ ପାଇଁ ଗୁରୁତ୍ୱପୂର୍ଣ୍ଣ । କେଉଁ ଦଳ ଫାଇନାଲରେ ପ୍ରବେଶ ତାହା ଏକ ପ୍ରକାର ଏହି ସିରିଜରେ ଚୂଡାନ୍ତ ହେବ ।…