Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

ଦିଲ୍ଲୀ :ହୁତ୍ ହୁତ୍ ହୋଇ ଜଳିଯାଉଛି ସପିଂ ମଲ୍। ରକେଟ ମାଡରେ ମଲ ଜଳୁଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଥମୁନି ଋଷର ରାଗ। ଏଯାଏ ଜୋରଦାର ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ। ହେଲେ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି ଋଷ। ପୁଣି ଥରେ ଏକ ମଲ୍ ଉପରକୁ ରକଟେ ମାଡ କରି ଆତଙ୍କ…

ବଢ଼ିବ ଏମକେସିଜି ଶିଶୁ ବିଭାଗର ପିଜି ସିଟ୍, ଭିତ୍ତିଭୂମି ପରଖିଲେ ଏନଏମସି ପ୍ରତିନିଧି

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଶିଶୁ ବିଭାଗ ପିଜି ସିଟ ୮ରୁ ୧୨କୁ ବୃଦ୍ଧି ହେବ । ଏ ନେଇ ଜାତୀୟ ଭେଷଜ ପରିଷଦ(ଏନଏମସି)ର ପ୍ରତିନିଧି ତଥା ଆକ୍ସେସର ଶିଶୁ ବିଭାଗ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏମକେସିଜି ଶିଶୁ ବିଭାଗରେ…

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ୪୨ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୨ତମ ବାର୍ଷିକ ଉତ୍ସବ, ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ “ଶ୍ରୀଜଗନ୍ନାଥ ସମ୍ମାନ” ୨୦୨୦, ବିଶିଷ୍ଟ ଗବେଷକ…

ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଭୁବନେଶ୍ୱର: ଅଭିନେତା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ରାଇମୋହନଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିବା କୁହାଯାଉଛି । ତେବେ ରାଇମୋହନ ଯଦି ଆତ୍ମହତ୍ୟା କରିଛନ୍ତି ତାହେଲେ ତାଙ୍କୁ ଏଥିପାଇଁ କିଏ ପ୍ରବର୍ତ୍ତାଇ ଥିଲା । କାହା ଚାପରେ ନା ବାଧ୍ୟ ବାଧକତାରେ…

ସନେଟ : ମହାନଦୀ

ରବି ପଣ୍ଡା  ଏ ଯେଉଁ ବାଲି ଯେ ବାଲି, ବାଲିମୟ ବିସ୍ତାରିତ ସୀମା ସାମ୍ନାରୁ ଯେତିକି ଦିଶେ, ପଛରେ ବି ସେତିକି ଲମ୍ବିଛି ନୁହେଁ ଏ ସାଗର ବେଳା, ଅବା କେଉଁ ରୁକ୍ଷ ମରୁଭୂମି କେଉଁ ଅପଦେବତାର ଶାପ ପରି ନିରିମାଖୀ ଶୁଖିଲା ପଡିଛି। ଦୀର୍ଘତମା ନୁହେଁ ଖାଲି ସୁପ୍ରସସ୍ତା, ଚିରସ୍ରୋତା…

ଓଡିଶା ମୁହାଁଇବେ କର୍ପୋରେଟ କମ୍ପାନୀ: ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆବୁଧାବି: ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ  । ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ…

ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା । ରଥଯାତ୍ରା ଅବଧି ମଧ୍ୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।  ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍ । ଶାଲିମାର, ଜଗଦଲପୁର,…

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର AIIMS

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ (AIIMS) ଭୁବନେଶ୍ୱର । ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ । ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨…

ମେଡିକାଲରୁ ମୃତଦେହକୁ ହାତରେ ବୋହି ବୋହି ନେଲେ ସମ୍ପର୍କୀୟ

କୋରାପୁଟ: କୋରାପୁଟରେ ଦାନ ମାଝୀ ରିପିଟ୍ । କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି । ମେଡିକାଲରୁ ହାତରେ ଧରି ମୃତଦେହକୁ ନେଇଛନ୍ତି ସମ୍ପର୍କୀୟ । ପତେଣ୍ଡା ଗାଁର ୭୦ ବର୍ଷୀୟ  ବୁଦୁ ମାଝୀ ହଠାତ୍ ଅସୁସ୍ଥ ହେଇ ପଡ଼ିବାରୁ ଆଶା କିରଣ ମେଡିକାଲକୁ…

ମୋର୍ଗାନ ଛାଡିବେ ଇଂଲଣ୍ଡ ଅଧିନାୟକ ପଦ

ଲଣ୍ଡନ: ଇଅନ ମୋର୍ଗାନ ଇଂଲଣ୍ଡର ଦିନିକିଆ ଏବଂ ଟି୨୦ କ୍ରିକେଟ ଦଳର ଅଧିନାୟକ ପଦ ଛାଡିବା ପାଇଁ ବିଚାର କରୁଛନ୍ତି । ଖରାବ ଫର୍ମ ଏବଂ ଫିଟନେସ ଯୋଗୁ ସେ ଏ ସମ୍ପର୍କରେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି । ଏପରିକି ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ମଧ୍ୟ ନିଷ୍ପତି…