ଆଉ ସପ୍ତାହକ ପରେ ଭଙ୍ଗାଯିବ ସୁପରଟେକ ଟ୍ୱିନ ଟାୱାର
ନୂଆଦିଲ୍ଲୀ: ନୋଏଡାର ୪୦ ମହଲା ବିଶିଷ୍ଟ ସୁପରଟେକ ଟ୍ୱିନ ଟାୱାର ୨୮ ଅଗଷ୍ଟରେ ଭଙ୍ଗାଯିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପାରିପାଶ୍ୱର୍ୀକ ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଆଉ ଅଧିକ ୭ ଦିନ ସମୟ ଦେଇଛନ୍ତି । ନୋଏଡାର ସେକ୍ଟର-୯୩ରେ ଏହି ଟ୍ୱିନ ଟାୱାର…