Latest Odisha News

BREAKING NEWS

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ ଭାରତ ସମେତ ୫ଟି ଦେଶରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛି । ଜର୍ମାନୀ, ଭାରତ, ଚେକ୍ ରିପବ୍ଲିକ, ନରେଓ୍ବ ଏବଂ ହଙ୍ଗେରୀରେ ଅବସ୍ଥାପିତ ହୋଇଥିବା ରାଷ୍ଟ୍ରଦୂତ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଲମ୍ବନ କରି ପ୍ରତ୍ୟାହାର କରିନେଇଛନ୍ତି…

ଆସନ୍ତା ୩ରୁ ୪ ଦିନ ଜାରି ରହିବ ବର୍ଷା, ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ । ଏହା ସହ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ଯୋଗୁ ଓଡ଼ିଶା ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ…

ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୫୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୦ରୁ ୧୮ ବର୍ଷ ବୟସର ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୯ ଜଣ ଲେକାଲ୍ କେସ୍ ଚିହ୍ନଟ ହୋଇଛନ୍ତି ।…

ସ୍ତ୍ରୀ ବିନା ବିଦେଶ ଯାତ୍ରା କରି ମୁମ୍ବାଇ ଏୟାରପୋର୍ଟରୁ ଗିରଫ

ମୁମ୍ବାଇ: ସ୍ତ୍ରୀ ବିନା ବିଦେଶ ଯାତ୍ରା କରିବା ଜଣେ ୩୨ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଗୁରୁବାର ଜଣେ ଯୁବକ ଏଥିପାଇଁ ମୁମ୍ବାଇ ଏୟାରପୋର୍ଟରେ ଗିରଫ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ପତ୍ନୀଙ୍କ ବିନା ବିଦେଶ ଯାତ୍ରା କରିଥିଲେ । ଆଉ ଏହି ଯାତ୍ରା ବିଷୟରେ ପତ୍ନୀଙ୍କୁ ଅଜ୍ଞାତ ରଖିବା…

ଗଂଜାମରେ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟରେ ଜଣଙ୍କ ମୃତଦେହ ରବିବାର ସକାଳେ ମିଳିଛି। ମୃତକ ଜଣଙ୍କ ବ୍ରହ୍ମପୁର ଖଲାସୀ ସାହିର ଶିବ ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ରବିବାର ସକାଳେ ଶିବଙ୍କ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା…

କବିତା : ବାହୁଡ଼ି ଆସ

ବନ୍ଦନା ପଣ୍ଡା  ସମସ୍ତେ କହୁଛନ୍ତି ଆଜି ମୁଁ କୁଆଡ଼େ ଅତି ମନଲୋଭା ଦିଶୁଛି ମୁଖରେ ମୋ ଝଟକୁଛି ଅସ୍ତରବି ଚନ୍ଦ୍ରମାର ସ୍ୱର୍ଣ୍ଣ ନାଲି ଆଭା... ପ୍ରଭୁ ମୋର! ବାହୁଡ଼ି ଆସ ଦେଉଳକୁ ଆମ ଦଶ ଦିନ କଣ କମ୍ ହେଲାଣି? ରାତି ରାତି ଉଜାଗର ରହି ସତରେ, ଦଶଟା ଯୁଗ ବିତିଲାଣି...!…

ଶିଶୁ କବିତା : ଭଳିକି ଭଳି

ସୁବ୍ରତ କୁମାର ଜେନା ଭଳିକି ଭଳି ପକ୍ଷୀଏ ଯେତେ ଗାଇ ବୁଲନ୍ତି ଗୀତ ଝରଣା ଆସି ପାହାଡ଼ ସାଥେ ନିତି ବସଇ ମିତ ।। ଭଳିକି ଭଳି ଫୁଲତ ଫୁଟି ବାସ ଚହଟି ଯାଏ ଗ୍ରୀଷ୍ମ ଆସେ ବରଷା ଆସେ ସବୁ ହୃଦୟ ଛୁଏଁ ।। ରାତି ପାହିଲେ ସକାଳ ହୁଏ ଡାକଇ କାଉ କା' ଘର ଅଗଣା କାମକୁ ସାରି ଖୁଆଇ…

ବନ୍ଦନା ପଣ୍ଡାଙ୍କର ପ୍ରଥମ କବିତା ସଙ୍କଳନ ‘କୁହୁଡ଼ିବଣ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପେନ ଇନ ବୁକସ' ଆନୁକୂଲ୍ୟରେ କବୀ ବନ୍ଦନା ପଣ୍ଡାଙ୍କର ପ୍ରଥମ କବିତା ସଙ୍କଳନ 'କୁହୁଡ଼ିବଣ' ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ପୂର୍ବରୁ ଅନେକ ପତ୍ର ପତ୍ରିକାରେ କବୀ ଶ୍ରୀମତୀ ପଣ୍ଡାଙ୍କର ଅନେକ କବିତା…

ଗଳ୍ପ : ହଜିଯାଇଥିବା ମାନଚିତ୍ର

ଚୌଧୁରୀ ବରଦାପ୍ରସନ୍ନ ଦାସ ନିଦ ମଳମଳ ଆଖିରେ ତରବରରେ ପ୍ଲାଟଫର୍ମକୁ ଓହ୍ଲେଇପଡି ଲତିଫ୍ ଦେଖିଲେ ଯେ ଷ୍ଟେସନର ନାଁ ଭୁବନେଶ୍ୱର। ଗତ ରାତିରେ ସେ କଲିକତାରୁ ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ବସିଥିଲେ ଭଦ୍ରକରେ ଓହ୍ଲାଇବା ପାଇଁ। କିଛି ସମୟ ଉନ୍ନିଦ୍ର ରହିବା ପରେ କେତେବେଳେ ଗଭୀର ନିଦ ତାଙ୍କୁ…

ଇଂଲଣ୍ଡ ବିପକ୍ଷରେ ଭାରତର କ୍ରମାଗତ ୪ର୍ଥ ଟି୨୦ ସିରିଜ ବିଜୟ, ରୋହିତଙ୍କ ବିଶ୍ୱରେକର୍ଡ

ବର୍ମିଂହାମ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୯ ରନରେ ଇଂଲଣ୍ଡକୁ ପରାସ୍ତ କରି ଆଗୁଆ ସିରିଜ ଜିତି ନେଇଛି । ୩ମ୍ୟାଚ ବିଶିଷ୍ଟ ମୁକାବିଲାରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଟିମ ଇଣ୍ଡିଆ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ…