ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ବ୍ରେକ୍ । ଗତ ୮ ଦିନରେ କ୍ରମାଗତ ୭ ଥର ବଢ଼ିଲାଣି । ଆଜି ପୁଣି ଥରେ ବଢ଼ିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ପଇସା ଓ ଡିଜେଲ୍ ଦାମ୍ ବଢ଼ିଛି ୭୪ ପଇସା । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ୧୦୭…