Latest Odisha News

BREAKING NEWS

ଖଣି ଖାଦାନ ଉପରେ ଚଢ଼ଉ ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଆଭାସିରେ ଜିଲାର ସମସ୍ତ ତହସିଲର ରାଜସ୍ୱ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁ ତହସିଲଗୁଡିକରେ ପଡ଼ି ରହିଥିବା ମ୍ୟୁଟେସନ୍ କେସ, ଖାରଜ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଦିଲ୍ଲୀରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ। ଓଡ଼ିଶା ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ ସହ ଅମିତ ଶାହଙ୍କ ସହ ଆଲୋଚନା। ଆସନ୍ତାପାଲି ଦ୍ରୌପଦୀ ଭରିବେ ନାମାଙ୍କନ। ଉପସ୍ଥିତ ରହିବେ ଦୁଇ ବିଜେଡ଼ି ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ।…

ଶାନ୍ତ ହେଉନି ବଟଲରଙ୍କ ବ୍ୟାଟ: ଭାଙ୍ଗିଲେ ୧୭ ବର୍ଷ ତଳର ଧୋନୀଙ୍କ ରେକର୍ଡ

ଲଣ୍ଡନ: ଇଣ୍ଡିଆନ ପ୍ରିମିୟର ଲିଗ ପରଠାରୁ ଇଂଲଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ବ୍ୟାଟ ଶାନ୍ତ ପଡିବା ନାମ ଧରୁନି । ନିକଟରେ ନେଦରଲାଣ୍ଡ ବିପକ୍ଷ ସିରିଜରେ ସେ ଭାରତର ମହେନ୍ଦ୍ର ସିଂ ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗି ଦେଇଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ…

ନବରଙ୍ଗପୁର ଡିଇଓ ଅଫିସରେ ଲାଞ୍ଚ କାରବାର: ଆକାଉଣ୍ଟାଟ ଗିରଫ

ନବରଙ୍ଗପୁର: ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଟାଣ୍ଟ ତଥା ପ୍ରୋଗ୍ରାମର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ କଞ୍ଚାମାଲ୍ ପରିବହନ ବିଲ୍ କରେଇ ଦେବା ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଅଭିଯୁକ୍ତ ବିକାଶ ସାନା । ୧୦ ଲକ୍ଷରୁ ଉଦ୍ଧ୍ୱର୍…

ମାନିଲା ଏଫ୍‍ଆଇଭିବି ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍‍…

ମୃତ୍ୟୁର ୨୫ ଦିନ ପରେ ରିଲିଜ ହେଲା ସିଦ୍ଧୁ ମୁସେୱାଲଙ୍କ ନୂତନ ଗୀତ, ଦେଖି ସାରିଲେଣି ୧୦ ଲକ୍ଷ ଲୋକ

ଚଣ୍ଡୀଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମୃତ୍ୟୁର ୨୫ ଦିନ ପରେ ଆଜି ରିଲିଜ ହେଇଛି ତାଙ୍କର ଆଉ ଏକ ଗୀତ । ମାତ୍ର ଅଧ ଘଂଟା ମଧ୍ୟରେ ୧୦ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି । ପଂଜାବ-ହରିୟାଣାର ବିବାଦୀୟ ଏସୱାଲଏଲ ଉପରେ ଏହି ଗୀତ ଆଧାରିତ । ସିଦ୍ଧୁ ତାଙ୍କ ଶୈଳୀରେ ଗୀତ…

ବର ଫୁଟାଇଲେ ଗୁଳି; ଚାଲିଗଲା ବରଯାତ୍ରୀଙ୍କ ଜୀବନ

ସୋନଭଦ୍ର: ବରଯାତ୍ରୀରେ ଗୁଳି ଫୁଟେଇ ସାଙ୍ଗକୁ ହତ୍ୟା କଲା ବର । ଏଭଳି ବାହାଦୁରିଆ ରୀତି ପାଇଁ ଚାଲିଗଲା ଜଣଙ୍କ ଜୀବନ । ଉତ୍ତରପ୍ରଦେଶରେ ଏକ ବାହାଘର ଏଭଳି ଦୁଃଖଦ କାଣ୍ଡରେ ପରିଣତ ହୋଇଯାଇଛି । ଖୁସି ମଉଜ କରି ବାହା ହେବାକୁ ବରଯାତ୍ରୀ ନେଇ ଗଲା ବେଳେ ଉତ୍ସାହ ବନିଯାଇଛି ଅନୁତାପ ।…

ଅଲଟିମେଟ ଖୋ ଖୋ: ଟିମ କିଣିଲେ ଓଡିଶା ସରକାର

ଭୁବନେଶ୍ୱର: ଅଲଟିମେଟ ଖୋ ଖୋକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଏହି ପ୍ରଫେଶନାଲ ଲିଗରେ ଗୋଟିଏ ଟିମ କିଣିଛନ୍ତି । ପୂର୍ବରୁ ହକିର ପ୍ରସାର ପାଇଁ ୨୦୧୩ରେ ହକି ଇଣ୍ଡିଅରା ଲିଗରେ ସରକାର କଳିଙ୍ଗ ଲାନ୍ସର ଟିମ କିଣିଥିଲେ । ନିକଟରେ ସମ୍ପନ୍ନ ହୋଇଥିବା ଖେଲୋ ଇଣ୍ଡିଆ ଲିଗର ଖୋ ଖୋରେ…

ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ: ଅକ୍ଟୋବର-ଫେବୃଆରୀ ଟ୍ରକ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି । ଏ ସକାଶେ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରୁ ଆସନ୍ତା ବର୍ଷ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ ପ୍ରବେଶ ବନ୍ଦ କରାଯାଇଛି । ଏହି ସମୟ ଭିତରେ ସହର ଭିତରକୁ କୌଣସି…

ବ୍ରିଟେନକୁ ଫେରିଲା କି ପୋଲିଓ !

ଲଣ୍ଡନ: ପୋଲିଓ ମୁକ୍ତ ବ୍ରିଟେନର ସ୍ୱାସ୍ଥ୍ୟାଧିକାରୀ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ଦିନ ପରେ ସେୱେଜରେ ପୋଲିସ ଭାଇରସ ମିଳିଛି । ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସି ଏହା ସ୍ପଷ୍ଟ କରିଛି । ଏହା ଚିନ୍ତାର ବିଷୟ ହେଲେ ମଧ୍ୟ ବ୍ରିଟେନକୁ ପୋଲିଓ ଫେରିଲା ବୋଲି ଏତେ ଶୀଘ୍ର କହି ହେବନି…