Latest Odisha News

BREAKING NEWS

୧୩ ବର୍ଷିୟ ଅଭିନେତାଙ୍କ ସହ ରବିନା ଟଣ୍ଡନଙ୍କ ରୋମାନ୍ସ !

ମୁମ୍ବାଇ: ବଲିଉଡ଼ ଅଭିନେତା ତଥା ନିର୍ମାତା ଅରବାଜ ଖାନ ନିଜର ପରବର୍ତ୍ତୀ ଚଳଚ୍ଚିତ୍ର 'ପାଟନା ଶୁକ୍ଲା' ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଫେମସ ଅଭିନେତ୍ରୀ ରବିନା ଟଣ୍ଡନ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ଏକ ସାମାଜିକ ନାଟକ। ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ…

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଦୁଃଖିନୀ ମାଆ ଓ ଚାରି ଶିଶୁ କନ୍ୟା

କାମାକ୍ଷାନଗର: ବାପ ଛେଉଣ୍ଡ ୪ ଶିଶୁକନ୍ୟାକୁ ଧରି ବଞ୍ଚିବା ପାଇଁ ରାହା ଖୋଜୁଛି ଦୁଃଖିନୀ ମାଆ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି ।  ଗାଁର ହରିଜନ ସାହିରେ ବାସ କରୁଥିଲେ ରୋହିତ ନାୟକ ଓ  ତାଙ୍କ ସ୍ତ୍ରୀ ମମତା…

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ମାସ ଚାଲିବ ‘ଆଣ୍ଟି ଡଷ୍ଟ ଅଭିଯାନ’

ନୂଆଦିଲ୍ଲୀ: ଦିଲ୍ଲୀରେ କୁହୁଡି ଯୋଗୁଁ ବାୟୁ ପ୍ରଦୂଷର ମାତ୍ରା ବୃଦ୍ଧି ପାଏ। ବାୟୁର ଗୁଣବତ୍ତା ଖରାପ ହୋଇଯାଏ। ଆସନ୍ତା ଶୀତ ଋତୁରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ପକ୍ଷରୁ ଗୁରୁବାର ନିର୍ମାଣ ସ୍ଥଳରେ ଆଣ୍ଟି ଡଷ୍ଟ ଅଭିଯାନ ଆରମ୍ଭ କରାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ…

୪୫ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ APO

ବଲାଙ୍ଗିର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ପ୍ରୋଗ୍ରାମ ଅଫିସର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଦାସ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ମନରେଗା ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ ହୋଇଥିବା…

ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ

ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ…

ରିଲିଜ ହେଲା ୱେବ ସିରିଜ ‘କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ’ ର ଶେଷ ଏପିସୋଡ୍

ମୁମ୍ବାଇ: ୱେବ ସିରିଜ ପ୍ରେମୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ଘଟିଛି। ଅକ୍ଟୋବର ୭ ତାରିଖରେ ଡିଜନି ପ୍ଲସ ହଟଷ୍ଚାରର ୱେବ ସିରିଜ 'କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ' ର ଶେଷ ଏପିସୋଡ୍ ରିଲିଜ୍ ହୋଇଛି। ଏହି ସିରିଜକୁ ଲୋକେ ବହୁତ ପସନ୍ଦ କରିଥିଲେ। କିନ୍ତୁ ଏହି ସିରିଜଟି ସମ୍ପୂର୍ଣ୍ଣ ଭାବେ…

ବ୍ୟବସାୟୀଙ୍କ ଘରେ ପଶି ଲୁଟ୍‌ କଲେ ୬ଜଣ ଦୁର୍ବୁତ୍ତ

କାମାକ୍ଷାନଗର : ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ…

ଟିମ ଇଣ୍ଡିଆ ପାଇଁ ରାହୁ ସାଜିଛି ବିଶ୍ରାମ

ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି.... ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି…

ସାଧାରଣ ପାତ୍ରକୁ ଐତିହାସିକ ପାତ୍ର ଭାବି ୭୪ କୋଟି ଟଙ୍କାରେ କରାଗଲା ନିଲାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଥାରେ ଅଛି ଭାଦ୍ୟଦେବୀ ପ୍ରସନ୍ନ ହେଲେ ଘରେ ଧନ ଦଉଲତରେ ଭରି ଦିଅନ୍ତି । କେତେବେଳେ କେଉଁ ବାଟ ଫିଟିଯାଏ ତାହା କେହିଁ ଜାଣିନଥାନ୍ତି। ସାମାନ୍ୟ ଘରର କମ ମୂଲ୍ୟର ଏକ ପାତ୍ର ବିକ୍ରି କରିବାକୁ ଯାଇ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଏପରି ଏକ ଘଟଣା…

ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ,…