Latest Odisha News

BREAKING NEWS

୧୧ଟି ଚୋରି ବାଇକ୍ ଜବତ, ୪ ଗିରଫ

ଅନୁଗୁଳ: ଜିଲ୍ଲାରେ ବାଇକ୍ ଚୋରି ମାମଲା ବଢ଼ୁଥିବା ବେଳେ ତାଳଚେର ଆଦର୍ଶ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ଠାରୁ ୧୧ଟି ଚୋରି ବାଇକ୍ ଜବତ କରିଛି ପୋଲିସ । ତାଳଚେର ସହ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଇ କରି ପୋଲିସ ୧୧ଟି ଚୋରି ବାଇକ୍ ଜବତ କରିଛି । ଦୀର୍ଘ ଦିନ ଧରି…

କବିତା : ମୁଁ ଭାରତ

ପ୍ରସନ୍ନ କୁମାର ସ୍ୱାଇଁ  ଆଜନ୍ମରୁ ମୋର ଅଛି ଦୁଇଟି ଶ୍ୟାମଳ ଆଖି ହଳେ ପ୍ରେମ ବତୁରା ଡେଣା ଗୋଟେ ଗୋରା ତକ ତକ ଉଷୁମ କୋଳ ପାରିଜାତି ଦେହ ଗନ୍ଧ କାରୁଣିକ କାନ୍ଧ ଉଚ୍ଚାରଣ ସିଦ୍ଧ କେଇ ଫର୍ଦ୍ଦ ମନ୍ତ୍ର ତୋ ପାଇଁ ରଖିଛି ପଞ୍ଚାମୃତ,ପlଟକନା ଲଳିତ ମଧୁର ହସ, ସୁନାର ଫସଲ ତୁ…

ୟୋନୋ ଆକାଉଣ୍ଟ ଅପଟୁଡେଟ୍‌ ବାହାନାରେ ଠକିନେଲେ ୩.୩୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ କ୍ରମାଗତ ଭାବେ କିଛି ଦିନ ହେଲା ସାଇବର ଜନିତ ଘଟଣାରେ ବୃଦ୍ଧି ଦେଖିବାକୁ ମିଳିଛି । ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଆପକୁ ଅପଟୁଡେଟ୍‌ କରିବା ବାହାନାରେ ୩.୩୫ ଲକ୍ଷ ଟଙ୍କା ଠକିନେଇଛନ୍ତି ସାଇବର୍ ଠକ । ଏକ ସପ୍ତାହ ମଧ୍ୟରେ ସାଇବର ଠକମାନେ ବ୍ରହ୍ମପୁର ସହରର ୩ ଜଣଙ୍କ…

କାଶୀପୁରରେ ହଇଜା ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ସାଂସଦ

ରାୟଗଡ଼ା: କାଶୀପୁର ବ୍ଲକରେ କଲେରା ବ୍ୟାପି ଇତି ମଧ୍ୟରେ ୨୪ ଦିନ ବିତିବାକୁ ବସିଲାଣି । ତଥାପି ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି । ପ୍ରତ୍ୟେକ ଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି କୋରାପୁଟ ସାଂସଦ…

ମହିଳା କ୍ରିକେଟ: ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ, ସ୍ମୃତିଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା କ୍ରିକେଟରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି । ସ୍ମୃତି ମାନ୍ଧାନା ୪୨ ବଲରେ ୬୨ ରନର ଇନିଂସ ଖେଳିଥିଲେ । ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେବା ସେମାନଙ୍କ ପାଇଁ ମହଙ୍ଗା…

[ଦେଖନ୍ତୁ ଭିଡିଓ] ନୂଆ ରୂପ ପାଇବ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ

ପୁରୀ: ଶ୍ରୀକ୍ଷେତ୍ର ପଞ୍ଚତୀର୍ଥ ପୁଷ୍କରିଣୀର ହେବ ପୁନରୁଦ୍ଧାର । ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡ ପୁଷ୍କରିଣୀ ନେବ ନୂଆ ରୂପ । ଏଥିପାଇଁ ଅଭଡ଼ା ଯୋଜନାରେ ୬୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଝଲସିବ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀର ପବିତ୍ର ଜଳରାଶି । ଇତିହାସ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ପଦକ ମିଳିଛି । ମୀରାବାଇ ଚାନୁଙ୍କ ପରେ ଜେରେମି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିଛନ୍ତି । ସ୍ନାଚ କ୍ୟାଟେଗୋରୀରେ ସେ ୧୪୦ କେଜି ଓଜନ…

ଜିମ୍ବାୱେ ଗସ୍ତରୁ ଓହରିଲେ କୋହଲି, ଧାୱନ ହେବେ ଅଧିନାୟକ

ମୁମ୍ବାଇ: ଆଗାମୀ ଜିମ୍ବାୱେ ଗସ୍ତରୁ ଓହରି ଯାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ଗସ୍ତ ପାଇଁ ଶିଖର ଧାୱନଙ୍କୁ ପୁନର୍ବାର ଅଧିନାୟକ ନିଯୁକ୍ତ କରାଯାଇଛି । ସେହିପରି ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ଏହି ଗସ୍ତରେ ସୁଯୋଗ…

ଛତ୍ରପୁରରେ ଲହଡ଼ି ମାଡ଼ରେ ଭାଙ୍ଗିଗଲା ୬ ଘର

ବ୍ରହ୍ମପୁର: ସମୁଦ୍ରରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ପୋଡ଼ମପେଟା ଗାଁ ମିଶୁଥିବା ବେଳେ ଆଜି ପୁଣିଥରେ ସମୁଦ୍ରର ଉଚ୍ଚ ଲହଡିରେ ୬ରୁ ଉର୍ଦ୍ଧ୍ୱ ଘର ଧୋଇ ହେଇଯାଇଛି । ସମ୍ପୂର୍ଣ୍ଣ ଘର ଗୁଡିକ ଭୁଶୁଡ଼ି ପଡିଥିବା ବେଳେ ଆଉ ମାତ୍ର ଗୋଟିଏ ସାହି କୂଳ ଲଙ୍ଘିବା ପାଇଁ ବାକି ଅଛି । ଗ୍ରାମର…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପାଇଁ ୨ୟ ସ୍ୱର୍ଣ୍ଣ ଜିତିଲେ ଜେରେମୀ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୱେଟଲିଫ୍ଟରମାନେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ୬୭ କିଗ୍ରା ବିଭାଗରେ ଜେରେମୀ ଲାଲରିନୁଙ୍ଗା ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତିଯୋଗିତା ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ହାର ନ ମାନି ଦେଶ ପାଇଁ…