Latest Odisha News

BREAKING NEWS

ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଭୁବନେଶ୍ୱର: ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା କାଶ୍ମୀର ଗୁରେଜର ବାରାମ ଅଞ୍ଚଳରେ ଘଟିଛି । ହେଲିକେପ୍ଟରଟି ଉଡାଣ ଭରିବା ପରେ ତୁଷାରପାତର ସମ୍ମୁଖୀନ୍ନ ହୋଇଥିଲା । ହେଲିକେପ୍ଟରରେ ଥିବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ଉଦ୍ଧାରକାରୀ…

”ଦ କାଶ୍ମୀର ଫାଇଲ୍ସ” ଫିଲ୍ମର କିଛି ସିନ୍ ହଟାଇବାକୁ କୋର୍ଟର ନିର୍ଦ୍ଦେଶ

ଦିଲ୍ଲୀ :ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'’କୁ କୋର୍ଟର ଝଟକା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'' ର କିଛି ସିନ୍ କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ଲରେ ସ୍ୱର୍ଗତ ଆଇଏଫଏଫ୍ ସ୍କା୍ୱାଡ୍ରୋନ୍ ଲିଡର ରବି ଖାନ୍ନାଙ୍କ ଚିତ୍ର ଦର୍ଶାଇବାକୁ ବାରଣ…

ବିଜାପୁରରେ ଏନକାଉଣ୍ଟର ,ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁରରେ ଗୁଳିବିନିମୟ । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା । ମୃତ ମାଓବାଦୀ ଜଣକ ହେଉଛନ୍ତି ବିଜାପୁର ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ । ଘଟଣା ସ୍ଥଳରୁ ବହୁ ପରିମାଣର ବିସ୍ପୋରୋକ ସହ ମାଓ…

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ ।…

”ତୁମେ ପଞ୍ଜାବ ବାସୀଙ୍କ ହୃଦୟ ଜିତିଛ” କହି ଭଗବନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା

ମୁମ୍ୱାଇ : ଭଗବନ୍ତ ମାନଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା । କମେଡିଆନ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଭଗବନ୍ତ। ହେଲେ ଏବେ ପଞ୍ଜାବରେ ଆମ ଆଦମୀ ପାର୍ଟି ବାଜିମାତ କରିବା ପରେ ସିଏମ୍ ଫେସ୍ ହେଉଛନ୍ତି ଭଗବନ୍ତ ମାନ । ଆପ୍ ରୁ ନିର୍ବାଚନ ଲଢୁଥିବା ପଞ୍ଜାବ ବିଧାନସଭା ଆସନରେ…

ବେଆଇନ ଗୋରୁ ଚାଲାଣ; ୫୦ ଗୋରୁ ଉଦ୍ଧାର, ୪ ଗିରଫ

ମାହାଙ୍ଗା : ବେଆଇନ ଗୋଚାଲଣ କରିବା ମହଙ୍ଗା ପଡିଲା । ଗୁରୁବାର ବିଳମ୍ବିତ ରାତିରେ ମାହାଙ୍ଗା ବାଲିଚନ୍ଦ୍ରପୁର ନଳିପୁର ଜାତୀୟ ରାଜପଥ ନିକଟରୁ ୫୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ବେଆଇନ ଗୋ ଚାଲାଣ ମାମଲାରେ ଡ୍ରାଇଭର ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ଉଦ୍ଧାର ହୋଇଥିବା ଗୋରୁଙ୍କୁ…

ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

ଯାଜପୁର: ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚଷାଖଣ୍ଡ ଗାଁର ଧୀରେନ୍ଦ୍ର ଜେନା । ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମାଛଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କର…

ଜଙ୍ଗଲରୁ ଲିଭୁନି ନିଆଁ, ସଙ୍କଟରେ ବନ୍ୟ ଜନ୍ତୁ

କେନ୍ଦୁଝର :ଜଙ୍ଗଲରୁ ଲିଭୁନି ନିଆଁ । କିଛି ଦିନ ଧରି ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାରେ ନାଁ ନେଉନି । ଏନେଇ ସଙ୍କଟରେ ପଡିଛନ୍ତି ବନ୍ୟ ପ୍ରାଣୀ। ଜଳୁଛି ତେଲକୋଇ ସଂରକ୍ଷିତ ଜଙ୍ଗଲ । ନିଆଁର ଆଁ ଭିତରେ ରହିଛି କୁଇଲିସୂତା ଗାଁର ମାଟିହୁଳି ଜଙ୍ଗଲ । ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ ।…

ଦ କଶ୍ମୀର ଫାଇଲ୍ସ ପ୍ରମୋଶନ୍ ନାଟ, ଜବାବ୍ ରଖିଲେ କପିଲ୍ ଶର୍ମା

ମୁମ୍ବାଇ: ରିଲିଜ୍ ନହେଉଣୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର୍ ଫାଇଲ୍ସ । ତେବେ ଫିଲ୍ମର କଣ୍ଟେଣ୍ଟ ନୁହେଁ ବରଂ ପ୍ରମୋଶନକୁ ନେଇ ବିବେକଙ୍କ ବୟାନ୍ ଏବେ ଅନେକଙ୍କୁ ତାଜୁବ୍ କରିଛି । ବିବେକଙ୍କ ଟୁଇଟ୍ ଅନୁଯାୟୀ ଦ କଶ୍ମୀର ଫାଇଲ୍ସରେ କୁଆଡେ ବଡ ଷ୍ଟାର୍…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ମୋବାଇଲ ମେକାନିକ ଲାଭ ସିଂ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନି ନିର୍ବାଚନ ଲଢ଼ୁଥିବା ଉଭୟ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଚମକୌର ଏବଂ ଭଦୌରରୁ ଚନ୍ନି ହାରିଥିବା ବେଳେ…