ଶାହାରୁଖଙ୍କ ଜୱାନରେ ବିଜୟ !
ମୁମ୍ବାଇ: ସାଉଥ ଫିଲ୍ମ ମୁହାଁ ହୋଇଛନ୍ତି ବଲିଉଡର ଟପ ଷ୍ଟାର । କାହାଣୀ, ନିର୍ଦ୍ଦେଶନା ପରେ ଏବେ ସାଉଥ ସୁପରଷ୍ଟାରଙ୍କୁ ଫିଲ୍ମରେ ନେବା ପାଇଁ ବଡ ବଡ ଷ୍ଟାର ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ପ୍ରମୁଖ କାରଣ ହେଲା ସଫଳତା । ରିପୋର୍ଟ ମୁତାବକ ଶାହାରୁଖ ଖାଁ ଅଭିନୀତ ଜୱାନ ଫିଲ୍ମରେ ସାଉଥ…