Latest Odisha News

BREAKING NEWS

ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧କୋଟି ୩୬ ଲକ୍ଷ ଟଙ୍କା ,୧ କିଲୋ ୨୦୦ ଗ୍ରାମ୍ ସୁନା ଜବତ

ମାଲକାନଗିରି : ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ । ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରି ଅମାପ ସମ୍ପତି ଜବତ କରିଛି ।ଆଶିଷ ଦାସଙ୍କ ଘରୁ ନଗଦ ଏକ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ୧ କିଲୋ ୨ଶହ ଗ୍ରାମ ସୁନା…

ଡେବ୍ୟୁ କରିବ ଗୁଜରାଟ ଟାଇଟନ୍ସ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲରେ ଅନେକ ଦଳରେ ନୂଆ ଅଧିନାୟକ ନେତୃତ୍ୱ ନେଇଛନ୍ତି । ହେଲେ ସମସ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୁଜରାଟ୍ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ଗୁଜରାଟ୍ ଟିମ୍ ଏମିତି ଜଣେ ଅଧିନାୟକୁ ନେଇ ଡେବ୍ୟୁ କରିବାକୁ ଯାଉଛି, ଯିଏ…

[ଦେଖନ୍ତୁ ଭିଡିଓ] ମାନସ ସ୍ୱାଇଁ ହତ୍ୟା ମାମଲା : ଶର୍ମିଷ୍ଠାଙ୍କ ଓ ସହଯୋଗୀ ଝୁନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା  ।   ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି ।…

[ଭିଡିଓ] ବିଧାନସଭା ଅଧିବେସନରେ ଅଖିଳେଶଙ୍କ ସହ ହାତ ମିଶାଇଲେ ଯୋଗୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସୋମବାର ବିଧାନସଭା ଅଧିବେସନ ଆରମ୍ଭ ହୋଇଛି ।ଏହି ଅଧିବେସନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ହାତ ମିଳାଉଥିବା ନଜର ଆସିଛନ୍ତି । ଯୋଗୀ ଅଖିଳେଶଙ୍କ କାନ୍ଧରେ ହାତ ପକାଉଥିବା ଭିଡିଓ ଏବେ ସୋସିଆଲ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶେଷରେ ବନ୍ଧାହେଲେ ଶର୍ମିଷ୍ଠା

ଭୁବନେଶ୍ୱର  : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ ।…

‘ଭୁବନେଶ୍ୱର ସାହିତ୍ୟ ପର୍ବ’ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା 'ଭୁବନେଶ୍ୱର ସାହିତ୍ୟ ପର୍ବ' ଉଦଯାପିତ ହୋଇଯାଇଛି । ଏହି ପର୍ବର ପ୍ରଥମ ପର୍ଯ୍ୟାୟରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଏବଂ  ନିରଞ୍ଜନ ପାଢ଼ୀ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ।…

ମାନସ ସ୍ବାଇଁ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: ଆଜି ବିଧାନସଭାର ଶୁନ୍ୟକାଳରେ ଫଟୋଗ୍ରାଫର୍ ମାନସ ସ୍ବାଇଁ ହତ୍ୟା ମାମଲା ଉଠିଛି ।  ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠା ରାଉତକୁ ଗିରଫ କରାଯାଇ ନାହିଁ।…

ଦେଶରେ ୨୪ ଘଣ୍ଟାରେ ୧୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ , ୩୧ ମୃତ

ଦିଲ୍ଲୀ : ଦେଶରେ କିଛି ଦିନ ହେଲା କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୨୭୦ ନୂତନ କରୋନା ସଂକ୍ରମିତ ଚିହ୍ନଟ  ହୋଇଥିବା ରେକର୍ଡ କରାଯାଇଛି । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସଂକ୍ରମଣ ହ୍ରାସ…

ରାଜ୍ୟରେ ବଢୁଛି ଖରା ପ୍ରକୋପ : ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ

 ଭୁବନେଶ୍ୱର:  ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିବା ବେଳେ ୪୦ ଡେଇଁଲାଣି ପାରଦ । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ । ୪୦ ଦଶମିକ ୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । କଟକର ସର୍ବାଧିକ ତାପମାତ୍ରା ଗତକାଲି ୩୭.୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଓ…

ସିନେମା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଫିଲ୍ମରେ ଅଭିନୟ କରାଇଦେବା ନାଁରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପୁଲିସ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ତେବେ ଘଟଣାର କିଛି ଦିନ ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ଗିରଫ ହେବା ସହିତ ତାକୁ ଥାନାରେ…