Latest Odisha News

BREAKING NEWS

ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଦାନପଶି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଘଟଘଟିଆ ଗାଁର ମୋହନ ନାୟକ । ମୋହନ ନିଜ ବାଇକ ଯୋଗେ କାମାକ୍ଷାନଗର ଯାଉଥିବା ବେଳେ…

୨୦୨୪ ପାଇଁ ବିଜେଡିର ରଣନୀତି, ୩୦ ସାଂଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ୨୫ ନେତା

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଆଖିରେ ରଖି ଗୋଟି ଚାଳନା କରୁଛି ବିଜେଡି । ଦଳ ପକ୍ଷରୁ ଆଜି ୩୦ଟି ଯାକ ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ୨୫ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।…

ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ ହୋଇଥାଏ ଅତ୍ୟନ୍ତ ଶୁଭ

ଓଡିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ବା ନୀଳକଣ୍ଠ ପକ୍ଷୀ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ। ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଛି। ନୀଳକଣ୍ଠ ପକ୍ଷୀ ଦେଖିବାକୁ ଯେତେ ସୁନ୍ଦର ସେତେ ଶୁଭ ବୋଲି କୁହାଯାଏ। ଅନେକ ଲୋକ ଜାଣନ୍ତି…

ଧାନବିଲରୁ ୨ଟି ହାତୀର ମୃତଦେହ ଠାବ

ସମ୍ବଲପୁର: ପୁଣି ହାତୀ ମୃତ୍ୟୁ । କୁଚିଣ୍ଡା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲ ନିକଟରୁ ୨ଟି ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଥିବା ବେଳେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ବନ…

ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଢାବାରେ ରୋଷେଇ କରୁଥିଲେ ସଞ୍ଜୟ ମିଶ୍ର

ମୁମ୍ବାଇ: ବିହାରର ଦରଭଙ୍ଗାଠାରେ ଜନ୍ମଗ୍ରହଣ କରିଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ସଞ୍ଜୟ ମିଶ୍ର ଆଜି ନିଜର ଜନ୍ମଦିନ ପାଳୁଛନ୍ତି। ସେ ନିଜ କ୍ୟାରିୟରରେ ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କ ଅଭିନୟ ଦର୍ଶଙ୍କୁ ବହୁତ ମନୋରଞ୍ଜନ କରାଏ।  ଅନେକ ଥର ଲୋକମାନେ ପରଦାରେ ତାଙ୍କୁ…

କୁର୍ନୁଲ ବନ୍ନି ଉତ୍ସବରେ ପରସ୍ପରକୁ ଲାଠିମାଡ଼; ୫୦ ଆହତ, ୨ ଗୁରୁତର

କୁର୍ନୁଲ: ଆନ୍ଧ୍ରପ୍ରଦେଶର ଦେବରଗଟ୍ଟୁ ଅଞ୍ଚଳରେ ଦଶହରା କହିଲେ ବନ୍ନି ପର୍ବକୁ ବୁଝାଏ। ଏଠାରେ ପ୍ରସିଦ୍ଧ ଶିବ ଠାକୁରଙ୍କ ପ୍ରତିମାକୁ ସାଙ୍ଗରେ ନେବାକୁ ଭକ୍ତମାନେ ପରସ୍ପରର ମୁଣ୍ଡକୁ ଲାଠିରେ ଆକ୍ରମଣ କରନ୍ତି। ତେବେ ବୁଧବାର ଏହି ବନ୍ନି ଉତ୍ସବରେ ହିଂସାତ୍ମକ ସଂଘର୍ଷ ଘଟିଥିଲା ​​ଯେଉଁଥିରେ…

ଅନୁବାଦ କବିତା : ଆସାଦର ସାର୍ଟ

ମୂଳ ରଚନା : ଶାମସୁର ରାହମାନ ପେନ୍ଥା ପେନ୍ଥା ରକ୍ତ କରବୀ ପରି ଅବା ସୂର୍ଯ୍ୟାସ୍ତର ଜ୍ୱଳନ୍ତ ମେଘ ଭଳି ପବନର ନିଳିମାରେ ଆସାଦର ସାର୍ଟ ଉଡ଼େ ଫର ଫର। ଭଉଣୀ ତାର କେବେ ସେଇ ସଫା ସାର୍ଟରେ ତାରା ପରି କିଛି ବୋତାମ ହୃଦୟର ସୁନେଲି ସୁତାରେ ସିଲେଇ କରି ଲଗାଇ ଦେଇଥିଲା ତା'ର…

ଚିନି ରପ୍ତାନିରେ ବିଶ୍ବରେ ଦ୍ବିତୀୟ ଦେଶ ଭାବେ ମୁଣ୍ଡ ଟେକିଲା ଭାରତ !

ନୂଆଦିଲ୍ଲୀ: ୨୦୨୧ -୨୨ର ଚିନି ଋତୁ (ଅକ୍ଟୋବର – ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫,୦୦୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍‌ଏମ୍‌ଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି । ଯେଉଁଥିରେ ପ୍ରାୟ ୩୫୭୪ ଏଲ୍‌ଏମ୍‌ଟି ଆଖୁକୁ ଚିନି (ସୁକ୍ରୋଜ) ମିଲ୍ ଗୁଡିକରେ ବ୍ୟବହାର କରି ପାଖାପାଖି ୩୯୪ ଏଲ୍‌ଏମ୍‌ଟି ଚିନି…

ଭୋଜପୁରୀ ଫିଲ୍ମ ରାମ ଅବରାମ ପୋଷ୍ଟରକୁ ନେଇ ଉପୁଜିଲା ବିବାଦ

ନୂଆଦିଲ୍ଲୀ: ଆଦିପୁରୁଷ ଫିଲ୍ମ ନେଇ ବିବାଦ ଥମି ନ ଥିବା ବେଳେ ଏବେ ଆଉ ଏକ ଚଳଚ୍ଚିତ୍ରକୁ ନେଇ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଭୋଜପୁରୀ ଫିଲ୍ମର ଲୋକପ୍ରିୟ ଅଭିନେତା ଅରବିନ୍ଦ ଅକେଲାଙ୍କ ଆଗାମୀ ଫିଲ୍ମ ରାମ ଅବରାମର ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରକୁ ନେଇ ଏବେ ବିବାଦ ଉପୁଜିଛି ।…

ପୁନର୍ବାର ବାପା ହେଲେ କ୍ରିକେଟର ରାହାଣେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାହାଣେଙ୍କ ପତ୍ନୀ ରାଧିକା ବୁଧବାର ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ ରାହାଣେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ସେ ଏ ନେଇ ଏକ…