Latest Odisha News

କୋହଲି, ରୋହିତ ଟି୨୦ ବିଶ୍ୱକପ ଖେଳିବା ଏକପ୍ରକାର ନିଶ୍ଚିତ

ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଚୟନ କରିଛି । ଏହି ସିରିଜ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି । ୧୪ ମାସ ପରେ ଦୁଇ ଧୂରନ୍ଧର ଖେଳାଳି ଦଳରେ ସାମିଲ ହୋଇଛନ୍ତି । ଏଥିସହ ଏହି ଦୁଇ ମହାନ ଖେଳାଳିଙ୍କ ଆଗାମୀ ଟି୨୦…

ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂକମ୍ପ ଝଟକା, ଜାରି ହୋଇନି ସୁନାମୀ ଆଲର୍ଟ

ଜାକାର୍ତ୍ତା: ମଧ୍ୟରାତ୍ରିରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ତଲାଉଡ୍‌ ଦ୍ୱୀପରେ ୬.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ତେବେ ବର୍ତ୍ତମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ…

ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହ କମାଣ୍ଡର ନିହତ

ବେରୁତ: ଗାଜାରେ ହମାସଙ୍କୁ ଦୁର୍ବଳ କରିବା ପରେ ଇସ୍ରାଏଲ ଏବେ ଲେବାନନ ଉପରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ରିପୋର୍ଟ ମୁତାବକ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହର ସ୍ପେଶାଲ କମାଣ୍ଡୋ ୟୁନିଟ ରାଇୱାନ ଫୋର୍ସର ସିନିୟର କମାଣ୍ଡରଙ୍କ ନିହତ ହୋଇଛନ୍ତି । ତାଙ୍କ ନାମ ୱିସମ ଅଲ ତାବିଲ ବୋଲି…

ଅଲିମ୍ପିକ କୋଟା ହାସଲ କଲେ ଭାରତୀୟ ଶୁଟର ବରୁଣ, ଈଶା

ଜାକର୍ତା: ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ପୁରୁଷ ଏବଂ ମହିଳା ବିଭାଗରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଈଶା ସିଂ ଅଲିମ୍ପିକ କୋଟା ହାସଲ କରିଛନ୍ତି । ଏଥିସହ ଭାରତର ୧୫ଜଣ ଶୁଟର ପ୍ୟାରିସ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । କଂଟିନେଟାଂଲ ଇଭେଂଟରେ ଭାରତ ୨ ସ୍ୱର୍ଣ୍ଣ ସହ ୬ ପଦକ ହାସଲ…

ରଣଜୀ ଟ୍ରଫି: ପରାଗଙ୍କ ବିସ୍ଫୋରକ ଶତକ, ପନ୍ତଙ୍କ ରେକର୍ଡ ଭାଙ୍ଗି ପାରିଲେନି

ନୂଆଦିଲ୍ଲୀ : ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଆସାମ ବ୍ୟାଟ୍ସମ୍ୟାନ ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରିଛନ୍ତି । ସେ ଅଳ୍ପକେ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଛତିଶଗଡ ବିପକ୍ଷ ମ୍ୟାଚରେ ପରାଗ ସେ ୫୬ ବଲରେ ଶତକ ହାସଲ କରିଛନ୍ତି । ପରାଗ ୮୭ ବଲରେ ୧୫୫ ରନ ସଂଗ୍ରହ…

ହାଇଟେକ୍ ଟ୍ରାଜେଡି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

ଭୁବନେଶ୍ଵର: ହାଇଟେକ୍ ହାଇଡ୍ରାମାକୁ ନେଇ ତାତିଲା କଂଗ୍ରେସ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ । ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଇଛନ୍ତି ବଳଭଦ୍ର । ତେବେ ଏତେ ଦିନ ଧରି ଦଳ…

ବିଲକିସ୍ ବାନୋ ମାମଲା: ପୁଣି ଜେଲ୍ ଯିବେ ୧୧ ଦୋଷୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଜେଲ୍ ଫେରିବେ ସମସ୍ତ ୧୧ ଦୋଷୀ । ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ…

ସନେଟ : ନଦୀ

ପ୍ରତିଭା ସାହୁ  କଳ କଳ ସ୍ରୋତେ ବହି ଚାଲିଥାଏ ସାଗରେ ମିଶିବା ପାଇଁ ଅଙ୍କାବଙ୍କା ପଥ ଅତିକ୍ରମ କରି ଗୁଣୁ ଗୁଣୁ ଗୀତ ଗାଇ ବିଧାତା ଲେଖିଛି ସୁଖ ଦୁଃଖ ସବୁ କର୍ମ ନିଜ ନିଜ ହାତେ କାହିଁ କେତେକାଳୁ ସ୍ଥିତପ୍ରଜ୍ଞା ହୋଇ ଚାଲିଛିରେ ଗତିପଥେ ।। ନଦୀ ବୋଲି ସିନା ଅକୁଣ୍ଠ ଚିତ୍ତରେ…

‘ମିଜୋରାମରେ ଆଶ୍ରୟ ନେଇଥିବା ୩୧୦୦୦ ମିଆଁମାର ଶରଣାର୍ଥୀଙ୍କୁ ସହଯୋଗ କରିବେ ସରକାର’

ଆଇଜଲ: ମିଆଁମାରରୁ ଆସିଥିବା ଶରଣାର୍ଥୀ ଏବଂ ମଣିପୁରର ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକଙ୍କୁ ସହାୟତା କରିବେ ମିଜୋରାମ ସରକାର । କେନ୍ଦ୍ରୀୟ ସହାୟତା ମାଧ୍ୟମରେ ସମସ୍ତଙ୍କୁ ସାହାଯ୍ୟ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ…