Latest Odisha News

ମିସେସ ସାଉଥ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହେଲେ ଗଞ୍ଜାମ ଝିଅ

ବ୍ରହ୍ମପୁର: ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଗଞ୍ଜାମ ଝିଅ । ବେଙ୍ଗଳୁରୁ ଠାରେ ଆୟୋଜିତ ହୋଇଥିବା ନ୍ୟାସନାଲ ଲେବେଲ କ୍ଲାସି ଆଇକନ୍ସ ଅଫ ସାଉଥ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଛନ୍ତି ହିଞ୍ଜିଳିକାଟୁ ସିକିରି ଗ୍ରାମର ତପସ୍ୱିନୀ ବରାଡ଼ । ଏହି ପ୍ରତିଯୋଗିତାରେ ସେ…

କୂଅରେ ପଡ଼ି ଖାଦ୍ୟ ଅନ୍ୱେଷଣରେ ଆସିଥିବା ହରିଣର ମୃତ୍ୟୁ

କାମାକ୍ଷାନଗର: ଖୋଲା କୂଅରୁ ମିଳିଲା ହରିଣର ମୃତଦେହ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଖୁଣ୍ଟବାଟି ଗାଁର ଏକ ଖୋଲା କୂଅରୁ ହରିଣର ମୃତଦେହ ମିଳିଛି । ହରିଣଟି ଖୁଣ୍ଟବାଟି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଖୋଲା…

ବାଇପାସ୍ ନିର୍ମାଣ ଦାବିରେ ଖଡ଼ିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଓ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତାରେ ବାଇପାସ ରାସ୍ତା ସହ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ସମାଧାନ ଦାବିରେ ବନ୍ଦ ପାଳନ । ଆଜି ସକାଳ ୭ଟାରୁ ଖଡ଼ିଆଳ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଖଡ଼ିଆଳ ସଚେତନ ନାଗରିକ ମଞ୍ଚର ଡାକରାରେ ସବୁ…

ଆପୋଲୋ ହସ୍ପିଟାଲର ଏକ ଭିନ୍ନ ପ୍ରୟାସ; ରକ୍ତ ପରୀକ୍ଷାରୁ ହେବ ସ୍ତନ କର୍କଟ ଚିହ୍ନଟ

ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ବୋଲି ଆପୋଲୋ ହସ୍ପିଟାଲ ଦାବି କରିଛି । ଏହି ପରୀକ୍ଷା ଦ୍ୱାରା କର୍କଟ ରୋଗରୁ ମହିଳା ମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିହେବ ବୋଲି ଭୁବନେଶ୍ୱର…

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ସୋମବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ଉଭୟ ଗୋଷ୍ଠୀର ଛାତ୍ରଙ୍କ ଅଭିଭାବକଙ୍କ ସହ କଲେଜ କର୍ତ୍ତୃପକ୍ଷ ଓ ଗୋପାଳପୁର ପୋଲିସ ମଧ୍ୟରେ ବୁଝାମଣା ବୈଠକ…

ବ୍ରହ୍ମପୁରରେ ବେଆଇନ୍‌ ନିର୍ମାଣ ନେଇ ସପିଂ ମଲ୍‌କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ଏବଂ ପ୍ରମୁଖ ରାସ୍ତା ଗୁଡ଼ିକ କଡ଼ରେ ବେଆଇନ୍‌ ଭାବେ ସପିଂ ମଲ୍ ଏବଂ କୋଠା ନିର୍ମାଣ ବଢ଼ିବାରେ ଲାଗିଛି । ସିଟି ହସ୍ପିଟାଲ କଡ଼ରେ ଗତ ଦୁଇ ଦିନ ପୂର୍ବେ ଉଦ୍‌ଘାଟିତ ହୋଇଥିବା ସପିଂ ମଲ୍‌ ‘ଇଜୀ ବାୟ’କୁ ବେଆଇନ୍‌ ନିର୍ମାଣ ନେଇ ମଙ୍ଗଳବାର ଉଭୟ…

୧୦୦ ମିଟର ସେମି ଫାଇନାଲକୁ ଉନ୍ନୀତ ହେବାରେ ଦୂତୀ ବିଫଳ

ଭୁବନେଶ୍ୱର: ନିରାଶ କଲେ ଭାରତର ଦୌଡ ରାଣୀ ତଥା ଓଡିଶା ଷ୍ଟାର ମହିଳା ଆଥଲେଟ ଦୂତୀ ଚାନ୍ଦ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ମହିଳା ୧୦୦ ମିଟର ଦୌଡର ସେମି ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ଓଡିଶାର ଏହି ଆଥଲେଟ ହିଟ ୫ରେ ୧୧.୫୫ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ…

ଟେବୁଲ ଟେନିସରେ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପୁରୁଷ ଟିମ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ବିଭାଗ ଫାଇନାଲରେ ଟିମ ଇଣ୍ଡିଆ ୩-୧ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା । ସାଥିୟାନ ଜ୍ଞାନଶେକରନ ଓ ହରମିତ ଦେଶାଇ ସେମାନଙ୍କ ଡବଲ୍ସ ମ୍ୟାଚ ସହଜରେ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଶରଥ…

ରାଜ୍ୟଗୋଷ୍ଠୀ କ୍ରୀଡା: ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ମହିଳା ଟିମ ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଫାଇନାଲରେ ଭାରତ ୧୭-୧୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛି । ଫାଇନାଲରେ ଲଭଲୀ ଚୌବୀ, ପିଙ୍କି, ନୟନମୋନୀ ସୌକିୟା…

ଆର୍ଥିକ ହେରଫେର ଏବଂ ସଞ୍ଜୟ ରାଉତ ଗିରଫ ମାମଲାରେ ଆହୁରି ଅନେକ ତଦନ୍ତ ପରିସର ଭୁକ୍ତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପତ୍ର ଚଲ ମାମଲା ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଗିରଫ କରିବା ସହ ଆଉ କିଛି ଲୋକଙ୍କୁ ସମନ ଜାରି କରିଛି । ରବିବାର ଠାରୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଆର୍ଥିକ ହେରଫେର ମାମଲାର ତଦନ୍ତ କରି ସୋମବାର ଗିରଫ କରିଛି । ମଙ୍ଗଳବାର ଏହି…