Latest Odisha News

BREAKING NEWS

ମୁମ୍ବାଇରୁ ଅହମ୍ମଦାବାଦ ଉଡ଼ିଲା ଆକାଶା ଏୟାର

ଭୁବନେଶ୍ୱର: ରବିବାର ଦେଶରେ ଆଉ ଏକ ଘରୋଇ ବିମାନ ସେବା 'ଆକାଶା ଏୟାର' ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାେତିରାଦିତ୍ୟ ସିନ୍ଧିଆ ଏବଂ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି. କେ ସିଂ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ଉଡ଼ାଣରେ ମୁମ୍ବାଇରୁ ଅହମ୍ମଦାବାଦ ପ୍ରଥମ ବିମାନ…

ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରବିବାର ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କତା ଜାରି କରିଛନ୍ତି । ଏ ସକାଶେ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପୁରୀକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,…

ଶିଶୁ କବିତା : କୃଷକଟିଏ ମୁଁ

ପ୍ରତିଭା ସାହୁ କୃଷକଟିଏ ମୁଁ କୃଷକଟିଏ କୃଷି ମୋର ସଦା କାମ ଖରା ବରଷାକୁ କରେନି ଖାତିର ମାଟି ପରା ମାଆ ଆମ । ସକାଳ ସୂରୁଯ ଉଇଁ ଆସେ ଯେବେ କ୍ଷେତ ବାଡିକୁ ମୋହର ସ୍ୱାଗତ ଜଣାଇ କାମ ଧନ୍ଦା କରେ ନଥାଏ କାହାକୁ ଡର । ମାଟି ସଙ୍ଗେ ମାଟି କଷଣ ମୁଁ କରି ଉପୁଜାଏ ଖାଦ୍ୟ ଶସ୍ୟ…

କବିତା : ସର୍କାର୍

ଭାରତ ମାଝୀ କିଆରିରେ ବାଇଗଣ ତୋଳୁଥିବା ଦିଅର, କବାଟ କଣରେ କୁଞ୍ଚ ସଜାଡୁଥିବା ଭାଉଜ, ଦାଣ୍ଡରେ ଗୁଡାଖୁ ଘଷୁଥିବା ବଡ଼ମା', ହାଟରୁ ସଉଦା ଧରି ଫେରୁଥିବା ସାନଭାଇ, ଗ୍ରାମ୍ୟବ୍ୟାଙ୍କ ବାରଣ୍ଡାରେ ପର୍ଚି ଲେଖୁଥିବା ବାପା- ଏମାନଙ୍କ ଭିତରୁ କାହାକୁ କିମ୍ବା ଏମାନଙ୍କୁ ସମସ୍ତଙ୍କୁ…

ଅନୁବାଦ ଗଳ୍ପ : ଖାନଦାନୀ ପଲଙ୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୫ ମୂଳ ବଙ୍ଗଳା : ନରେନ୍ଦ୍ରନାଥ ମିତ୍ର ମକବୁଲ ପୋଷ୍ଟ ଅଫିସରୁ ଚିଠିଟି ଆଣି ଆସିଥିଲା । ଚୌଧୁରୀ ଘର ମହଲାରେ କ୍ଷୀର ଦେବାଲାଗି ପ୍ରତିଦିନ ସିଏ କେନାଲରେ ଛୋଟ ଡଙ୍ଗାଟି ଆଣି ଆସିଥାଏ । ସେଇ କୋଠାର ଗୋଟିଏ ପାଖରେ ଗାଁ ଡାକଘର । ମକବୁଲ…

କୁସ୍ତିରେ ନବୀନଙ୍କୁ ସ୍ୱର୍ଣ୍ଣ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ୧୨ତମ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ବଢ଼ି ଚାଲିଛି । ୭୪ କେଜି ଫ୍ରି-ଷ୍ଟାଇଲ ବର୍ଗରେ ନବୀନଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ । ପାକିସ୍ତାନର ମହମ୍ମଦ ଶରିଫ ତାହିରଙ୍କୁ ହରାଇ ନବୀନ କୁସ୍ତିରେ ସ୍ୱର୍ଣ୍ଣ ଜିତିଛନ୍ତି । କୁସ୍ତିରେ ଚଳିତ ବର୍ଷ ଭାରତକୁ ଷଷ୍ଠ ସ୍ୱର୍ଣ୍ଣ ପଦକ…

ଧରାପଡ଼ିଲା ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ରାକେଟ, ୩ ଗିରଫ

ଯାଜପୁର: ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଉଥିବା ରାକେଟକୁ ଧରିଛି ଯାଜପୁର । ରାକେଟର ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଆବେଦନ ଫର୍ମ ସହ ୧୦ଟି ଷ୍ଟାମ୍ପ, କିଛି ଆଧାର କାର୍ଡ ଓ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ…

[ଦେଖନ୍ତୁ ଭିଡିଓ] ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ବିଜେପିର ଉତ୍ସାହ, ବିରୋଧୀ ଛାନିଆ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ଅମିତ ଶାହ । ଉତ୍ସାହରେ ରାଜ୍ୟ ବିଜେପି । ରବିବାର ଠାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଅମିତ ଶାହ ରବିବାର ରାତିରେ ଭୁବନେଶ୍ୱର ପହଞ୍ଚି ସୋମବାର ସକାଳେ…

ସ୍ୱର୍ଣ୍ଣ ଜିତିଲେ ରବି ଦାହିୟା

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ରେସଲରଙ୍କ ପ୍ରାଧାନ୍ୟ ବଜାୟ ରହିଛି । ଶନିବାର ୫୭କେଜି ବିଭାଗରେ ରବି ଦାହିୟା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ସେ ନାଇଜେରିୟାର ଏବିକେବୋନିମୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା…

ଅବିନାଶଙ୍କୁ ରୌପ୍ୟ: ପୂଜା, ଜସ୍ମିନ ବ୍ରୋଞ୍ଜରେ ସନ୍ତୁଷ୍ଟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତୀୟ ରେସଲର ପୂଜା ଗେହେଲୋଟ ଓ ବକ୍ସର ଜସ୍ମିନ ଲାମ୍ବୋରିୟା ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅବିନାଶ ସାବଲେ ୩୦୦୦ ମିଟର ଷ୍ଟିପେଲଚେଜରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ୫୦ କିଗ୍ରା ବିଭାଗରେ ପୂଜା ସ୍କଟଲାଣ୍ଡର ପ୍ରତିଦ୍ୱନ୍ଦ୍ୱୀଙ୍କୁ…