Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ, ସେଠକାର ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ବୋଧିତ କରିଛନ୍ତି । ପୁଂଜି ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେମାନଂକ ସହି ଫେସ-ଟୁ-ଫେସ୍ ଆଲୋଚନା କରିଛନ୍ତି l ସେଠାକାର ଅନେକ ବଡ…

ମହାରାଷ୍ଟ୍ର, ରାଜସ୍ଥାନରେ ହିଂସା ଆଶଙ୍କା, ଏୟାରଲିଫ୍ଟ ପାଇଁ ୨୦ହଜାର ଆରଏଏଫ ପ୍ରସ୍ତୁତ

ମୁମ୍ବାଇ: ରାଜସ୍ଥାନ ଓ ମହାରାଷ୍ଟ୍ରରେ ବଡ ଧରଣର ହିଂସା ଏବଂ ଦଙ୍ଗା ଆଶଙ୍କା ରହିଛି ବୋଲି ସତର୍କ କରାଇଛି କେନ୍ଦ୍ରୀୟ ଇଂଟେଲିଜେନ୍ସ ବ୍ୟୁରୋ । ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ ସହ ପାଖାପାଖି ୨୦ ହଜାର ଆରଏଏଫ ଯବାନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସ୍ୱତନ୍ତ୍ର…

ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନ ଭୋଜନ ଖାଇଲେ IAS କୀର୍ତ୍ତି ଭାସନ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ଆଇଏଏସ୍‌ ଅଧିକାରୀ ୱି.କୀର୍ତ୍ତି ଭାସନ କବିସୂର୍ଯ୍ୟନଗର ବ୍ଲକ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ କବିସୂର୍ଯ୍ୟନଗରସ୍ଥିତ ମର୍ଦ୍ଧରାଜ ହାଇସ୍କୁଲ ପରିଦର୍ଶନ କରିଥିଲେ । 5T ରୂପାନ୍ତରଣରେ ଏହି ବିଦ୍ୟାଳୟ…

ମାଲେସିଆ ଓପନ ବ୍ୟାଡମିଂଟନ: ସିନ୍ଧୁ ଜିତଲେ, ସାଇନା ବିଦା

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ମହିଳା ସିଙ୍ଗଲ୍ସରେ ଥାଇଲାଣ୍ଡର ପୋର୍ନେପାୱି ଚୋଚୁଓଙ୍ଗଙ୍କୁ ୨୧-୧୩, ୨୧-୧୭ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚରେ ସିନ୍ଧୁ ତାଙ୍କ…

ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ ଆୟୋଜନ କରୁଛନ୍ତି ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ’

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲଥ୍ କନକ୍ଲେଭ’ । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ…

ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ, ଭୁବନେଶ୍ୱରରେ ରହିଛି ଏକାଧିକ ପ୍ଲଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । କଟକ ଜିଲ୍ଲା ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ୪ ଜଣ ଡିଏସପିଙ୍କ ନେତୃତ୍ୱରେ ଏକାଧିକ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଚଢ଼ାଉ ବେଳେ ଠାବ…

କହ୍ନେୟଲାଲ ହତ୍ୟା ମାମଲା: ଦୋଷୀଙ୍କୁ ଫାଶୀ ଦେବାକୁ କହିଲେ ପତ୍ନୀ

ଉଦୟପୁର: ଉଦୟପୁରର କହ୍ନେୟଲାଲ ହତ୍ୟାକାଣ୍ଡ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଅନ୍ତିମ ସଂସ୍କାର ବେଳେ କହ୍ନେୟଲାଲ ଅମର ରହେର ନାରାରେ ଗୁଜିଂ ଉଠିଥିଲା । କହ୍ନେୟଲାଲ ପରିବାର କାନ୍ଦି ବୋବେଇ ତଳେ ଗଡି ଯାଉଥିଲେ । ତାଙ୍କ ପତ୍ନୀ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡ ଦେବା ପାଇଁ ଅନୁରୋଧ…

ପାଣି ପାଇଁ ଗାଁ ଦାଣ୍ଡରେ ମହିଳାଙ୍କୁ ବିଭତ୍ସ ହତ୍ୟା

ପଦ୍ମପୁର: ପାଣି ପାଇଁ ଜୀବନ ଗଲା । ଗାଁ ଦାଣ୍ଡରେ ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଲୋହାରପାଲି ପଞ୍ଚାୟତ ଗମ୍ଭାରିଡ଼ିହି ଗାଁରେ । ଗାଁର ଜଣେ ମହିଳା ନଳକୂପରୁ ପାଣି ନେଇ ଯାଉଥିବା ସମୟରେ ସେହି ଗାଁର ଜଣେ ଯୁବକଙ୍କ ସହ କଥା…

କବିତା : ହେ ମାନବ

ଅଗ୍ନିବେଶ ମହାପାତ୍ର କେତେ ଆଶା କେତେ ନିରାଶା ଶୁଣିବାକୁ କେତେ ଅକୁହା ଭାଷା କେତେ ଆନନ୍ଦ କେତେ ବିଷାଦ ଭୋଗିବାକୁ ଅଛି କେତେ ପ୍ରମାଦ କେତେ ଦୁଃର୍ଜନ କେତେ ସୁଜନ ଭେଟିବାକୁ ଏଠି କେତେ ସ୍ଵଜନ କେତେ ଦୁର୍ଗମ କେତେ ସୁଗମ ଚାଲିବାକୁ ଅଛି କେତେ ଆଗମ... ହେ ମାନବ... ରେ ମାନବ...…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋର୍ଗାନ

ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ଇଅନ ମୋର୍ଗାନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ଏହି କ୍ରିକେଟର ଖରାପ ଫର୍ମ ଏବଂ ଫିଟନେସ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ମୋର୍ଗାନଙ୍କୁ…