Latest Odisha News

BREAKING NEWS

[ଦେଖନ୍ତୁ ଫଟୋ] ଦ୍ରୗେପଦୀଙ୍କ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ଅନେକ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଏନଡିଏମ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ସ୍ଥିତ ବାସ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପ୍ରମୁଖ ମନ୍ତ୍ରୀ…

[ଦେଖନ୍ତୁ ଭିଡିଓ] ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ମରାମତି ନହେଲେ ଆନ୍ଦୋଳନ ଚେତାବନୀ

ଯାଜପୁର :  ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ବର୍ଷ ବର୍ଷ ଧରି ଖାଲ ଖମା ରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଯାଜପୁର ବିଂଝାରପୁର ବ୍ଲକ ତାଉନ୍ତରା ଠାରୁ ଇଂଜନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।…

ଏହି ୬ ରେକର୍ଡ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହିସହ ଓଡିଶାର ଏହି ଆଦିବାସୀ ମହିଳା ନାମରେ ୧୫ଟି ରେକର୍ଡ ଲିପିବଦ୍ଧ ହୋଇଛି । ଆସନ୍ତୁ ଜାଣିବା କଣ କଣ ଏହି ରେକର୍ଡ ? ଓଡିଶାର ପ୍ରଥମ ରାଷ୍ଟ୍ରପତି: ଆଜି ପର୍ଯ୍ୟନ୍ତ ଓଡିଶାର କୌଣସି ବ୍ୟକ୍ତି ରାଷ୍ଟ୍ରପତି ହୋଇ ନ ଥିଲେ…

ରାଜ୍ୟ ମାନବାଧିକାର କମିଶନରେ ତିନି ରାଗିଂ ମାମଲା, ପୋଲିସ ଡିଜିଙ୍କୁ ଆଣ୍ଟି ରାଗିଂ ହେଲପଲାଇନ ଗଠନ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା, ଦେବଗଡ଼ ଏଏନଏମ ଛାତ୍ରୀ ରାଗିଂ ଏବଂ ଅନ୍ୟ ଏକ ରାଗିଂ ମାମଲାର ଶୁଣାଣି କରିଛନ୍ତି  । ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ତେଜେଶ୍ୱର ପରିଡ଼ା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ତିନୋଟି ମାମଲା…

ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ଟିଏମସି

କୋଲକାତା: ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ଟିଏମସି । ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସାଂସଦମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଉପରୋକ୍ତ ନିଷ୍ପତି ନିଆଯାଇଛି । ଟିଏମସି କିମ୍ବା ମମତାଙ୍କ ସହ କୌଣସି ଆଲୋଚନା ନ କରାଯାଇ ବିରୋଧୀ ମେଂଟ  ମାର୍ଗେଟ ଆଲଭାଙ୍କୁ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଷ୍ଟ୍ରପତି ନିର୍ବାଚନରେ ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣତି ସରିଛି । ଦ୍ୱିତୀୟ  ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ହୋଇଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ ରହିଛନ୍ତି । ମୁର୍ମୁଙ୍କୁ ଦ୍ୱିତୀୟ ରାଉଣ୍ଡରେ ୮୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ…

ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଇସ୍ତଫା

ବ୍ରହ୍ମପୁର: ବିଜେପି ଘୁମୁସର ସାଙ୍ଗଠନିକ ଜିଲାର ଯୁବ ମୋର୍ଚ୍ଚା ସଭାପତି ପଦରୁ ପ୍ରମୋଦ କୁମାର ପଣ୍ଡା ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଯୁବ ମୋର୍ଚ୍ଚା ସଭାପତି ଈରାସିସ ଆଚାର୍ଯ୍ୟଙ୍କ ପାଖକୁ ପଠାଇଛନ୍ତି। ଗୁରୁବାର କୋଦଳା ଠାରେ…

ସ୍କୁଲ ବସରେ ଲାଗିଲା ନିଆଁ। ବଡ ଦୁର୍ଘଟଣାରୁ ବର୍ତ୍ତିଲେ ୨୧ ଛାତ୍ରଛାତ୍ରୀ

ଦିଲ୍ଲୀ  : ଅଳ୍ପକେ ବିପଦରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ।  ରାଜଧାନୀ ଦିଲ୍ଲୀରେ ରୋହିଣୀ ଅଞ୍ଚଳରେ ଦ୍ୱିପ୍ରହରରେ ବଡ ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସରେ ଅଚାନକ ନିଆଁ…

[ଦେଖନ୍ତୁ ଭିଡିଓ] ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଗର୍ବ: ପ୍ରବାସୀ ଓଡ଼ିଆଙ୍କ ସହ ପାରମ୍ପରିକ ନୃତ୍ୟରେ ଝୁମିଲେ…

ଦିଲ୍ଲୀ : ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି । ଏହି ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରବାସୀ ଓଡ଼ିଆ ଭାଇ-ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭାରତ ବିରୋଧୀ ୭୪୭ଟି ୱେବସାଇଟ ଏବଂ ୯୪ ୟୁଟ୍ୟୁବ ଚ୍ୟାନେଲ ନିଷିଦ୍ଧ

ନୂଆଦିଲ୍ଲୀ: ଭାରତ ବିରୋଧୀ ମିଛ ଖବର ଏବଂ ସୂଚନା ପ୍ରସାରଣ କରୁଥିବା ୭୪୭ଟି ୱେବସାଇଟ ଏବଂ ୯୪ ୟୁଟ୍ୟୁବ ଚ୍ୟାନେଲକୁ ନିଷିଦ୍ଧ ଗତ ୨୦୨୧-୨୨ରେ ନିଷିଦ୍ଧ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ସଂସଦରେ ଏହି ସୂଚନା ଦେଇଛନ୍ତି । ପ୍ରଶ୍ନକାଳରେ ଏକ…