Latest Odisha News

BREAKING NEWS

ଆଜି କୋର୍ଟରେ ହାଜର ହେବେ ଉଦୟପୁର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ

ଉଦୟପୁର: ପ୍ରଫେଟ ମହମ୍ମଦ ବିବାଦ ସଂକ୍ରାନ୍ତୀୟ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତ କୋର୍ଟରେ ହାଜର ହେବେ । ସ୍ପେଶାଲ ଏନଆଇଏ କୋର୍ଟରେ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ହାଜର କରାଯିବ । ପୂର୍ବରୁ ତଦନ୍ତକାରୀ ସଂସ୍ଥା ଏନଆଇ ଜୁଲାଇ ୧୨ ତାରିଖ…

କବିତା : ନୀଳାଦ୍ରି ବିଜେ

ରମାକାନ୍ତ ନାୟକ ଭକ୍ତି ପ୍ରେମ ମାତୃତ୍ୱର ବାତ୍ସଲ୍ୟରେ ବନ୍ଧା ମୋ ହୃଦୟ ବୁଝିବି ବୁଝି ହୁଏନା କିଏ ଏହି ଜଗନ୍ନାଥ ରାଧାକୃଷ୍ଣ ନିବିଡ ହୃଦୟ ବନ୍ଧନେ ଅଛନ୍ତି ଏକ ଚିତ୍ତ ମନେ ରାଧା ସ୍ଵୟଂ ଜଗନ୍ନାଥ ଇଏ କଣ ସଂସାରର ଆଦି ମୂଳ ସୃଷ୍ଟି ଓ ବିଲୟ । ଅଶ୍ରୁ ସିକ୍ତ ନୟନରେ ଗୋପପୁର…

‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବ୍ଲୁମବରି ଦ୍ୱାରା ପ୍ରକାଶିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୀବନୀ ଉପରେ ଲିଖିତ ‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ…

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ବିଭିନ୍ନ ସେବା ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ଶାଖା ଜେଏସପିଏଲ ଫାଉଣ୍ଡେସନ ପୁରୀ ରଥ ଯାତ୍ରା ୨୦୨୨ ଉତ୍ସବରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ସମନ୍ଵୟରେ ଫାଉଣ୍ଡେସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଦେୟମୁକ୍ତ ଭୋଜନ, ଥଣ୍ଡା…

‘ଅଶୋକ ପଣ୍ଡାଙ୍କର କାର୍ଯ୍ୟଶୈଳୀ ଓ ଭାଇଚାରା ସାମ୍ବାଦିକମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ’

ଭୁବନେଶ୍ୱର: ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ଦକ୍ଷତା କାର୍ଯ୍ୟ କରିବାର ଶୈଳୀ ଓ ତାଙ୍କର ଭାଇଚାରା ସାମ୍ବାଦିକ ମାନଙ୍କ ପାଇଁ ଅନୁକରଣନୀୟ ହୋଇ ରହିବ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ କହିଛନ୍ତି । ସ୍ୱର୍ଗତ ପଣ୍ଡାଙ୍କର ଏକଦଶାହ ଅବସରରେ ସମୟ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ…

ହିମାଳୟର ଆଉ ଏକ ରହସ୍ୟମୟ ସ୍ଥାନ ଜ୍ଞାନଗଂଜ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଭାରତରେ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ମୃତ୍ୟୁ ଆସେ ନାହିଁ । ହିମାଳୟ ପାଦ ଦେଶରେ ଥିବା ଏହି ରହସ୍ୟମୟ ସ୍ଥାନର ନାମ ହେଲା ଜ୍ଞାନଗଂଜ ମଠ । ଏହା ଅଂଚଳର ଅନ୍ୟ ନାମ ହେଲା ଶାଂଗ୍ରୀଲା ଓ ଶମ୍ଭାଲା । ସାଧାରଣ…

ରଥ ଉପରେ ଶେଷ ହେଲା ଅଧରପଣା ନୀତି, କାଲି ନୀଳାଦ୍ରି ବିଜେ

ପୁରୀ: ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଶେଷ ହୋଇଛି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ, ସୁବାସିତ ପଣା । ୩ ଗୋଟି ରଥରେ ୩ଟି ଲେଖାଏ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ପରମ୍ପରା ଅନୁସାରେ ହୋଇଛି । ରଥ ଉପରେ ପଣା ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପକ୍ଷରୁ ଖେଳିବେ ବେକହାମ, ରୋନାଲ୍ଡୋ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ୨୮ ଜୁଲାଇରୁ ବର୍ମିଂହାମରେ ଆରମ୍ଭ ହେବ । ଏହି ମେଗା ଇଭେଂଟରେ ୧୦୭ ମହିଳାଙ୍କ ସମେତ ଭାରତର ୨୧୫ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୧୦୭ଜଣିଆ ଷ୍ଟାଫ ଦଳ ସହିତ ବର୍ମିଂହାମ ଯିବେ । ତେବେ ସବୁଠାରୁ ମଜା କଥା ଭାରତ ପକ୍ଷରୁ ଏଥିର ବେକହାମ ଓ ରୋନାଲ୍ଡୋ…

କାଳି ଫିଲ୍ମ ବିବାଦ: ନିର୍ଦ୍ଦେଶିକାଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ

ଦିଲ୍ଲୀ: ଥମୁନି ‘କାଳି’ ଫିଲ୍ମ ବିବାଦ। ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ମାମଲା ଥାନା ପରେ ଏବେ କୋର୍ଟରେ ପହଞ୍ଚିଛି। ଘଟଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଦେବୀ କାଳିଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ…

ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଜୟପୁର: ଦିନକୁ ଦିନ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବଢ଼ି ଚାଲିଛି । ଘରୋଇ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଛି କଂଗ୍ରେସ । ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳୀନି ରଥଙ୍କ…