Latest Odisha News

BREAKING NEWS

ଓଡିଶା ମାଟିରେ ପାଦ ଦେଲା ଆନ୍ଧ୍ରପ୍ରଦେଶର ଜନସେନା ଦଳ

ଗୁଣୁପୁର: ପ୍ରଥମେ ଅଭିନୟ ଆଉ ଏବେ ରାଜନିତୀ । ଜନସେନା ଦଳ ଗଢି ଜନମାନସରେ ନୂତନ ପରିଚୟ ସୃଷ୍ଟି କରିଥିଲେ ଟଲିଉଡ୍ ସୁପରଷ୍ଟାର ପବନ କଲ୍ୟାଣ । ଆଜି ତାଙ୍କ ଜନ୍ମଦିନ ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁରରେ ଜନସେନା ଦଳ ତରଫରୁ ଏକ ସଭା ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ଜନସେନା ଦଳର ଓଡିଶା…

ଶୌଚ ସମୟରେ ବଜ୍ରାଘାତ, ଟଳିପଡିଲେ ମହିଳା

ଗୁଣୁପୁର: ଅକାଳରେ ଚାଲିଗଲା ନୀରିହ ଜୀବନ । ବଜ୍ରାଘାତରେ ରାମନାଗୁଡା ବ୍ଲକ ରାମଗିରି ଗାଁରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ଘଡଘଡି ମଧ୍ୟରେ ଜଣେ ମହିଳାଙ୍କ ଉପରେ ତୀବ୍ର ମାତ୍ରାରେ ବଜ୍ରାଘାତ ହୋଇଥିଲା । ମୃତ ମହିଳାଙ୍କ ପରିଚୟ ୨୭ ବର୍ଷୀୟା ସୁନିଳା…

ସାରା ବିଶ୍ୱରେ ପରିଚୟ ପାଇବ ନିୟମଗିରି ଡଙ୍ଗରିଆଙ୍କ ଝାଡୁ

ଗୁଣୁପୁର: ବିଷମକଟକର ଡଙ୍ଗରିଆ ଜନଜାତିଙ୍କ ଉନ୍ନତିରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଦେଶବିଦେଶରେ ପରିଚୟ ପାଇବ ଡଙ୍ଗରିଆଙ୍କ ଝାଡୁ । ଏଥିପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । ପୂର୍ବରୁ ଜିଲ୍ଲାର କପାଡାଗୁଡା ସାଲ୍ ର ଚାହିଦା…

[ଭିଡିଓ] ଆମ୍ବୁଲାନ୍ସ ପାଇଁ ୩ କି.ମି ଚାଲିଲେ ଗର୍ଭବତୀ ମହିଳା

ରାୟଗଡା: ଜନନୀ ଭୋଗୁଛି ଯନ୍ତ୍ରଣା । ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଘଟଣା । ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଚର୍ଚ୍ଚାକୁ ଆସିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପଂଚୁବାଇ ଗାଁ । ଡାକ୍ତରଖାନା ଯିବା ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡିଥିଲା ।…

ଗୁଣୁପୁରରେ ଜାତୀୟ ସଦଭାବନା ଦିବସ ପାଳିତ

ଗୁଣୁପୁର: ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, କେନ୍ଦ୍ର ସମାଜ କଲ୍ୟାଣ ବୋର୍ଡ ନୂଆଦିଲ୍ଲୀ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଜାତୀୟ ସଦଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ…

ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବିରେ ସାଇକେଲ ଯାତ୍ରା

ଗୁଣୁପୁର: ଉଭୟ ପ୍ରକଳ୍ପ ଓ ଅର୍ଥ ମଂଜୁର ହୋଇଥିଲେ ହେଁ ଆଗେଇପାରୁନି ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ କାମ । ଦିନକୁଦିନ ଥେରୁବାଲି-ଗୁଣୁପୁର ରେଳପଥ ନିର୍ମାଣ ଦାବି ଜୋର ଧରିବାରେ ଲାଗିଛି । ଆଜି ଗୁଣୁପୁରର ତ୍ରିନାଥ ମନ୍ଦିରଠାରୁ ଅବସରପ୍ରାପ୍ତ ଶିକ୍ଷକମାନେ ସାଇକଲ ରାଲି ଜରିଆରେ…

ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଛାତ୍ର ମୃତ

ରାୟଗଡ଼ା: ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଛାତ୍ର ମୃତ । ସବୁ ସ୍ୱପ୍ନ ସବୁ ଅଧାରେ ରହିଗଲା। ମୋବାଇଲ୍ ନେଟୱର୍କ ହେଲା କାଳ। ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ପାଣ୍ଡ୍ରାଗୁଡା ଗାଁର ୧୩ ବର୍ଷିୟ ଆନ୍ଦ୍ରିୟ…

ମୁନିଗୁଡ଼ା ଭୈରବ ମନ୍ଦିରରେ ତାଲା ଭାଙ୍ଗି ଲୁଟ୍

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନିକଟରେ ଭୈରବ ମନ୍ଦିରରୁ ଲୁଟ୍ । ମନ୍ଦିରରେ ପୂଜା ପାଉଥିବା ଅସ୍ତ୍ର ଓ ସୁନା ଅଳଙ୍କାରକୁ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି । ଆଜି ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଯିବା ସମୟରେ ମନ୍ଦିରର ମୁଖ୍ୟ ଦ୍ବାର ତାଲା ଭଙ୍ଗା…

ଗାଡି ଯାଞ୍ଚ ବେଳେ ୪୨୦କେଜି ଗଞ୍ଜେଇ ଜବତ

ଗୁଣୁପୁର : ପଦ୍ମପୁର ଏବଂ କେନ୍ଦୁଗୁଡା ପୋଲିସର ମିଳିତ ଚଢ଼ାଉ ବେଳେ ୪୨୦କେଜି ଗଞ୍ଜେଇ ଜବତ  । ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସର ମିଳିତ ଉଦ୍ୟମରେ ପୁଣି ଏକ ସଫଳତା  । କେନ୍ଦୁଗୁଡା ଠାରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ଏକ ଟ୍ରକକୁ ଅଟକାଇ ୪୨୦କେଜି ଗଞ୍ଜେଇ ଜବତ…

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ…