Latest Odisha News

BREAKING NEWS

ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ, ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭିଡ଼

ପୁରୀ: ଆଜି ପବିତ୍ର ନବମୀ ତିଥି । ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ବା ନବମୀ ଦର୍ଶନ ଅନୁଷ୍ଠିତ ହେଉଛି । ଆସନ୍ତାକାଲି ବାହୁଡ଼ା ଯାତ୍ରା ଶୃଙ୍ଖଳିତ କରିବା ପାଇଁ ନୀତିକାନ୍ତିକୁ ତ୍ୱରାନିତ କରିବା ଉଦ୍ଦେଶ୍ୟରେ ଆଜି ସଂଧ୍ୟା ଦର୍ଶନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି…

ରାଜ୍ୟରେ ଆଜି ୪୭୦ ଜଣ କରୋନା ପଜିଟିଭ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରେ ଦୁଇଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪…

ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା : ରାଗିଂ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ

ଭୁବନେଶ୍ୱର  : ଗୋଟିଏ ପରେ ଗୋଟିଏ ଛାତ୍ରୀ ମୃତ୍ୟୁ ଘଟଣା ଆସୁଥିବା ବେଳେ ଏବେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ନର୍ସିଂର ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ରାଗିଂ ଯୋଗୁ ଏହି ସୁଇସାଇଡ଼ କରାଯାଉଥିବା ହୋଇଛି ଅଭିଯୋଗ।…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ : ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ କମ୍ପୁଛି ବିମାନ ବନ୍ଦର । ଏହାପରେ ରାଜ୍ୟ ଅତିଥି ଭବନ ଯିବେ ଦ୍ରୌପଦୀ ମୁର୍ମୁ । ନବୀନ ନିବାସରେ…

କବିତା : ରଥାରୁଢ ମହାପ୍ରଭୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ରଥାରୁଢ ହେବୁ କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ନେଇ, ଗୁଣ୍ଡିଚା ମାଉସୀ ଅତି ସରାଗରେ ବସିଅଛି ବାଟ ଚାହିଁ । ସ୍ବନେତ୍ରରେ ତୋତେ ନନ୍ଦିଘୋଷେ ଦେଖି ହୋଇବେ ଭକ୍ତ ବିଭୋର, ଶରଧା ବାଲିକୁ ମୁଣ୍ଡରେ ଲଗେଇ ପାଇବେ ଖୁସି ଅପାର । କରୋନା ଭୟରେ ଗତ ଦୁଇବର୍ଷ…

ରାଜଧାନୀ ଏକ୍ସପ୍ରେସ ଭଳି ସୁବିଧା ଆଉ ତିନୋଟି ଟ୍ରେନରେ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅନ୍ୟ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ପରି କୋଚ୍ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ…

ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସର ୫୩ତମ ସମ୍ମିଳନୀ

କାଲିଫର୍ଣ୍ଣିଆ: ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ। ରାଜ୍ୟ ସରକାରଙ୍କର ଏହି ପ୍ରମୁଖ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେଉଛନ୍ତି। ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ…

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ସଲ କ୍ରେସ୍ପୋ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗର ୯ମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା ଏଫସି । ଦଳକୁ ଆହୁରି ମଜଭୁତ କରିବା ପାଇଁ ଗୁରୁବାର ସ୍ପେନର ମିଡଫିଲ୍ଡର ସଲ କ୍ରେସ୍ପୋଙ୍କ ସହ କ୍ଲବ ଚୁକ୍ତି କରିଛି । ୨୫ ବର୍ଷୀୟ ଏହି ଷ୍ଟାର ଖେଳାଳି ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ବର୍ଷ…

ଦନ୍ତା ହାତୀର ଗଳିତ ଶବ ଜବତ

ବ୍ରହ୍ମପୁର:ଗଂଜାମ ଜିଲାର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର କାନବିନ୍ଧା ଜଙ୍ଗଲରୁ ଗୁରୁବାର ସନ୍ଧ୍ୟାରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ହାତୀର ଦୁଇଟି ଦାନ୍ତକୁ କାଟି ନିଅ।ଯାଇଥିବା ଜଣାପଡିଛି । ତେବେ…

ପ୍ରଥମ ଆରବ ମହିଳା ଭାବେ ଗ୍ରାଣ୍ଡସ୍ଲାମ ଟେନିସ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ଓନ୍ସ

ଲଣ୍ଡନ: ଟ୍ୟୁନିସିଆର ଓନ୍ସ ଜାବେଉର ଚଳିତ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ଆଫ୍ରିକା ଏବଂ ଆରବ ଦେଶର ପ୍ରଥମ ମହିଳା ଭାବେ ଏହି ସଫଳତା ହାସଲ କରିଛନ୍ତି । ଜାବେଉର ସେମିଫାଇନାଲରେ ତାଜ୍ୟାନା ମାରିୟାଙ୍କୁ ୬-୨, ୩-୬, ୬-୧…