Latest Odisha News

BREAKING NEWS

ଚଇତି ତୃତୀୟ ଦିନରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ

କେନ୍ଦୁଝର : ମହାଆଡମ୍ବରରେ ଚାଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ । ଦୀର୍ଘ ସାତ ଦିନ ଧରି ପାଳିତ ହେଉଥିବା ଚଇତି ଯାତର ଆଜି ତୃତୀୟ ଦିନ । ତୃତୀୟ ଦିନରେ ମଧ୍ୟ ହଜାର୍ ହଜାର୍ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ମାଆ ତାରିଣୀଙ୍କ ସୁନା ବେଶ ଦର୍ଶନ ପାଇଁ…

ପ୍ରତୀକ୍ଷାର ଘଟିବ ଅନ୍ତ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

ପୁରୀ : ଲୋକାର୍ପଣ ହେବ ପୁରୀ ବାଲିଗୁଆଳି ଠାରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ। ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା ଶହେ ଜଣ MBBS ଛାତ୍ରଛାତ୍ରୀଙ୍କ ସହ…

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ: ହଟୁନି ସସପେନ୍ସ..ଆଜି ସକାଳୁ ମୃତଦେହ ଉଦ୍ଧାର

ନବରଙ୍ଗପୁର : ଗୋଟିଏ ଗଛର ଗୋଟିଏ ଡାଳରେ ତିନି ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ। ଗତକାଲି ନବରଙ୍ଗପୁର ଉମରକୋଟ ଥାନା ତୋହରା ଗାଁରେ ଘଟିଥିବା ଏ ଦୁଃଖଦ ଘଟଣାକୁ ୟା ଭିତରେ ବିତିଲାଣି ୨୪ ଘଣ୍ଟା। ହେଲେ ଏଯାଏଁ ଏ ରହସ୍ୟଜନକ ଘଟଣା ଉପରେ ହଟିନି ପରଦା। ଶନିବାର ଅପରାହ୍ଣ ପ୍ରାୟ ୪ଟା…

କଟକ ମହାନଦୀ ବୁଡ଼ି ଘଟଣା:ନିଖୋଜ ୨ ନାବାଳକଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ

କଟକ  : କଟକ ମହାନଦୀରେ ବୁଡ଼ି ଘଟଣାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଏବେ ବି ନିଖୋଜି ଥିବା ଦୁଇ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଆଜି ବି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି । ଗତକାଲି ମଧ୍ୟାହ୍ନ ସମୟରେ ମହାନଦୀରେ ବୁଡିଯିବା ପରେ ସ୍ଥାନୀୟ ଲୋକେ ସାହିଲକୁ ଗୁରୁତର…

ରାଜଧାନୀରେ ହତ୍ୟାକାଣ୍ଡ: ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ ସାମ୍ନାରେ ଆକ୍ରମଣ

 ଭୁବନେଶ୍ୱର:  ରାଜଧୀନରେ ହତ୍ୟାକାଣ୍ଡ । ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା । ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ୍ ସମ୍ମୁଖରେ ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲା ଶୋଇଥିବା ବେଳେ ଆକ୍ରମଣ ହୋଇଛି । ଆକ୍ରମଣରେ ସ୍ୱାମୀର…

କବିତା : ମୁଁ ଜଣେ ଓଡ଼ିଆ କହୁଛି

ଆରତୀ ପଟ୍ଟଯୋଷୀ ଶୁଣ, ମୁଁ ଜଣେ ଓଡ଼ିଆ କହୁଛି ବାପାଙ୍କୁ ଡାକେ ମୁଁ "ଡାଡି" ବୋଲି ଆଉ ମାଆଙ୍କୁ "ମମି" ମୁଁ ଡାକୁଛି ମୋ ଦେହେ ଉତ୍କଳ ବହୁଛି ମୁଁ ଜଣେ ଓଡ଼ିଆ କହୁଛି। ଦାଦା-ଖୁଡି ମାମୁ-ମାଇଁ ଡାକୁନାହିଁ ଅଙ୍କଲ ଆଣ୍ଟିରେ ଚଳୁଛି ଆତ୍ମୀୟ ସ୍ୱଜନ ଭୁଲି ମୁଁ ଗଲିଣି ମୁଖ…

ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ, ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡ଼ିଶା

ଭୁବନେଶ୍ୱର: ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ। ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା। ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ। ଏହା ସହ ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଲା ଗୋଲଡ଼…

ଧୁମଧାମରେ ପାଳିତ ହେଲା ରାମ ନବମୀ, ନଗର ସଂକୀର୍ତ୍ତନରେ କମ୍ପିଲା ଭଦ୍ରକ ସହର

ଆଜି ଶ୍ରୀରାମ ନବମୀ ସାରା ରାଜ୍ୟରେ ପାଳିତ ହୋଇଯାଇଛି । ଭଦ୍ରକର ଐତିହାସିକ ଶ୍ରୀରାମ ନବମୀରେ ଭଦ୍ରକ ଆଜି ଗେରୁଆ ରଙ୍ଗରେ ସଜେଇ ହୋଇଛି। ଜିଲ୍ଲାର କୋଣ ଅନୁକୋଣରୁ ସୁସଜ୍ଜିତ ମେଢ଼ ନଗର ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ଲକ୍ଷଲକ୍ଷ ଭକ୍ତଙ୍କ 'ଜୟ ଶ୍ରୀରାମ' ଧୋନୀରେ ପ୍ରକମ୍ପିତ ହୋଇଛି ଭଦ୍ରକ…

ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର, ତିନି ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ରବିବାର ଫ୍ଲାଇଟରେ ଏୟାର ହୋଷ୍ଟେସଙ୍କୁ ଖରାପ ବ୍ୟବହାର କରି ତିନି ଜଣ ଗିରଫ ହୋଇଛନ୍ତି । ହାଇଦ୍ରାବାଦରୁ ଲକ୍ଷେ୍ନø ଯିବା ବାଟରେ ତିନି ଜଣ ପୁରୁଷ ଯାତ୍ରୀ ଜଣେ ଏୟାର ହୋଷ୍ଟେସଙ୍କୁ ମଦ ପିଇ ଖରାପ ବ୍ୟବହାର ଦେଖାଇଥିଲେ । ଥରେ ନୁହେଁ, ପୁରା ଯାତ୍ରା ମଧ୍ୟରେ ବାରମ୍ବାର ଏହା…

ରହସ୍ୟ ଖୋଲିଲେ ମୁନାୱର ଫାରୁକି, ସେ ବିବାହିତ ଆଉ ଗୋଟିଏ ପୁଅର ବାପା

ଭୁବନେଶ୍ୱର: ମୁନାୱର ଫାରୁକି ମାନିଲେ ସତ । ସେ ବାହା ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ଅଛି । କମେଡିଆନ ମୁନାୱର ଫାରୁକି ରିୟଲିଟି ଶୋ ଲକ୍ ଅପ୍ରେ ଏକ ରହସ୍ୟ ଖୋଲିଛନ୍ତି । କଙ୍ଗନା ରନାୱତ ହୋଷ୍ଟ କରୁଥିବା ଏହି ଶୋ’ରେ ସେ ଏଭଳି ତିକ୍ତ ସତ କହିଛନ୍ତି । ସେ ଗତ ଦେଢ଼ ବର୍ଷ ହେବ ସ୍ତ୍ର ଏବଂ…