Latest Odisha News

BREAKING NEWS

ଚୋର ଗ୍ୟାଙ୍ଗ୍‌ ପାଖରୁ ଜବତ ହେଲା ୨୫ଟି ପାଣି ପମ୍ପ, ମୋଟର୍‌

ବ୍ରହ୍ମପୁର: ଆସିକା ପୋଲିସ ଏକ ଚୋର ଗ୍ୟାଙ୍ଗ୍‌କୁ ଧରିବା ସହିତ ସେମାନଙ୍କ ପାଖରୁ ବିଭିନ୍ନ ପ୍ରକାରର ୨୫ଟି ପାଣି ପମ୍ପ ଏବଂ ମୋଟର୍‌ ଜବତ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଚିତ୍ରସେନ ଦଳେଇ (୩୦),ମିଟୁ ଦଳେଇ (୩୭), ପ୍ରହଲ୍ଲାଦ ବିଶ୍ୱାଳ (୨୭), ଚରଣ ବିଶ୍ୱାଳ (୨୭)। ଏମାନଙ୍କ ଘର…

ନକଲି ଚାବିରେ ଏଟିଏମରୁ ଟଙ୍କା ଚୋରି

ବ୍ରହ୍ମପୁର: ଗ୍ରାହକମାନେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ ମଧ୍ୟ ତାହା ବାହାରକୁ ବାହାରୁନଥିଲା । ବରଂ ମେଶିନ ଭିତରେ ହିଁ ରହିଯାଉଥିଲା । ଆଉ ନକଲି ଚାବିରେ ଦୁର୍ବୃତ୍ତ ମଶିନକୁ ଖୋଲି ଟଙ୍କା ନେଉଥିଲେ । ଗତ କିଛି ଦିନ ହେଲା ବ୍ରହ୍ମପୁରର ଏକ ଏଟିଏମ୍‌ରେ ଏଭଳି ଚୋରି ଚାଲିଥିଲା । ବ୍ୟାଙ୍କ…

ଅମର୍ତ୍ୟ ସେନ କୋଭିଡ ଆକ୍ରାନ୍ତ, ଘରେ ଚାଲିଛି ଚିକିତ୍ସା

କୋଲକାତା: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଶାନ୍ତି ନିକେତନ ସ୍ଥିତ ତାଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡ଼ିଛି । ତାଙ୍କ ଦେହରେ ହାଲୁକା ଲକ୍ଷଣ ରହିଛି ଏବଂ ସେ ଏକାନ୍ତବାସ ଅବଧି ପୂର୍ଣ୍ଣ କରିସାରିଛନ୍ତି ବୋଲି ପଶ୍ଚିମବଙ୍ଗ…

ମଜାକିଆ ଢ଼ଙ୍ଗରେ ଛୋଟ ଆଖିର ଫାଇଦା ବର୍ଣ୍ଣନା କରି ଚର୍ଚ୍ଚାରେ ନାଗାଲାଣ୍ଡ ମନ୍ତ୍ରୀ ତେମଜେନ

କୋହିମା: ନାଗାଲାଣ୍ଡର ଶିକ୍ଷା ଓ ଆଦିବାସୀ ବିଭାଗର ମନ୍ତ୍ରୀ ତେମଜେନ ଇମନା ଅଲାଙ୍ଗ ଏକ କାର୍ଯ୍ୟକ୍ରମରେ ଛୋଟ ଆଖିର ଫାଇଦା ସମ୍ପର୍କରେ ମଜାକିଆ ଢ଼ଙ୍ଗରେ ବର୍ଣ୍ଣନା କରି ଏବେ ଚର୍ଚ୍ଚାରେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ନାଗାଲାଣ୍ଡର ବିଜେପି ଅଧ୍ୟକ୍ଷ…

ସାଉଥ ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଚାହୁଁ ନାହାନ୍ତି ସନ୍ତାନ

ମାଡ୍ରାସ: ବିବାହର ୧୦ ବର୍ଷ ପୂରଣ ହୋଇ ଯାଇଥିଲେ ମଧ୍ୟ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରାମଚରଣଙ୍କ ପତ୍ନୀ ଉପାସନା ଏବେ ବି ମାଆ ହେବାକୁ ଚାହୁଁ ନାହାନ୍ତି । ମୁଁ ମୋ ବାହାଘର ନେଇ ବେଶ ଖୁସି ଅଛି ଓ ଏହି ଜୀବନକୁ ଭରପୂର ଉପଭୋଗ କରୁଛି । ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନ…

ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଶନିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ସମାଜବାଦୀ…

ବକରିଦରେ ଗୋବଂଶ ହତ୍ୟା ଉପରେ ମହାରାଷ୍ଟ୍ରରେ କଟକଣା: ଡିଜିପିକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ନାର୍ଭେକର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଶନିବାର ବକରିଦରେ ଯେପରି ଗୋବଂଶକୁ ହତ୍ୟା କରା ନ ଯିବ ସେ ନେଇ ଡିଜିପିକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗୋବଂଶର ମାଂ ବିକ୍ରି କରିବା ଏବଂ ରଖିବା ଲୋକଙ୍କୁ ୫ ବର୍ଷ ଜେଲ ଏବଂ ୧୦ ହଜାର ପର୍ଯ୍ୟନ୍ତ ଜରିମାନା କରାଯିବ । ୭ଜୁନରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଆଜି ପବିତ୍ର ବାହୁଡା ଯାତ୍ରା। ଜନ୍ମବେଦୀ ଛାଡି ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ତିନି ଦିଅଁ । ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ଶରଧା ବାଲି ।ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା l ସେପଟେ ବାରିପଦାରେ ଆଜି ସ୍ୱର୍ଣ୍ଣ ମଣ୍ଡିତ ହୋଇ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ; ସାମ୍ବାଦିକଙ୍କୁ ଚା’ ପିଆଇ ଚର୍ଚ୍ଚାରେ ପତ୍ନୀ ଅକ୍ସତା ମୂର୍ତ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ । ସମର୍ଥନ ଜୁଟାଇବାରେ ସେ ଲାଗିପଡ଼ିଛନ୍ତି । ଏକା ସାଙ୍ଗେ କନଜରଭେଟିଭ ଦଳର ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏ ସକାଶେ ବିଭିନ୍ନ ନେତାଙ୍କୁ ଭେଟିବା ସହ ବିଭିନ୍ନ ମହଲର ସହଯୋଗଡ଼ ଲୋଡୁଛନ୍ତି…

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା । ୧୬ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଅନନ୍ତନାଗ: ଅମରନାଥ ଗୁମ୍ଫା ନିକଟରେ ଅଘଟଣ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ…