Latest Odisha News

BREAKING NEWS

ୟୁକ୍ରେନର ଲୁହାନସ୍କ ଅଞ୍ଚଳକୁ ସମ୍ପୁର୍ଣ୍ଣ ଅକ୍ତିଆରକୁ ନେଲା ଋଷ ସେନା

ୟୁକ୍ରେନ  : ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଂଚଳକୁ କବଜାକୁ ନେଉଥିବା ପୁଟିନ୍ ସେନା ପୂର୍ବ ୟୁକ୍ରେନର ଲୁହାନସ୍କ ଅଂଚଳକୁ ନିଜ ଅକ୍ତିଆରକୁ ନେଇଛି । ଲୁହାନସ୍କ ଅଂଚଳରେ ବିଜୟ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷ ସେନା ଲୁହାନସ୍କ ଅଂଚଳକୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣକୁ…

ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର: ଟ୍ଵିନ୍‌ସିଟି ସମେତ ଭିଜୁଛି ସାରା ଓଡ଼ିଶା

ଭୁବନେଶ୍ୱର:  ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ  । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି । ଟ୍ଵିନ୍‌ସିଟି ସମେତ ଭିଜୁଛି ସାରା ଓଡ଼ିଶା । ଭୁବନେଶ୍ୱରରେ ମୂଷଳଧାରାରେ ବର୍ଷା ହେଉଛି । ଫଳରେ କିଛି ସ୍ଥାନରେ ରାସ୍ତାରେ…

କବିତା : ଏଥର ବି ଅପେକ୍ଷା

ସଂଘମିତ୍ରା ରାଏଗୁରୁ ହେ ସ୍ରଷ୍ଟା ! ତୁ କି ଦେଖିନୁ କ'ଣରୁ କ'ଣ ପାଲଟିଯାଇଛି ତୋ ହାତଗଢା ସୃଷ୍ଟି ଆଶ୍ଚର୍ଯ୍ୟ ! ଏତେ ପରେ ବି ତୋ ନୀରବତା ଅସମ୍ଭବ ଜଡତା କିଏ ଜାଣେ କି ଲାଗି ଏ ବେପରୁଆ ନୀତି ତଥାପି , ଫି ଥର ପରି ଏଥର ବି ଆଶାର ଦୀପଟେ ଜାଳିଛି ନନ୍ଦିଘୋଷକୁ ଅପେକ୍ଷା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛାଡି ୩ କଂଗ୍ରେସ କର୍ମୀ ଗିରଫ

ହାଇଦ୍ରାବାଦ: ବିଜୟୱାଡାର ଗାନ୍ନାଭାରମ ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛଡା ଯାଇଥିଲା । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ଖବର…

ପତ୍ନୀ ହନ୍ତାକୁ ଆଜୀବନ ସଜ୍ଜା, ୧୦ ବର୍ଷ ପରେ ଆସିଲା ରାୟ

ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ । ମିନାକ୍ଷୀ ଦାସଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ପତ୍ନୀ ରଞ୍ଜୁ ନାୟକଙକ…

ମଣିରତ୍ନମଙ୍କ ପୋନ୍ନିୟନ ସେଲଭନ-୧: ସୁପରଷ୍ଟାର ବିକ୍ରମଙ୍କ ଲୁକ ଜାରୀ

ମାଡ୍ରାସ: ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ମଣିରତ୍ନମ ତାଙ୍କର ଆଗାମୀ ଫିଲ୍ମ ପୋନ୍ନିୟନ ସେଲଭନ ଖୁବ ଶୀଘ୍ର ରିଲିଜ ହେବ । ମୋସନ ପୋଷ୍ଟର ପରେ ସୋମବାର ଏଥିରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସୁପରଷ୍ଟାର ବିକ୍ରମଙ୍କ ଲୁକ ଜାରୀ କରିଛନ୍ତି । ତାଙ୍କ ଲୁକ ଦେଖି ପ୍ରଶଂସକମାନଙ୍କ ମଧ୍ୟରେ…

ବାଲିଘାଟରେ ବୁଲିଲା ଖଣ୍ଡା, ବୁଲେଟରେ ଆସି ହାଣିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବିଗୁଡ଼ୁଛି ଆଇନ୍ ଶୃଙ୍ଖଳା ପରିସ୍ଥିତି । ରକ୍ତରଞ୍ଜିତ ହୋଇଛି ବାଲିଘାଟ । ବୁଲେଟରେ ଆସି ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ବାଲିଘାଟରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିପାଟଣା ଥାନା ତରାକାଜ ବ୍ରିଜ୍ ଉପରେ ଦୁର୍ବୃତ୍ତ ବାଲି ବ୍ୟବସାୟୀଙ୍କୁ…

ଇଂଲଣ୍ଡକୁ ୩୭୮ ରନର ଟାର୍ଗେଟ ଦେଲା ଭାରତ

ବର୍ମିଂହାମ: ଚଳିତ ୫ମ ଟେଷ୍ଟର ୪ର୍ଥ ଦିବସରେ ଭାରତ ୩୭୮ ରନର ଟାର୍ଗେଟ ଇଂଲଣ୍ଡ ସମ୍ମୁଖରେ ରଖିଛି । ପ୍ରଥମ ଇନିଂସରେ ୧୪୬ ରନର ଇନିଂସ ଖେଳିଥିବା ରିଷଭ ପନ୍ତ ଦ୍ୱିତୀୟ ଇନିଂସରେ ଆକର୍ଷଣୀୟ ୫୭ ରନ ସଂଗ୍ରହ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୦ମ ଅର୍ଦ୍ଧ ଶତକ ଥିଲା । ଅନ୍ୟମାନଙ୍କ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

. ଫ୍ଲୋର୍‌ ଟେଷ୍ଟ୍‌ରେ ଜିତିଲେ ସିନ୍ଧେ ସରକାର । ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଧେ ସରକାର ନିଜ ଶକ୍ତି ପ୍ରମାଣିତ କରି ଜିତିଛନ୍ତି । ଆଜି ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଧେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି। ସିନ୍ଧେଙ୍କ ସପକ୍ଷରେ…

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଗିରଫ ହେଲା ୧୯ ବର୍ଷୀୟ ଶାର୍ପ ଶୁଟର ଅଙ୍କିତ

ଚଣ୍ଡୀଗଡ: ଗାୟକ ସିଦ୍ଧୁ ମୁସେୱାଲ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଆଜି ଆଉ ଜଣେ ଶାର୍ପ ଶୁଟର ଏବଂ ତାର ସାଙ୍ଗକୁ ଗିରଫ କରିଛି । ୧୯ ବର୍ଷୀୟ ଅଙ୍କିତ ଶିର୍ଶାର ଏହା ପ୍ରଥମ ହତ୍ୟା ଥିଲା । ମୁସେୱାଲ ଛାତିକୁ ସେ ଦୁଇ ହାତରେ ବନ୍ଧୁକ ଧରି ଗୁଳି ମାରିଥିଲା । ପୋଲିସ ମଧ୍ୟ ଅଙ୍କିତର କାର୍ଯ୍ୟକଳାପ…