Latest Odisha News

BREAKING NEWS

ବାଇକକୁ ପିଟିଲା ଟ୍ରକ୍, ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଉଦ୍ୟାନବନ୍ଧ କ୍ରୀଷ୍ଣା ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଓଡି ୦୨ ଡି ୩୭୬୯ ନମ୍ବର ବିଶିଷ୍ଟ ନୀଳ ରଙ୍ଗର ବାଇକରେ ୫ ଜଣ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା…

‘ଓଡ଼ିଶା ସମ୍ବାଦ’ର ଖବର କପି ପେଷ୍ଟ କରୁଛି ‘ଗଞ୍ଜାମ ପୋଷ୍ଟ’ ନାମକ ଓ୍ୱେବସାଇଟ୍

ଭୁବନେଶ୍ୱର: ନକଲି ପ୍ରତି ସାବଧାନ ! ଖବରର ପ୍ରତିଯୋଗିତା ଭିତରେ ସାମ୍ନାକୁ ଆସିଛି କିଛି ଅସାଧୁ ସାମ୍ବାଦିକଙ୍କ କପି ପେଷ୍ଟ କାରନାମା । 'ଓଡ଼ିଶା ସମ୍ବାଦ' ନିଜ ପାଠକଙ୍କୁ ୨୪ ଘଣ୍ଟା ଅନବରତ ସଠିକ୍ ଏବଂ ନିର୍ଭୁଲ ଖବର ଯୋଗାଇବାରେ ପ୍ରୟାସ କରୁଛି। କିନ୍ତୁୁ ଏହାରି ଭିତରେ 'ଗଞ୍ଜାମ ପୋଷ୍ଟ'…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିଦ୍ଧାର୍ଥଙ୍କୁ ମିଳିଲା ଜାମିନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କେସରେ ତାଙ୍କ ରୁମମେଟ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଜାମିନ ମିଳିଛି । ସୁଶାନ୍ତ ସିଂ କେସରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ତାଙ୍କୁ ଗତ ବର୍ଷ ଗିରଫ କରିଥିଲା । ବିଚାରପତି ଭାରତୀ ଡାଙ୍ଗରେ ୫୦,୦୦୦ ଟଙ୍କା…

ଆଜିଠୁ ଭିଜିବ ସାରା ଓଡ଼ିଶା, ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଜିଠୁ ଭିଜିବ ସାରା ଓଡ଼ିଶା । ଆଜି ଲଘୁଚାପରେ ପରିଣତ ହେବ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପ୍ରଭାବରେ ୪ରୁ ୫ଦିନ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ…

ମେଡିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ୨୪ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଛି । ଏଥିସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା…

ଦେଶର ନାମ ଇଣ୍ଡିଆ ନରଖାଯାଇ ଭାରତ ହେଉ, କିଏ ଓ କାହିଁକି ଏପରି ଦାବି କଲେ ?

ଭୁବନେଶ୍ୱର: ଭାରତର ଦୁଇଟି ନାମ ଇଣ୍ଡିଆ ଓ ଭାରତ ରହିଛି । ଏପରି ଦୁଇଟି ନାମ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ। ବିଶ୍ୱର କୌଣସି ଦେଶର ଦୁଇଟି ନାମ ନାହିଁ । ତେଣୁ ସମ୍ବିଧାନରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ । ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…

‘ଛାତ୍ରଛାତ୍ରୀ ଶିକ୍ଷିତ ଓ କର୍ମଯୋଗୀ ହେଲେ ଦେଶର ବିକାଶ ହେବ’

ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷାରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷାରେ ଜ୍ଞାନଯୋଗୀ, କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…

ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ବଣ୍ଟନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିକ୍ଷାନୁଷ୍ଠାନକୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.…

ତିନି ଛୁଆର ମାଆକୁ ନେଇ ଫେରାର ଯୁବକ ହେଲା ଗିରଫ

ବ୍ରହ୍ମପୁର: ତିନି ଛୁଆର ମାଆକୁ ନେଇ ଫେରାର୍‌ ହୋଇଯାଇଥିବା ଯୁବକ ଗିରଫ । ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି । ପ୍ରଥମେ ମହିଳା ଏବଂ ତାଙ୍କ ୩ ଛୁଆ କେଉଁଆଡେ ଚାଲିଯାଇଥିବା ନେଇ ପରିବାର ଲୋକେ ବ୍ରହ୍ମପୁର ବଡବଜାର ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ସେହି ଅନୁସାରେ ତଦନ୍ତ କରି…

ରାଷ୍ଟ୍ରପତି ଦୌଡ଼ରେ କେବଳ ଦ୍ରୌପଦୀ ଆଉ ଯଶୱନ୍ତ ସିହ୍ନା; ଆଉ ସବୁ ନାକଚ ହେଇଗଲେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାର ସମସ୍ତ ପ୍ରକ୍ରିୟା ଶେଷ ହେଲା । ରବିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଶେଷ ହୋଇଛି । ଏହାପରେ ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି…