Latest Odisha News

BREAKING NEWS

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵରଙ୍କ କଲେ ଦର୍ଶନ

କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ନେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ l ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ଶ୍ରୀଯୁକ୍ତ ସ୍ୱାୱନ୍ତ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ…

ସ୍ମାର୍ଟଫୋନ୍ ଅଭ୍ୟାସ ଛଡ଼ାଇବାକୁ ମହିଳା ଘରେ ଆଣିଲେ ଏମିତି ନିୟମ, ଏଗ୍ରିମେଣ୍ଟ ପେପର୍ ହେଉଛି ଭାଇରାଲ୍ 

ନୂଆଦିଲ୍ଲୀ; ସ୍ମାର୍ଟଫୋନ୍ ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ ଫୋନକୁ ନିଜ ହାତରେ ରଖିବାକୁ ପସନ୍ଦ କରିଥାନ୍ତି।  ପରିବାରର ସଦସ୍ୟଙ୍କର ଏହି ସ୍ମାର୍ଟଫୋନ୍ ଅଭ୍ୟାସକୁ ଛଡ଼ାଇବା…

ଶୀତଦିନେ ମହିଳାମାନେ ନିଶ୍ଚିତ ଖାଆନ୍ତୁ ରାଶି, ଏଥିରେ ରହିଛି ଅନେକ ଉପକାରୀ ଗୁଣ

ଭୁବନେଶ୍ଵର; ରାଶି ଆମ ଶରୀର ପାଇଁ ବହୁତ ଲାଭଦାୟକ। ରାଶିକୁ ସାଧାରଣତଃ ଶୀତଦିନେ ହିଁ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ଏହି ଦିନ ମାନଙ୍କରେ ଘରେ ରାଶିରେ ଲଡୁ ଓ ଉପମା ପ୍ରସ୍ତୁତ କରାଯାଇଥାଏ।  ବିଶେଷଜ୍ଞଙ୍କ କହିବା ଅନୁସାରେ ରାଶିରେ କ୍ୟାଲସିୟମ, ଆଇରନ୍, ପୋଟାସିୟମ, ପ୍ରୋଟିନ୍,…

ସାବଧାନ ! ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି ? ହୋଇପାରେ ଓଜନ ବୃଦ୍ଧି 

 ଭୁବନେଶ୍ଵର;  କ୍ଷୀର ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ ଆପଣମାନେ ଦେଖିଥିବେ, ଅନେକ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିଛି ବ୍ୟକ୍ତିଙ୍କର…

ୟୁପିରେ ଗର୍ଭବତୀ ମହିଳାମାନଙ୍କ ଡିମାଣ୍ଡ, ରାମ ମନ୍ଦିରର ପ୍ରତିଷ୍ଠା ଦିନ ସନ୍ତାନ ଜନ୍ମଦେବୁ

ଅଯୋଧ୍ୟା;  ୨୨ ଜାନୁଆରୀରେ ଅଯୋଧ୍ଯାରେ ରାମମନ୍ଦିରର ଶିଳାନ୍ୟାସ ହେବ। ଯାହାକୁ ନେଇ ପୂରା ଦେଶରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ଏହି ସମୟରେ ଉତ୍ତରପ୍ରଦେଶର ଏକ ସରକାରୀ ହସ୍ପିଟାଲ ରୋଚକ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ୟୁପିର ସରକାରୀ…

୩ ଲକ୍ଷ ୩୨ ହଜାର ଟଙ୍କା ଚୋବାଇଦେଲା ପୋଷା କୁକୁର, ଏହା ଦେଖି ମାଲିକ ହେଲେ ବେହୋସ୍ ! 

ନୂଆଦିଲ୍ଲୀ;  ଆମେରିକାର ପେନସିଲଭେନିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଜଣେ କୁକୁର ମାଲିକଙ୍କୁ ଜୋରଦାର ଝଟକା ଲାଗିଛି।  ପ୍ରକୃତ ଘଟଣା ହେଉଛି ମାଲିକ କ୍ଲେଟନ୍‌ ଓ ତାଙ୍କ ସ୍ତ୍ରୀ କ୍ୟାରି ଲ’ଙ୍କ ୪ ହଜାର ଡଲାର ଅର୍ଥାତ୍ ୩ ଲକ୍ଷ ୩୨ ହଜାର ଟଙ୍କାକୁ ତାଙ୍କ ୭ ବର୍ଷୀୟ…

ଏ ହେଉଛି ପ୍ରଥମ ଭାରତୀୟ ଫିଲ୍ମ ଯାହାର ପ୍ରିମିୟର ଆମେରିକାରେ ହୋଇଥିଲା

ମୁମ୍ବାଇ; ଭାରତରେ ସିନେମା ଇଣ୍ଡଷ୍ଟ୍ରୀ ଆରମ୍ଭ ହେବା ପରେ ଫିଲ୍ମ ନିର୍ମାତାମାନେ ଭାରତୀୟ ସଂସ୍କୃତି ଉପରେ ଆଧାରିତ ହୋଇଥିବା କାହାଣୀକୁ ବଡ଼ ପରଦାକୁ ଆଣିବାକୁ ଚେଷ୍ଟା କରିଥିଲେ। ସେଥିରେ ରାମାୟଣ ସବୁଠାରେ ଉପରେ ରହିଥିଲା।  ଫିଲ୍ମରେ ସାଉଣ୍ଡର ପ୍ରଚଳନ ପରେ ୧୯୩୦ରୁ ୧୯୪୦…

ବୟସ ଜାଲିଆତି ଅଭିଯୋଗ: ଓଡିଶା କ୍ରିକେଟର ସୁମିତ ବାସନ୍ଦ

କଟକ: ବୟସ ଜାଲିଆତି ଅଭିଯୋଗରେ ଓଡିଶାର କ୍ରିକେଟର ସୁମିତ ଶର୍ମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫଳରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ଗୁରୁବାର ଓଡିଶା କ୍ରିକେଟ ଆସୋସିଏଶନର ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସେ ଜୁନିୟର…

ଆମେ ଦୁଇଜଣ ପରସ୍ପର ପାଇଁ କେବେ ମା‘ ତ କେବେ ଛୁଆ ବନି ନିଜକୁ ସମ୍ଭାଳୁଛୁ; ଜାହ୍ନବୀ  

ମୁମ୍ବାଇ; କଫି ଉଇଥ୍ କରଣ ସିଜନ-୮ର ଏକାଦଶ ଅଧ୍ୟାୟରେ ଦୁଇ ବଲିଉଡ ଅଭିନେତ୍ରୀ ତଥା ଭଉଣୀ ଜାହ୍ନବୀ କପୁର ଓ ଖୁସି କପୁର ଶୋ’ର ଅତିଥି ଭାବରେ ନଜର ଆସିଥିଲେ। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ପେସାଦାର ଜୀବନ ପର୍ଯ୍ୟନ୍ତ, ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଦୁଇ ଭଉଣୀ। ନିଜ ମା’…