ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ଅମିତ ରୋହିଦାସ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ସୋମବାର ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି । ମନପ୍ରୀତ ସିଂଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ଅମିତ ରୋହିଦାସଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିଛି । ଏଫଆଇଏଚ ପ୍ରୋ ଲିଗରେ ଅମିତ ଭାରତୀୟ ଦଳର ନେତୃତ୍ୱ…