Latest Odisha News

BREAKING NEWS

ମନ୍ତ୍ରୀମଣ୍ଡଳରେ ସାତ ଜଣ ସଂପୂର୍ଣ୍ଣ ନୂଆ ଚେହେରା; ବାସନ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳରେ ୭ଜଣ ସଂପୂର୍ଣ୍ଣ ନୂଆ ମୁହଁ ଦେଖିବାକୁ ମିଳିଛି । ଯେଉଁମାନଙ୍କର ପୂର୍ବରୁ ଆଦୌ ଅଭିଜ୍ଞତା ନାହିଁ । ନବୀନ କାହାକୁ ବି କେତେବେଳେ ଆଉ କିଛି ବି ସୁଯୋଗ ଦେଇଦିଅନ୍ତି ବୋଲି ବିଜେଡିକୁ ଅତି ନିକଟରୁ ଦେଖୁଥିବା ଲୋକେ ଆଲୋଚନା କରନ୍ତି । ସେ ରାଜ୍ୟସଭା ଟିକେଟ ହେଉ…

କରାଚୀ ଟେଷ୍ଟରେ ସଚିନଙ୍କ ୱିକେଟ ନୁହେଁ ଆହତ କରିବାକୁ ଚାହୁଁଥିଲେ ସୋଏବ

କରାଚୀ: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର କ୍ରିକେଟକୁ ନେଇ ଆଜି ୧୬ ବର୍ଷ ତଳର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୦୦୬ କରାଚୀ ଟେଷ୍ଟରେ ମୁଁ ଆଉଟ କରିବା ବଦଳରେ ଆହତ କରିବାକୁ ଚାହୁଁଥିଲି । ସେଥିପାଇଁ ବାରମ୍ବାର…

ଭବାନୀପାଟଣାରେ ଆରମ୍ଭ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା

ଭବାନୀପାଟଣା: ବିଳମ୍ବରେ ହେଉ ପଛେ ପ୍ରାଣୀଙ୍କ ଚିକିତ୍ସା ବାବଦରେ ସରକାରଙ୍କ ଆଭିମୁଖ୍ୟ ବଦଳିବାରେ ଲାଗିଛି । ଏହି ଧାରାରେ ଆଜି ଭବାନୀପାଟଣାରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରାଯାଇଛି । କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ…

ବିବାଦୀୟ ବୟାନ ଦେଇ ଫସିଲେ ନୁପୂର: ୬ ବର୍ଷ ପାଇଁ ନିଲମ୍ବିତ କଲା ବିଜେପି

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କୁ ବିବାଦୀୟ ବୟାନ ଦେବା ମହଙ୍ଗା ପଡିଲା । ଆଜି ବିଜେପି ତାଙ୍କୁ ଏ ନେଇ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଛି । ପ୍ୟାଗମ୍ବର ମହମ୍ମଦ ସାହେବଙ୍କ ଉପରେ ସେ ବିବାଦୀୟ ବୟାନ ଦେଇଥିଲେ । ଏ ନେଇ ଉତେଜନା ପ୍ରକାଶ ପାଇଥିଲା । ବିଜେପି ସବୁ ଧର୍ମକୁ…

ବିଶ୍ୱ ପରିବେଶ ଦିବସରେ AIPH ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର…

ବିଭାଗ ପାଇଲେ, ମୁଖ୍ୟମନ୍ତ୍ରୀଙ୍କୁ ଆନୁଗତ୍ୟ ଜଣାଇଲେ

ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିସାରିବା ପରେ ସଦ୍ୟ ଶପଥ ନେଇଥିବା ମନ୍ତ୍ରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଶୁଭେଚ୍ଛା ପାଉଥିବା ଏହି ମନ୍ତ୍ରୀ ମାନେ କିନ୍ତୁ ତାଙ୍କ ଉପରେ ଆସ୍ଥା ଜୁଟାଇଥିବା ଛାମୁ ଦଳର ସଭାପତିଙ୍କୁ…

ତୁଷାରଙ୍କ ମୁଣ୍ଡରେ ସୁନା କଳସ; ସମୀର ଯାହା ଚାହିଁଲେ ତାହା ପାଇଲେ

ଭୁବନେଶ୍ୱର: ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନରେ ଏଥର ଥିଲା ଭିନ୍ନ ରକମର ଅଦଳ ବଦଳ । ଶନିବାର ଠାରୁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଅପରାହ୍ନରୁ ଏକ ଆଲୋଚନା ଚାଲୁଥିଲା ଯେ, ମନ୍ତ୍ରୀମଣ୍ଡଳରେ ମାତ୍ରାଧିକ ନୂଆ ଚେହେରା ଦେଖିବାକୁ ମିଳିବ । କିଛି ଆଶା ମାରି ଦେଇଥିଲେ ବି…

ନୂଆ ମନ୍ତ୍ରୀଙ୍କୁ ଆବଣ୍ଟନ ହେଲା ବିଭାଗ; ତୁଷାରଙ୍କୁ ଗୃହ ଓ ପ୍ରମିଳାଙ୍କୁ ରାଜସ୍ୱ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଗଣେଶୀ ଲାଲ ସଦ୍ୟ ଶପଥ ଗ୍ରହଣ କରିଥିବା ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ…

ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ ଉତ୍ସବ : ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

 ଭୁବନେଶ୍ୱର :  ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ…

ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପରେ ପାକିସ୍ତାନରେ ଉତେଜନା

ଲାହୋର: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ସେଠାରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଏଥିନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରୀ କରାଯାଇଛି । ଇମ୍ରାନଙ୍କ ଘର ଆଗରେ କଡା ସୁରକ୍ଷା ବନ୍ଦୋବସ୍ତ…