Latest Odisha News

BREAKING NEWS

ଅକଲ ତେରି ଚାଲ୍ ମେରି, ଧଳା ଜହରର ମହିଳା ସର୍ଦ୍ଦାର ରିନା ଜେନା ଗିରଫ

ଭୁବନେଶ୍ୱର: ନିଶା କାରବାରରେ ଗୁଲାବି ଗ୍ୟାଙ୍ଗ୍ । ଭୁବନେଶ୍ୱର ଛାଇଗଲେଣି ଲେଡି ପେଡଲର । କଲୋନିଠୁ ଛକ ହାଇପ୍ରୋଫାଇଲ ହୋଟେଲ ହେଉ ବା ବସ୍ତି ଭୁବନେଶ୍ୱର ଚାରିଆଡେ ବ୍ରାଉନସୁଗାର ଲେଡିଙ୍କ ନେଟୱର୍କ। ପୋଲିସଠୁ ବର୍ତ୍ତିବାକୁ ନିଶା କାରବାର ଆପଣାଇଛନ୍ତି କିଛି ମହିଳା ଓ ଯୁବତୀ। ଯାହାକି ସହଜରେ…

ଜାତୀୟ ଜୁନିୟର ରଗବୀ: ଓଡିଶା ବାଳିକା ଟିମକୁ ରୌପ୍ୟ

ପାଟନା: ଏଠାରେ ଚାଲିଥିବା ଜାତୀୟ ଜୁନିୟର ରଗବୀ ଚାମ୍ପିୟନଶିପରେ ଓଡିଶା ବାଳିକା ଟିମ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡିଶା ୭-୨୪ରେ ଆୟୋଜକ ଟିମ ବିହାରଠାରୁ ହାରି ଯାଇଥିଲା । ଅପରାଜେୟ ଓଡିଶା ଶେଷ ହର୍ଡଲ୍ସ ପାର କରିବାରେ ବିଫଳ…

୧୩ ବର୍ଷର ସର୍ବ କନିଷ୍ଠ ପିତାର ଦୁଃଖଭରା ସତ୍ୟ କାହାଣୀ

ଲଣ୍ଡନ: ପିତୃ ଦିବସରେ ଆମେ ଆମ ଜନ୍ମଦାତାଙ୍କୁ ମନେ ପକାଉଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲଣ୍ଡନର ୧୩ ବର୍ଷ ବୟସ୍କ ଛୋଟ ପିଲାଟିଏ କିପରି ସର୍ବ କନିଷ୍ଠ ବାପା ହୋଇଥିଲା । ଏଲଫି ପ୍ୟାଟେନଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା, ତାଙ୍କ ଘରକୁ ଜଣେ ୧୫ ବର୍ଷର ଝିଅ(କାଳ୍ପନିକ…

ଝିଅ ନୁହେଁ ‘ବମ୍ବଲ’ରେ ଘର ଖୋଜୁଛନ୍ତି ପୁଅ

ଭୁବନେଶ୍ୱର: ଚିରାଚରିତ ପ୍ରେମରୁ ମନ ଭରିଗଲେ କିମ୍ବା ଫ୍ରେଣ୍ଡସ ୱିଥ ବେନିଫିଟ୍ସ(କେବଳ ଶାରୀରିକ ସଂପର୍କ) ନଚେତ୍ ୱାନ ନାଇଟ ଷ୍ଟାଣ୍ଡ ପାଇଁ ଲୋକେ ଅନଲାଇନ ଡେଟିଂ ଆପ୍ ବ୍ୟବହାର କରନ୍ତି । କିଛି ଥାଆନ୍ତି କେବଳ ଗପ ପାଇଁ ବ୍ୟବହାର କରନ୍ତି । ସେ ଯାହା ବି ହେଉ ପୁରୁଷ ନାରୀ ଭିତରେ ଥିବା…

ଚେସ ଅଲିମ୍ପିଆଡ: ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେସ ଅଲିମ୍ପିଆଡର ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି । ତାମିଲନାଡୁର ମହାବଳରପୁରମରେ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଆନ୍ତର୍ଜାତୀୟ ଚେସ ସଂଘର ସଭାପତି ଆରକାଡୀ ଡୋଭରକୋଭିଚ…

ଛୁଆ ପାଇଁ ଛଅ ଦିନ ନାକେଦମ, ସିଡବ୍ଲ୍ୟୁସି କହିବ କାହା ପାଖରେ ରହିବ

ଭୁବନେଶ୍ୱର: ଛୁଆ ପାଇଁ ଛଅ ଦିନ ନାକେଦମ। ଶେଷରେ ଉଦ୍ଧାର ହୋଇଛି କୁନି ଝିଅ। ବସ୍ତିରେ ଭାବ ବିହ୍ୱଳ ପରିବେଶ। ପାଳିତ ମା'କୁ ଛାଡିବାକୁ ଛୁଆ ନାରାଜ। ଶେଷରେ ଆଇନ ବଳରେ ଛୁଆ ଉଦ୍ଧାର ହୋଇଛି। କମିଶନରେଟ ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ ଲାଇନ। ତେବେ ଉଦ୍ଧାର ପରେ ଏବେ ବଡ ଦ୍ୱନ୍ଦ୍ୱ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

 ୧. ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ମଝି ଆକାଶରେ ଲାଗିଲା ବିମାନରେ ନିଆଁ l ୧୮୫ ଯାତ୍ରୀଙ୍କୁ ନେଇ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସଜେଟର ଏକ ବିମାନରେ କୌଣସି କାରଣବଶତଃ ଗୋଟିଏ ପଟେ ନିଆଁ ଲାଗି ଯାଇଥିଲା।ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା l ତେବେ ବିମାନର…

ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ମୁଣ୍ଡ ଗୁଞ୍ଜିବାକୁ ଛାତ ଦରକାର । ଏମାନେ ବି ସେଇ ଛାତ ତିଆରି କରୁଥିଲେ ମୁଣ୍ଡ ଗୁଞ୍ଜିବାକୁ । ହେଲେ ବିଧିର ବିଧାନ ଥିଲା ଅଲଗା । ସିଡ଼ି ଘରେ ଆଜବେଷ୍ଟ୍ସ ପକାଇବା ବେଳେ ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା…

ଆସନ୍ତୁ ଜାଣିବା ଯୁବରାଜଙ୍କ ପୁତ୍ରର ନାମ କଣ ଦିଆଗଲା

ଚଣ୍ଡୀଗଡ: ପିତୃ ଦିବସରେ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ କୀଚ ପୁଅର ନାମ କରଣ କରିଛନ୍ତି । ତାଙ୍କ ପୁଅର ନାମ ସେମାନେ ଓରିଅନ କୀଚ ସିଂ ରଖିଛନ୍ତି । ଟୁଇଟରରେ ଯୁବରାଜ ପୁଅର ଫଟୋ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ପୁଅର ନାମ ପ୍ରକାଶ କରିବା ପରେ…

ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା, ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି

ଯାଜପୁର: ମାସେ ପରେ ବି ଜଣାପଡ଼ୁନି କେମିତି ମଲା କାଳିଆ ? ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁକୁ ମାସେ ବିତିଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । କାଳିଆକୁ ହତ୍ୟା କରାଯାଇଥିବା ଅଭିଯୋଗ…