ରଣଜୀ ଟ୍ରଫି କ୍ରିକେଟରେ ବିବାଦ: ଉତ୍ତାରଖଣ୍ଡ ଆସୋସିଏସନ ଖେଳାଳିଙ୍କ କଦଳୀ, ପାଣିରେ ଖର୍ଚ୍ଚ କରିଛି ୫୭ ଲକ୍ଷ !
ଡେରାଡୁନ: ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ଠାରୁ ରେକର୍ଡ ୭୨୫ ରନ ବ୍ୟବଧାନରେ ହାରିଥିବା ଉତରାଖଣ୍ଡ ଟିମକୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତରାଖଣ୍ଡ ଆସୋସିଏଶନ କାଗଜ କଲମରେ ଟିମ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା…