ପିଡିଏସ ଦୁର୍ନୀତି ଅଭିଯୋଗ ନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ
ନୂଆପଡା : ହିତାଧିକାରୀଙ୍କୁ ମିଳୁନି ପିଡ଼ିଏସ ସାମଗ୍ରୀ । କାର୍ଡ଼ ବନ୍ଦ ହୋଇଥିବା କହି ଫେରାଇ ଦେଉଛନ୍ତି । ଏଭଳି ଦୃଶ୍ୟ ନୂଆପଡ଼ା ଜିଲ୍ଲା ତୁକୁଲା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ହିତାଧିକାରୀ ପଞ୍ଚାୟତକୁ ସାମଗ୍ରୀ ଆଣିବାକୁ ଗଲେ ତୁମର କାର୍ଡ ବନ୍ଦ ହୋଇଯାଇଛି କହି ଫେରାଇ…