Latest Odisha News

BREAKING NEWS

ପୌର ପାଇଁ କସରତ, ଭୋଟରଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ବିଜେପିର ଦାବି

ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କିପରି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏଥିପାଇଁ ଆଜି ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ । ତେବେ…

ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନି ଝିଅ ଜାହ୍ନବୀ

ଭୁବନେଶ୍ବର : ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନି ଝିଅ ଜାହ୍ନବୀ । ରାଉରକେଲାର ତ୍ରିନାଥ ଓରାମଙ୍କ ୩ ବର୍ଷର ଝିଅ ଜାହ୍ନବୀ ବାଲ୍ୟାବସ୍ଥାରୁ ରୋଗରେ ପୀଡ଼ିତ ଥିଲେ । ଅମ୍ଳଜାନ ସ୍ତର ବାରମ୍ବାର ହ୍ରାସ ପାଇବାରୁ ଜାହ୍ନବୀ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ…

ନିଯୁକ୍ତି ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଜୟପୁର : ଜୟପୁରରେ ମାତିଛନ୍ତି ଠକ ଗ୍ୟାଙ୍ଗ ।୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।ଅଭିଯୁକ୍ତ ସୁବାଷ ଚନ୍ଦ୍ର ଚୈଧୁରୀ ୧୦୦ ଜଣ ଲୋକଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକିନେଇଥିବା ତା ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ”ଅଗର କଂଗ୍ରେସ ନା ହୋତି”କୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ‘କଂଗ୍ରେସ ନା ହୋତି’ କୁ ନେଇ କଂଗ୍ରେସ ବିଜେପି ଉପରେ ବର୍ଷିଛି । ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଆଜି କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗର କଂଗ୍ରେସ…

ଶକ୍ତିମାନ ଫିଲ୍ମର ଘୋଷଣା କଲା ସୋନୀ ପିକଚର୍ସ

ମୁମ୍ବାଇ: ୯୦ ଦଶକରେ ଟିଭି ଦୁନିଆରେ ହଇଚଇ ସୃଷ୍ଟି କରିଥିବା ସୁପରହୀରୋ ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବ । ସୋନୀ ପିକଚର୍ସ ଏ ନେଇ ଗୁରୁବାର ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଥିପାଇଁ ସୋନୀ ପକ୍ଷରୁ ଆଡପ୍ସନ ରାଇଟ ହାସଲ କରାଯାଇଥିଲା । ତେବେ ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ…

ବାପା ହେଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବ୍ରାଥୱେଟ, ଝିଅର ନାମ ରଖିଲେ ଇଡେନ ରୋଜ

କୋଲକାତା: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ କନ୍ୟା ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଜେସିକା ଫେଲିକ୍ସ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବ୍ରାଥୱେଟ ଏହି ଖୁସି ଖବର ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ସେ ତାଙ୍କ ଝିଅର ନାନ ଇଡେନ ରୋଜ ରଖିଛନ୍ତି ।…

ଓଡିଶା ମହିଳା ଲିଗ ଫୁଟବଲ: ଉନ୍ମୋଚିତ ହେଲା ଜର୍ସି

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହାୟତାରେ ଓଡିଶା ମହିଳା ଲିଗ ଫୁଟବଲ ଫେବୃୟାରୀ ୧୨ରୁ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏହାର ଜର୍ସି ଉନ୍ମୋଚିତ ହୋଇଥିଲା । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସେକ୍ରେଟାରୀ ଆର.ଭିନିଲ…

ରୋହିତଙ୍କ ଆଙ୍ଗ୍ରୀ ଅବତାର

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିବା ସହ ୩ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗ୍ରୀ ଅବତାର ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜର ବ୍ୟାଟିଂ ସମୟରେ…

ଭୋଟ ବର୍ଜନ ପାଇଁ ଢେଙ୍କାନାଳ ପାକଟମୁଣ୍ଡା ଗ୍ରାମବାସୀଙ୍କ ଶପଥ ପାଠ, ରାସ୍ତା ନାହିଁ ତ ଭୋଟ ନାହିଁ

ଢେଙ୍କାନାଳ : ରାସ୍ତା ନାହିଁ ତ ଭୋଟ ନାହିଁ । ଏନେଇ ଗ୍ରାମବାସୀ ରୋକଠୋକ୍ ଶୁଣାଇବା ସହ ଗ୍ରାମଦେବୀଙ୍କ ନିକଟରେ ଶପଥ ପାଠ କରିଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ପଞ୍ଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁରେ ପ୍ରାୟ ଶହେରୁ ଅଧିକ…

ଦୁର୍ଦ୍ଦାନ୍ତ ଅପରାଧି ମୁନୁକୁ ଗିରଫ କଲା ଏସଟିଏଫ୍ , ୮ବର୍ଷ ହେଲା ଲୁଚିଥିଲା ମୁନୁ

ଭୁବନେଶ୍ୱର :ଏସଟିଏଫ୍ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ । ଦୁର୍ଦ୍ଦାନ୍ତ ଅପରାଧି କିଶୋର କୁମାର ମହାରଣା ଓରଫ ମୁନୁକୁ ଗିରଫ କଲା ଏସଟିଏଫ୍ ଟିମ୍ । କଟକ ସଦର ଅଞ୍ଚଳ ରେଡ ବେଳେ ଦୁର୍ଦ୍ଦାନ୍ତ ଅପରାଧି ମୁନୁ ଧରାପଡିଛି । ଏସଟିଏଫ୍ ଟିମ୍ ମୁନୁଠାରୁ ଗୋଟିଏ ୯ ଏମଏମର ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଓ…