Latest Odisha News

BREAKING NEWS

ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ: ଅକ୍ଟୋବର-ଫେବୃଆରୀ ଟ୍ରକ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି । ଏ ସକାଶେ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରୁ ଆସନ୍ତା ବର୍ଷ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ ପ୍ରବେଶ ବନ୍ଦ କରାଯାଇଛି । ଏହି ସମୟ ଭିତରେ ସହର ଭିତରକୁ କୌଣସି…

ବ୍ରିଟେନକୁ ଫେରିଲା କି ପୋଲିଓ !

ଲଣ୍ଡନ: ପୋଲିଓ ମୁକ୍ତ ବ୍ରିଟେନର ସ୍ୱାସ୍ଥ୍ୟାଧିକାରୀ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ଦିନ ପରେ ସେୱେଜରେ ପୋଲିସ ଭାଇରସ ମିଳିଛି । ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସି ଏହା ସ୍ପଷ୍ଟ କରିଛି । ଏହା ଚିନ୍ତାର ବିଷୟ ହେଲେ ମଧ୍ୟ ବ୍ରିଟେନକୁ ପୋଲିଓ ଫେରିଲା ବୋଲି ଏତେ ଶୀଘ୍ର କହି ହେବନି…

[ଦେଖନ୍ତୁ ଭିଡିଓ] ମୋଦିଙ୍କୁ ଭେଟିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଦିଲ୍ଲୀ : ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଭବନରେ ପହଞ୍ଚି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଦ୍ରୌପଦୀ ଭେଟିଥିବା…

୪ ବର୍ଷର ଶିଶୁକୁ କାମୁଡିବା ପରେ ଛଟପଟ ହୋଇ ମରିଗଲା ବିଷାକ୍ତ ସାପ

ପାଟନା: ଗୋପାଳଗଂଜ ଅଂଚଳରେ ଏ ଭଳି ଏକ ଘଟଣା ଅଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଘଟଣାଟି ଏହିପରି ଏଠାରେ ମାଧୋପୁରର ରୋହିତ କୁମାରଙ୍କ ୪ ବର୍ଷର ପୁଅ ଘର ବାହାରେ ଖେଳୁଥିବା ବେଳେ ଗୋଟିଏ ବିଷାକ୍ତ ସାପ ଦଂଶନ କରିିଥିଲା । ପିଲାଟିର କିଛି କ୍ଷତି ହେବା ପରିବର୍ତେ ସାପଟି…

ଜାତୀୟ ପୁସ୍ତକ ମାନ୍ୟତା ପାଇଲା ‘ଅଳିଆରୁ ଅ ଆ’

ଭୁବନେଶ୍ୱର: ଖୋଲିଲା ସ୍କୁଲ ହେଲେ ଆସିଲେନି ପିଲା । ସ୍କୁଲ ଆସି ନ ଥିବା ପିଲାଙ୍କ ପାଇ ବିଶିଷ୍ଟ ଲେଖକ ତଥା ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକଙ୍କ ଲିଖିତ ପୁସ୍ତକ ‘ଅଳିଆରୁ ଅ ଆ’କୁ ଜାତୀୟ ମାନ୍ୟତା ମିଳିଛି । ପ୍ରାଥମିକ ଶିକ୍ଷା ସ୍ତରରେ ଶ୍ରେଣୀ ପରିଚାଳନାକୁ ନେଇ ନୂତନ ପ୍ରୟୋଗ ସମ୍ବନ୍ଧୀୟ ତଥ୍ୟ…

ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି । ହାଇକୋର୍ଟରେ ପିଟିସନ୍ ଦାଖଲ ।

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ…

ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ନେଇ ୧୨…

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର

ପୁରୀ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର ।  ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଥିବା ଓଷ ଲାଗି ନୀତି ଶେଷ ହୋଇଛି ।  ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ…

ନବୀକରଣକ୍ଷମ ଶକ୍ତି ବ୍ୟବହାରରେ ପରିବେଶ ଓ ଜୀବଜଗତର ସୁରକ୍ଷା ସମ୍ଭବ

ପ୍ରଫୁଲ୍ଲ କୁମାର ଜେନା କୃଷି, ଶିଳ୍ପ, ଯାନବାହନ ଚଳାଚଳ ଓ ଆମର ଦୈନନ୍ଦିନ ଜୀବନ କ୍ଷେତ୍ରରେ ଶକ୍ତି ଅତ୍ୟନ୍ତ ପ୍ରୟୋଜନ ଏବଂ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ମନୁଷ୍ୟ ସଭ୍ୟତାର ପ୍ରାରମ୍ଭରୁ ସୂର୍ଯ୍ୟ, ପବନ ଓ କାଠପତ୍ର ଇତ୍ୟାଦିରୁ ନବୀକରଣକ୍ଷମ ଶକ୍ତି ଦୈନନ୍ଦିନ ଜୀବନର…

ଅନୁବାଦ କବିତା : ଚିରନ୍ତନ ପ୍ରେମ

ମୂଳ ବଙ୍ଗଳା : ରବୀନ୍ଦ୍ରନାଥ ଠାକୁର  ତୁମକୁ ଯେମିତି ପାଇଛି ମୁଁ ଭଲ ଶତ ରୂପେ ଶତବାରେ ଜନମେ ଜନମେ , ଯୁଗେ ଯୁଗେ, ସବୁ କାଳେ। ଚିରଦିନ ଏଇ ବିଭୋର ହ୍ରଦୟ ଗୁନ୍ଥିଛି ଯେ ଫୁଲହାର କେତେ ଭାବେ ତୁମେ ପିନ୍ଧିଛ ଗଳାରେ ନେଇ ସେଇ ଉପହାର ଜନମେ ଜନମେ, ଯୁଗେ ଯୁଗେ ବହୁବାର। ଯେତେ…