Latest Odisha News

BREAKING NEWS

୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ୍‌ ଓ ସୁରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର

ଦିଲ୍ଲୀ  : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ ଘୋଷିତ  । ‘କାଲି ପାଇଁ କାଲିର’ ସିନେମାକୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ । କାଲି ପାଇଁ କାଲିର ହେଉଛି ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା । ତେବେ ଅଜୟ ଦେବଗନ ଶ୍ରେଷ୍ଠ…

ମରଣଯନ୍ତା ପାଲଟିଛି NH-୫୫, ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ରାଜପଥ କାମ ସଂପ୍ରସାରଣରେ ବିଳମ୍ବ ଯୋଗୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମାନି ବିରୋଧରେ…

ଟି୨୦ ବିଶ୍ୱକପ ପୂର୍ବରୁ ଆହୁରି ୨ଟି ସିରିଜ ଖେଳିବ ଟିମ ଇଣ୍ଡିଆ, ୟୁଏଇରେ ଏସିଆ କପ

ମୁମ୍ବାଇ: ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତ ଆହୁରି ୨ଟି ସିରିଜ ଖେଳିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ସିରିଜ ଆୟୋଜନ…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ଜାଭେଲିନରେ ନୀରଜ, ରୋହିତ ଫାଇନାଲରେ

ଲଣ୍ଡନ: ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଜାଭେଲିନରେ ଭାରତର ନୀରଜ ଚୋପ୍ରା ଓ ରୋହିତ ଯାଦବ ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ପ୍ରଥମ ଥ୍ରୋ ୮୮.୩୯ ମିଟର ଦୂରତାକୁ କରି ଫାଇନାଲରେ ପ୍ରବେଶ କରିଥିଲେ । ରୋହିତ ୮୦.୪୨…

ଦିଲ୍ଲୀରେ ଆପ ସରକାରଙ୍କ ଅବକାରୀ ନୀତି ବିରୋଧରେ ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ: ପୁନର୍ବାର ଦିଲ୍ଲୀରେ ଉପରାଜ୍ୟପାଳ ଓ ଆପ ସରକାର ମଧ୍ୟରେ ବିବାଦ ରୂପୀ ନାଟକ ଆରମ୍ଭ ହୋଇଛି । ଶୁକ୍ରବାର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ…

୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଯାଏଁ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି…

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

ସାଲବିରାରେ ଡବଲ ମର୍ଡର । ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା

ସୁନ୍ଦରଗଡ : ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା। ହେଲେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମୁଖିଆଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ବି ହତ୍ୟା କରାଯାଇଛି । ଗାଁରେ ଦୁଇଟି ଦୁଇଟି ହତ୍ୟାକାଣ୍ଡ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ର ସାଲବିରା ଗାଁରେ। ସାଲବିରା…

ନ୍ୟାୟିକ ବିଳମ୍ବ; ଓଡିଶାର ବିଭିନ୍ନ ଅଦାଲତରେ ବିଚାରଧୀନ ପଡି ରହିଛି ୨.୬୭ଲକ୍ଷଟି ମାମଲା

ଭୁବନେଶ୍ୱର : ଦେଶରେ ନ୍ୟାୟିକ ବିଳମ୍ବ ଅତି ଗୁରୁତର ସମସ୍ୟା। ଏହାକୁ ନେଇ ଲୋକସଭରେ କେନ୍ଦ୍ର ଆଇନ ମନ୍ତ୍ରୀ ଅତି ସାଂଘାତିକ ତଥ୍ଯ ଦେଇଛନ୍ତି। ଓଡିଶା ଉଚ୍ଚ ନ୍ୟାୟାଳୟ ସମେତ ଅନ୍ୟ ଅଦାଲତ ଗୁଡିକରେ ଦୀର୍ଘ ଦଶ ବର୍ଷ ଭିତରେ ୨.୬୭ ଲକ୍ଷରୁ ଅଧିକ ମାମଲା ପଡି ରହିଛି । କେନ୍ଦ୍ର ଆଇନ୍‍ ଏବଂ ନ୍ୟାୟ…

କବିତା : ମନେପଡ଼ ଯେବେ

ପ୍ରିୟମ୍ବଦା ସାମଲ  ଯେବେ ଯେବେ ତୁମେ ମନେପଡ଼ ମୋର ଖେଳେ ଦୁଃଖର ଲହରୀ ହୃଦୟ ବିଦାରି ଚକ୍ଷୁରୁ ମୋହର ଝରେ ଲୋତକର ବାରି। ବିନା ସ୍ପର୍ଶେ ତୁମେ ପୋଛି ଦେଉଥାଅ ନୀରବେ ଆଖିର ଲୁହ ତୁମ ମିଠା କଥା ସତେକି ପୀୟୁଷ ନ ପାରେ ସମ୍ଭାଳି କୋହ। ଯେବେ ଯେବେ କିଛି ଭୁଲ କରୁଥାଏ ନପାରେ…