ଆଜି ଆକାଶରେ ଚମକିବ ଗୋଲାପି ଜହ୍ନ
ଭୁବନେଶ୍ୱର : ଆଜି ପୂର୍ଣ୍ଣିମାରେ ଆକାଶରେ ଦେଖାଦେବ ଗୋଲାପି ଜହ୍ନ । ଗୋଲାପି ଜହ୍ନ ରାତିରେ ଆକାଶରେ ଚମକି ଉଠିବ ।ଏହି ଗୋଲାପି ଜହ୍ନ ଖବର ଏବେ ସୋସିଆଲ ମିଡିଆରେ ପ୍ରବଳ ପ୍ରଚାରିତ ହେଉଛି । ସେପଟେ ଚର୍ଚ୍ଚା ହେଉଛି ପୂର୍ଣ୍ଣିମାରେ ଗୋଲାପି ଜହ୍ନ ଦେଖାଦେବା କଥାଟି କେତେ ସତ । ଆଜି ରାତିରେ…