Latest Odisha News

BREAKING NEWS

ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ କଲା ପୋଲିସ

ବରଗଡ଼: ବନ୍ଦ ଘର ଭିତରୁ ସନ୍ଦେହଜନକ ଭାବେ ୪ ଜଣଙ୍କ ମୃତଦେହ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଜାମଡୋଲ ଗାଁ କନ୍ଦପଡ଼ାରେ । ସ୍ଥାନୀୟ ପୋଲିସ ସହ ବରଗଡ଼ ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।…

ଲଫାପାରେ ଟଙ୍କା ବଣ୍ଟା ପରେ ଏସପି ଅଫିସ୍ ଆଗରେ ବିଜେପିର ସତ୍ୟାଗ୍ରହ

ଭଦ୍ରକ: ଲଫାପାରେ ଟଙ୍କା ନିଅ, ଭୋଟ୍ ଦିଅ । ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଭୋଟ୍ ହାତେଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏପରିକି ୧୦ ଜଣ ପିଛା ବନ୍ଦ ଲଫାପାରେ ୪ ହଜାର ଟଙ୍କା ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି କରଦା ପଞ୍ଚାୟତରୁ । ଲୋକଙ୍କ…

ଫ୍ରେଂଚ ଓପନ ଟାଇଟଲ ଜିତିଲେ ଭାରତୀୟ ଯୋଡି ସାଇରାଜ-ଚିରାଗ

ପ୍ୟାରିସ: ଫ୍ରେଂଚ ଓପନ ବ୍ୟାଡମିଂଟନରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ କମାଲ କରିଛନ୍ତି । ପୁରୁଷ ଡବଲ୍ସରେ ସେମାନେ ଚାଇନିଜ ତାଇପେର ଲୁ ଚିଙ୍ଗ ୟା ଓ ୟା ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଭାରତୀୟ ଯୋଡି ୨୧-୧୩ ଓ ୨୧-୧୯ ସିଧାସଳଖ ଗେମରେ ତାଙ୍କ…

‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ କବି ହରିହର ମହାପାତ୍ରଙ୍କ ପ୍ରଥମ କବିତା ସଙ୍କଳନ 'ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ' ଉନ୍ମୋଚିତ ହୋଇଯାଇଛି । କବି ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ…

ଧାମନଗର ଉପନିର୍ବାଚନ; ଆଜି ଅବନ୍ତୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ

ଭଦ୍ରକ: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଉ ହାତରେ ଗୋଟିଏ ଦିନ । ତିନିଦଳର ଘନ ଘନ ମାରାଥନ ହାଇଭୋଲଟେଜ୍ ପ୍ରଚାରରେ ଧାମନଗର କମ୍ପୁଛି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ପ୍ରଚାର କରିବେ । ନବୀନଙ୍କ ଭର୍ଚୁଆଲ୍…

ଥଣ୍ଡା, ଜ୍ୱର ହେଉଥିଲେ ଆପଣାନ୍ତୁ ଏହି ପଦ୍ଧତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣିପାଗର ପରିବର୍ତ୍ତନ ହେତୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶୀତ ଋତୁରେ ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା ଏବଂ ଛିଙ୍କିବା ସମସ୍ୟା ଯୋଗୁଁ ଅନେକ ଲୋକ ଅସୁବିଧାରେ ପଡ଼ନ୍ତି। ବେଳେବେଳେ ନାକ ବନ୍ଦ ହେବା ଯୋଗୁଁ ଅତ୍ୟନ୍ତ…

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ପୁରୀ : ହରିହର ବେଶରେ ସୁସଜ୍ଜିତ ବଡ଼ଠାକୁର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି | ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ । ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଅର୍ଦ୍ଧେକ ଧଳା ଓ…

ଘର ବଗିଚାରେ ଲଗାନ୍ତୁ ଏହି ସବୁ ଗଛ, ମଧୁମେହକୁ କରିବ ନିୟନ୍ତ୍ରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଧୂମେହ ପରି ଗୁରୁତର ରୋଗ ବର୍ତ୍ତମାନ ସାଧାରଣ ହୋଇଗଲାଣି। କାରଣ ଆଜିକାଲି ଖରାପ ରୁଟିନ୍ କାରଣରୁ ଲୋକମାନେ ଏହି ପ୍ରକାରର ରୋଗର ଶିକାର ହେଉଛନ୍ତି। ଭୁଲ ଖାଇବା ଅଭ୍ୟାସ ଏବଂ ଠିକ ସମୟରେ ନଶୋଇବା କାରଣରୁ ମଧୁମେହ ପରି ରୋଗର ଶିକାର ହୁଅନ୍ତି ଲୋକେ। ବର୍ତ୍ତମାନ…

ପରିସ୍ରା ଜଳା ପୋଡା ସମସ୍ୟା ଥିଲେ ପିଅନ୍ତୁ ଏହି ସବୁ ପାନୀୟ ପଦାର୍ଥ

ଓଡ଼ିଶ ସମ୍ବଦ ବ୍ୟୁରୋ: ଅନେକ ଥର ଲୋକମାନେ ଏପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁଥିରେ ସେମାନେ ଥରକରେ ପରିସ୍ରା ନ ଯାଇ ବାରମ୍ବାର ପରିସ୍ରା କରିବାର ଅନୁଭବ କରନ୍ତି ଏବଂ ଶୌଚାଳୟକୁ ଯାଆନ୍ତି। ଏଭଳି ପରିସ୍ଥିତିରେ ପରିସ୍ରା ସହିତ ତଳ ପେଟରେ ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ଅତି ସାଧାରଣ…

କପାଳରେ ବ୍ରଣ ସମସ୍ୟାକୁ ଦୂର କରେ ଏହି ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ ପ୍ରାୟତଃ ମୁହଁରେ ବ୍ରଣ ଦେଖିବାକୁ ମିଳେ। ବାହାର ପ୍ରଦୂଷଣ ହେଉ କିମ୍ବା ପେଟ ଜନୀତ ସମସ୍ୟା, ଏପରି ଅନେକ କାରଣରୁ କପାଳରେ ବ୍ରଣ ହୋଇପାରେ। ପରିଷ୍କାର ପରିଚ୍ଛନ୍ନତା, ହରମୋନରେ ପରିବର୍ତ୍ତନ କିମ୍ବା କୌଣସି ଚାପ ଥିଲେ ମଧ୍ୟ କପାଳରେ…