Latest Odisha News

BREAKING NEWS

ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ: ମାସ୍କ ନ ପିନ୍ଧିଲେ ଫାଇନ୍ କଟିବ

ଭୁବନେଶ୍ବର: କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି। ଏହାଛଡ଼ା ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି ।…

କୋଏଲ ନଦୀ ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ: ଦୁଇ ମୃତ ଓ ଦୁଇ ନିଖୋଜ

ରାଉରକେଲା: କୋଏଲ ନଦୀର ଝିରିପାଣି ପମ୍ପ ହାଉସରେ ଆଜି ଅଘଟଣ ଘଟିଛି । ନଦୀରେ ଗାଧୋଇବା ସମୟରେ ୪ ଜଣ ନାବାଳକ ବୁଡ଼ି ଯାଇଛନ୍ତି। ଏମାନେ ସମସ୍ତେ ଭାଇ ଭାଇ । ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା…

ଭୁବନେଶ୍ବର:  କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୱେବପୋର୍ଟାଲ ମାଲିକାନୀ ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏବେ ବି ରହସ୍ୟଜନକ ହୋଇଛି ହତ୍ୟାକାଣ୍ଡର କାରଣ । ମାନସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ…

ଜାଲ୍ ପ୍ରମାଣପତ୍ର ଦେଇ ପିଇଟି ଚାକିରି, ୧୦ ଶିକ୍ଷକଙ୍କ ନାଁରେ ଏତଲା ଦେଲେ DEO

ଅନୁଗୁଳ: ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ଘଟଣା ସାମନାକୁ ଆସିଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୋଲିସ୍ ଷ୍ଟେସନରେ ହୋଇଥିବା ଅଭିଯୋଗ ଅନୁସାରେ, ପଞ୍ଚାୟତ ହାଇସ୍କୁଲ୍ ବରପଦାରେ କାର୍ଯ୍ୟରତ…

କବିତା : ଆସ୍ଥା ଟୋପାଏ ଆଲୋକର

ସୁଜାତା ମିଶ୍ର ରାତିର ଆଖିରୁ ଲୁହ ଝରି ଯାଉଛି ରଜନୀଗନ୍ଧାର ପଣତରେ.., ମୌସୁମୀର ବୁକୁ ସାରା ହାହାକାରର ଜଳ କଣା, ଅବ୍ୟକ୍ତ ଦୁଃଖମାନେ ଝୁଲୁଛନ୍ତି କଦମ୍ବ ଫୁଲର ବାସ୍ନାରେ.. ସମୟର ପାଦ ଚିହ୍ନ ଭିତରୁ କିଏ ଉଠାଇ ନେଉଛି ନିଖୋଜ ମଣିଷର ଛାଇ...., ଅଣସର ଘରେ କୁହାଟ ମାରୁଛି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

1. ଆତତାୟୀଂକ ଗୁଳିମାଡରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ । ସେ ଜାପାନର ନାରା ସହରରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ତାଂକ ଉପରକୁ ଅତର୍କିତ ଗୁଳିମାଡ ହୋଇଥିଲା । ଘଟଣା ସ୍ଥଲରେ ହିଁ ଟଳି ପଡିଥିଲେ ସିଞ୍ଜୋ ଆବେ l ଶ୍ରୀ ଆବେଂକ ପରଲୋକରେ ବିଶ୍ବବାପୀ…

ଜଗନମୋହନଙ୍କ ଦଳରୁ ଇସ୍ତଫା ଦେଲେ ମା ବିଜୟଲକ୍ଷ୍ମୀ; ତେଲେଙ୍ଗାନାରେ ଝିଅକୁ କରିବେ ସାହାଯ୍ୟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ମା' ବିଜୟଲକ୍ଷ୍ମୀ ୱାଇଏସଆର କଂଗ୍ରେସ ସମ୍ମାନୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଗୁଣ୍ଟୁର ଠାରେ ହେଉଥିବା ଦୁଇ ଦିନିଆ ମେଗା ସମାବେଶରେ ବିଜୟାମ୍ମା ଇସ୍ତଫା ଘୋଷଣା କରିଥିଲେ । ଏହା ସହ ୱାଇଏସଆର କଂଗ୍ରେସରୁ…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ : ସାକ୍ଷାତ ପରେ ଭାବବିହ୍ୱଳ ହେଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର  : ଓଡ଼ିଶା ମାଟିରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ଦ୍ରୌପଦୀଙ୍କୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।  ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ…

ଧରାପଡ଼ିଲେ ନବରଙ୍ଗପୁରର ଧୁମ୍ ଷ୍ଟାଇଲ ଚୋର

ଖାତିଗୁଡ଼ା: ନବରଙ୍ଗପୁର ଜିଲ୍ଲା ପୋଲିସକୁ ଏକ ଚ୍ୟାଲେଞ୍ଜିଂ ଚୋରି ଘଟଣାରେ ସଫଳତା ମିଳିଛି । ଚର୍ଚ୍ଚିତ ଖାତୀଗୁଡ଼ା ହାଇସ୍କୁଲର ଧୁମ୍ ସିନେମା ଷ୍ଟାଇଲରେ ଚୋରି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୧ ତାରିଖ ରାତିରେ ସ୍କୁଲରୁ ବିଭିନ୍ନ ଜିନିଷ ଚୋରି କରି ପୋଲିସକୁ…

ରାଜ୍ୟସଭା ସାଂସଦ ଭାବରେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ…