Latest Odisha News

BREAKING NEWS

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଓୟୁଏଟି ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ । ଷ୍ଟାଫ୍ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ବାସନ୍ତୀ ଜେନା । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଅଧିକ ଖୋଳତାଡ କରୁଛି ଖଣ୍ଡଗିରି ଥାନା ପୋଲିସ ।…

କବିତା : ଦାୟୀ

ଗଦାଧର ସାହୁ ମୋତେ ଯିଏ ଭଲ ପାଉଥିଲେ ସେ କାଲି ଚାଲିଗଲେ , ଯିଏ ଘୃଣା କରୁଥିଲେ ସେ ଆଜି ଚାଲିଗଲେ । ହେଲେ ଏଇଠି ଏତିକିରେ ସରିଲାନି ଘୃଣା କରିବା ଭଲ ପାଇବା । ଅତଏବ ମୁଁ ଖୋଜି ଚାଲିଲି ମୁଁ ଘୃଣାରେ ଦାୟୀ ନା’ ଭଲ ପାଇବାରେ ?

ଆଦିବାସୀ ମହିଳାର ଅକୁହା କଥା ‘ଡାହାଣୀ’

ଭୁବନେଶ୍ୱର : ପ୍ରିଲ୍ୟୁଡ ପ୍ରଡକସନ ଓ କାବେରୀ ଫିଲ୍ମ ଏ ରଟେନମେ ବ୍ୟାନରରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ଡାହାଣୀର ସ୍ୱତନ୍ତ୍ର ସ୍କ୍ରିନିଂ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ୩୫ ମିନିଟ ଅବଧିର ଏହି ଚଳଚ୍ଚିତ୍ରଟି ଜଣେ ଆଦିବାସୀ ମହିଳାର ଅକୁହା କଥାକୁ ପରିପ୍ରକାଶ କରିଛି।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ :  ୬ ଦୁଇ ବାନ୍ଧବୀ ବସି ଅନେକ ଗପିଲେ । ଏତେ ବର୍ଷର ବ୍ୟବଧାନ ପରେ ଦେଖା ଯେତେବେଳେ, ଗପ ସରିବାର ନାଁ ହିଁ ଉଠୁନି । ଇଏ ବି ଅଭିମାନ କଲା । ଏମିତି ଘରକୁ ନ’ ଆସି, ବାହାରୁ ବାହାରୁ ଦେଖା କରିବା କ'ଣ ଠିକ? କଫିର ଶେଷ…

ଭାଷା ଭାଗବତ : ତ୍ରୁଟି ବିଚ୍ୟୁତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଲେଖାରେ ତ୍ରୁଟି ଓ ବିଚ୍ୟୁତି କରେ ଭାଷାର ଖୁବ୍‌ କ୍ଷତି ଲେଖାଳି ପାଇପାରେ ଖ୍ଯାତି ବୁଝେନି ପାଠକର ମତି ଲେଖକ ହେଲେ ପ୍ରତିଷ୍ଠିତ ଯଦି ହୁଏନି ଭାଷା ହିତ ସାହିତ୍ୟ ହୁଏ ମୂଲ୍ୟହୀନ ପାଠକେ ଦିଅଂତିନି…

SAIL ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର କାର୍ଯ୍ୟନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଇସ୍ପାତ ମନ୍ତ୍ରଣାଳୟର ଏକ ସରକାରୀ ଆଦେଶ ଅନୁଯାୟୀ, ଭୌମିକ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଡିସେମ୍ବର…

ଅନୁଭବଙ୍କ ବାନ୍ଧବୀ ଜାଗ୍ରତିଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କଟକ : ଆହୁରି ଜଟିଳ ରୂପ ନେଲା ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ମାମଲା । ଉଭୟଙ୍କ ବିବାଦ କୋର୍ଟରେ ଥିବା ବେଳେ, ଏବେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତିଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । କଟକ ପୁରୀ ଘାଟ ଥାନାରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେଲେ ନୂଆ ୩ ବିଚାରପତି

ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ଏହି ନୂଆ ୩ଜଣ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ସମ୍ବିଧାନର ଧାରା…

୧୪ରୁ ନୁହେଁ ୨୮ରୁ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବାକୁ ନେଇ ବଦଳିଲା ନିଷ୍ପତ୍ତି । ଫେବ୍ରୁଆରୀ ୧୪ରେ ଖୋଲିବନି ସ୍କୁଲ । ୨୮ରୁ ସ୍କୁଲ ଆସିବେ କେଜିରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ୨ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଛି । ଆବର୍ଜନା ସଫା କରିବା ସମୟ…

କଙ୍ଗନାଙ୍କ ଲକ ଅପର ଜାରୀ ହେଲା ଫାଷ୍ଟ ଲୁକ୍‌

ମୁମ୍ବାଇ: ଏକତା କାପୁର ବଲିଉଡ କୁଇନ କଙ୍ଗନା ରାନାୱତଙ୍କୁ ନେଇ ଫିୟରଲେସ ରିୟଲିଟି ଶୋ ଲକ ଅପ: ବ୍ୟାଡ ଆସ ଜେଲ ଅତ୍ୟାଚାରୀ ଖେଲ ଘୋଷଣା କରିବା ପରେ ଏବେ ଏହା ସୋସିଆଲ ସାଇଟରେ ଟ୍ରେଣ୍ଡ କରିବାରେ ଲାଗିଛି । ଅଲଟ ବାଲାଜୀ, ଏମଏକ୍ସ ପ୍ଲେୟାର ଏହାକୁ ପ୍ରଡ୍ୟୁସ କରିଛନ୍ତି । କଙ୍ଗନା ଏଥିରେ ଏକ…