Latest Odisha News

BREAKING NEWS

ନୂଆ ମନ୍ତ୍ରୀଙ୍କୁ ଆବଣ୍ଟନ ହେଲା ବିଭାଗ; ତୁଷାରଙ୍କୁ ଗୃହ ଓ ପ୍ରମିଳାଙ୍କୁ ରାଜସ୍ୱ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଗଣେଶୀ ଲାଲ ସଦ୍ୟ ଶପଥ ଗ୍ରହଣ କରିଥିବା ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ…

ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ ଉତ୍ସବ : ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

 ଭୁବନେଶ୍ୱର :  ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ…

ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପରେ ପାକିସ୍ତାନରେ ଉତେଜନା

ଲାହୋର: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ସେଠାରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଏଥିନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରୀ କରାଯାଇଛି । ଇମ୍ରାନଙ୍କ ଘର ଆଗରେ କଡା ସୁରକ୍ଷା ବନ୍ଦୋବସ୍ତ…

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

 ଭୁବନେଶ୍ୱର : ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର।  ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୪୫ରେ ଲୋକସେବା ଭବନ…

ଅନୁବାଦ ଗଳ୍ପ : ପାକିସ୍ତାନ ଜିନ୍ଦାବାଦ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ  ତା’ର ଅସଲ ନାଁ ରାମ ରାକ୍ଷୀ । କିନ୍ତୁ ଏବେ ତା ନାଁ ବଦଳେଇ ଦିଆଯାଇଥିଲା ଆଲ୍ଲା ରାକ୍ଷୀ । ତେବେ ଏଭଳି ନାମ ପରିବର୍ତ୍ତନ ପୂର୍ବରୁ ଓ ପରେ ସମସ୍ତେ ତାକୁ କେବଳ ‘ରାକ୍ଷୀ’ ନାଁରେ ହିଁ…

ଶିଶୁ କବିତା : ମଉନେ ଦିଏ ଜୀବନ

ବନ୍ଦିତା ଦାଶ ଦୀପ ଲଗାଅ ତୁଳସୀ ମୂଳେ ଧୂପ ଲଗାଅ ଠାକୁର ଘରେ ଝୁଣା ଗୋଗ୍ଗୁଳ ବାସରେ ପୂରୁ ଆମରି ପରିବେଶ, ଗଛ ଲଗାଅ ପଥର ଧାରେ ମଞ୍ଜି ପକାଅ ଲଣ୍ଡା ଭୂଇଁରେ ନାନା ଜାତିର ଫୁଲ ଫଳରେ ସୁନ୍ଦର ହେଉ ଗଛ ।୧। ଗଛ ବଢ଼ିବ ମନ ଖୁସିରେ ପକ୍ଷୀ ବସିବେ ତା'ର ଶାଖାରେ ଜାତି ଜାତିକା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ 'ସୁଲୋଚନା' ଭାଗ : ୧ ପବିତ୍ର କୈଳାସ ପର୍ବତ। ମହାଯୋଗୀ ଶିବ ଶଙ୍କର ଧ୍ୟାନସ୍ଥ। ନନ୍ଦୀ ଓ ଭୃଙ୍ଗୀ ନିକଟରେ ଅପେକ୍ଷାରତ। କେତେବେଳେ ଧ୍ୟାନ ଭଗ୍ନ ହେବେ ଏବଂ ପ୍ରଭୁ ତାଙ୍କୁ ଖୋଜିବେ ! ଗଭୀର ଚିନ୍ତାମଗ୍ନା ମାତା ପାର୍ବତୀ ଅସ୍ଥିର ଭାବରେ ପଦଚାରଣ…

କବିତା : ଥୁକୁଲ

ସ୍ମୃତି ରଞ୍ଜନ ତ୍ରିପାଠୀ  ଶବ୍ଦସବୁ ଏମିତି ବଦରାଗି ମଝିରେ ମଝିରେ ଲୟ ହରେଇଲେ ମୁଁ ଝୁଣ୍ଟେ ତା' ମିଠା ତାଗିଦରେ ଆହୁରି ନିବିଡ, ସଶକ୍ତ କରାଏ ତା' ଖୁସି ପାଇଁ କେତେ ପ୍ରଯତ୍ନରେ ଗଢେ ଭାବର କୁଟୁମ୍ବ, ସଜେଇହୁଏ କୁହୁକ ବୀଣା ଛାଏଁ ଛାଏଁ ଖଞ୍ଜିହେଇଯାଏ ଅଳଙ୍କାର ଯାହାକୁ ନେଇ…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା ପ୍ରକାଶ ପାଇଛି । ଯାହା ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ସଠିକ୍ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଥିରେ ଦେଖିବାକୁ ମିଳିଛି ସଂପୂର୍ଣ୍ଣ ୬ ନୂଆ ମୁହଁ । ସେମାନେ ହେଉଛନ୍ତି – ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ଶ୍ରୀକାନ୍ତ…

ବିଡିଏର ସାଧାରଣ ବୈଠକ: କ୍ରୀଡ଼ା, ଆବାସ, ବ୍ୟବସାୟ ଭିତ୍ତିଭୂମିକୁ ଗୁରୁତ୍ବ

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସାଧାରଣ ପରିଷଦ ବୈଠକ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର, ଗୋପାଳପୁର ଏବଂ ଛତ୍ରପୁରର ଅନେକ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । ବିଶେଷକରି କ୍ରୀଡ଼ା, ଆବାସ ଏବଂ…