Latest Odisha News

BREAKING NEWS

କବିତା : ସତ୍ୟଧ୍ଵନି

ତେଜସ୍ୱିନୀ ପଣ୍ଡା  ଦୂର ଆକାଶର ଚନ୍ଦ୍ରମା ତୁମେ ଯେ ମୁଁ ଅପହଞ୍ଚ ଇଲାକାର ତାରା କେଉଁଠି ହଜିଲ ବନ୍ଧୁ ? ମୋ ଆଖି ଭିଜେ ରାତିସାରା । ତୁମ ନାଁ ଯେପରି ‘ସତ୍ୟ’ ସେହି ସତ୍ୟର ଛାତିରେ ସଜାଥିବା ଅନେକ କଥା ଆଜି ସ୍ମୃତି ଓ ବିିସ୍ମୃତିର ଢେଉରେ। ଭୁଲିଗଲି ଆଜି ମୁଁ ତୁମ ଅତୀତର…

‘ମୁଖ୍ୟମନ୍ତ୍ରୀ ହେବାକୁ ଯଦି ଇଚ୍ଛା ଧର୍ମେନ୍ଦ୍ର ରାଜ୍ୟ ବିଜେପିରେ ରୁହନ୍ତୁ’

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ଦିଲ୍ଲୀ ଯାଇ ଫେରିଛନ୍ତି ରାଜ୍ୟ ବିଜେପିର ପ୍ରମୁଖ ନେତା । ନିର୍ବାଚନ ଫଳାଫଳରେ ଶାସକ ଦଳ ବିଜେଡି ଆଗରେ ବିଜେପି ମୁଣ୍ଡ ନଟେକିପାରିବା ରାଜ୍ୟ ବିଜେପିର ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଛିଡା କରିଛି । ତେଣୁ ରାଜ୍ୟ ବିଜେପିର ନେତୃତ୍ୱ ଜଣେ ବଡ…

ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆଂକାଉଟ ହ୍ୟାକ ହୋଇଛି । ସେ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମୋ ଆକାଂଉଟ ହ୍ୟାକ ହୋଇଥିବାରୁ ଆପଣମାନେ ଏହାର ଗତିବିଧି ଉପରେ ନଜର ରଖିଥିବେ ବୋଲି ସେ ପ୍ରଶଂସକମାନଙ୍କୁ କହିଛନ୍ତି । ଟେକ୍ନିକାଲ ଟିମ ଖୁବ ଶୀଘ୍ର ଏହି…

ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ ବୋଲି କହିଲେ କିରେନ ରିଜ୍ଜିଜୁ

ନୂଆଦିଲ୍ଲୀ: ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ । ବେଶ୍ ସଚ୍ଚୋଟତାର ସହ ସର୍ବୋଚ୍ଚ ଅପରାଧିକ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା ସିବିଆଇ ସମାଲୋଚନା କରିବାର ଦିନକ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜ୍ଜିଜୁ ଏଭଳି କହିଛନ୍ତି ।…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା , ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଲେ

 ମୁମ୍ବାଇ : ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା । ମଲାଇକାଙ୍କ କାର୍ ଗତକାଲି ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ମଲାଇକା ସାମାନ୍ୟ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଆଜି ସୁସ୍ଥ ହୋଇ ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଛନ୍ତି । ଏନେଇ…

[ଦେଖନ୍ତୁ ଭିଡିଓ] ବିଡ଼ିଓଙ୍କୁ ବିରୋଧ: ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା

ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା…

ମାଆ ହେଲେ କମେଡିଆନ ଭାରତୀ

ମୁମ୍ବାଇ: କମେଡିଆନ ଭାରତୀ ସିଂ ରବିବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତି ହର୍ଷ ଲିମ୍ବୋଚିୟା ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି ଇଟସ ଏ ବୟ । ବିବାହର ୫ ବର୍ଷ ପରେ ଭାରତୀଙ୍କ ଘର ଖୁସିରେ ଭରି…

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କୋରାପୁଟ: କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକତାଗୁଡା କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି । ଖବର ପାଇ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ,ସଦର ଥାନା ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛ। ତେବେ ଘଞ୍ଚ ଜଙ୍ଗଲ…

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଚାନ୍ଦବାଲି : ମାନସ ସ୍ୱାଇଁ ହତ୍ୟା କାଣ୍ଡ ମାମଲା । ହତ୍ୟା ପଛରେ କାରଣ କଣ ସେନେଇ ସସପେନ୍ସ ଜାରି ରହିଛି । କ୍ରାଇମବ୍ରାଞ୍ଚ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ । ୩ ଦିନ ରିମାଣ୍ଡ ଦେଇଛନ୍ତି କୋର୍ଟ । ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଝୁନା,ରଞ୍ଜନ ,ନିରଞ୍ଜନ…

କାଲିଠୁ ଆନ୍ଧ୍ରରେ ଦ୍ୱିଗୁଣିତ ହୋଇଯିବ ଜିଲ୍ଲା ସଂଖ୍ୟା; ବଦଳିଯିବ ମାନଚିତ୍ର

ହାଇଦ୍ରାବାଦ: ଆସନ୍ତା କାଲିଠୁ ଦ୍ୱିଗୁଣିତ ହୋଇଯିବ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା । ଶୁକ୍ରବାର ଠାରୁ ଆନ୍ଧ୍ରରେ ୨୬ଟି ଜିଲ୍ଲା ହୋଇଯିବ । ବର୍ତ୍ତମାନ ଆନ୍ଧପ୍ରଦେଶରେ ୧୩ଟି ଜିଲ୍ଳା ରହିଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଉ ନୂଆ ୧୩ଟି ଜିଲ୍ଲାର ଉଦଘାଟନ କରିବେ । ଜିଲ୍ଳା…