ମୋର୍ଗାନ ଛାଡିବେ ଇଂଲଣ୍ଡ ଅଧିନାୟକ ପଦ
ଲଣ୍ଡନ: ଇଅନ ମୋର୍ଗାନ ଇଂଲଣ୍ଡର ଦିନିକିଆ ଏବଂ ଟି୨୦ କ୍ରିକେଟ ଦଳର ଅଧିନାୟକ ପଦ ଛାଡିବା ପାଇଁ ବିଚାର କରୁଛନ୍ତି । ଖରାବ ଫର୍ମ ଏବଂ ଫିଟନେସ ଯୋଗୁ ସେ ଏ ସମ୍ପର୍କରେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି । ଏପରିକି ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ମଧ୍ୟ ନିଷ୍ପତି…