Latest Odisha News

BREAKING NEWS

ପାରିବାରିକ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଆବେଦନ

ଗୁଣୁପୁର :ପାରିବାରିକ ମାମଲାରେ ଏମଆଇଟିଏସ୍ ଇଞ୍ଜିନିୟରଂ କଲେଜର ଚେୟାରମ୍ୟାନ ବାଳକୃଷ୍ଣ ପଣ୍ଡା ପାରିବାରିକ ମାମଲାରେ ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଅଦାଲତରେ ଆବେଦନ। ରାୟଗଡ଼ା ଜିଲ୍ଲାର ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ ନିଜ ଘରୋଇ ପାରିବାରିକ ମାମଲାରେ ଛନ୍ଦି ହୋଇଥିଲେ।…

ପିଇବା ପାଣି ପାଇଁ ପ୍ରତିବାଦ କଲେ ଗ୍ରାମବାସୀ

ଗୁଣୁପୁର : ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ପ୍ରତିଦାଦ କଲେ ଗାଁ ଲୋକ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଶଗଡା ପଞ୍ଚାୟତର ଅଲାଙ୍ଗଡା ଗାଁରେ ପ୍ରାୟ ୬୦୦ଶହ ଲୋକ ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ଗୋଟିଏ ନଳକୂପ ଓ ସୋଲାର ପାଇପ ରହିଛି । ତେବେ ବର୍ଷେ ତଳେ ନଳକୂପ ଅଚଳ…

ଗଂଜେଇ ସହ ଧରାପଡିଲେ ହୋମଗାର୍ଡ ଓ ବେପାରୀ

ଗୁଣୁପୁର: ରାୟଗଡା ଜିଲ୍ଲାରେ ଗଂଜେଇ ବେପାର କିମ୍ବା ଚାଲାଣ ବଡ କଥା ନୁହେଁ । ପ୍ରତିଦିନ ଏହି ଜିଲ୍ଲାରେ ରାଜ୍ୟ ତଥା ରାଜ୍ୟ ବାହାରର ଗଂଜେଇ ବେପାରୀ ପୋଲିସ ରାଡାରରେ ଧରାପଡିଥାନ୍ତି । ହେଲେ ଗଂଜେଇ ବ୍ୟବସାୟରେ ଯଦି ଖାକି ପୋଷାକର ସଂପୃକ୍ତି ରହେ, ତେବେ କ’ଣ କହିବେ ଆପଣ ? ଆଜି ପଦ୍ମପୁର…

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନିଆ ଧାରଣା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ପୁଟ୍ଟାସିଂର ରେଜିଂଟାଲ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରବରିଆଭାବେ ନୂତନ ପଞ୍ଚାୟତ ଘୋଷଣା କରିଛନ୍ତି। ପୁଟ୍ଟାସିଂ ରେଭିନ୍ୟୁ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ଫେରସ୍ତ କରିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି…

ଜୁଆ ଆଡ୍ଡା ଉପରେ ଅତର୍କିିତ ଚଢାଉ

ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଅତର୍କୀତ ଚଢାଉ । ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ୍ ୧୨ଟି ଦାମି କାର୍ , ଗୋଟିଏ ଅଟୋ…

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ରାୟଗଡା ଗସ୍ତ ପୂର୍ବରୁ ସ୍ୱାଭିମାନ ମଂଚର ସାମ୍ବାଦିକ ସମ୍ମିଳନୀ

ଗୁଣୁପୁର: ଚଳିତ ମାସ ରାୟଗଡା ଜିଲ୍ଲାର ଗୁଣୁପୁର ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦୁଇଦିନିଆ ଗସ୍ତରେ ଅପରାଜିତା ସ୍ୱାଭିମାନ ମଂଚ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗ ଦେବାର ଯୋଜନା ରହିଛି । ଚଳିତ ମାସ…

ବାତ୍ୟା ମୁକାବିଲା ପାଇଁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରୁରୀ ବୈଠକ

ଗୁଣୁପୁର : ଗଭୀର ଅବପାତର ରୂପ ନେଇଛି ଲଘୁଚାପ । ଧିରେ ଧିରେ ଉପକୂଳ ମୁହାଁ ହୋଇ ମାଡି ଆସୁଛି ବାତ୍ୟା । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଜରୁରୀ ବୈଠକ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ । ଗୁଣୁପୁର, ରମନଗୁଡ। ବିଡିଓ ଓ ତହସିଲଦାରଙ୍କ ସହ ଅନ୍ୟାନ୍ୟ ଅଧିକାରୀ…

କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ୩ ଗିରଫ

କନ୍ଧମାଳ : କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ଆଦର୍ଶ ଥାନା ପୋଲିସ । ଚଢ଼ାଉ ବେଳେ ୩ଟି ପିସ୍ତଲ, ୨ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଦେଶୀ ବନ୍ଧୁକ ତିଆରି ଯନ୍ତ୍ରପାତି ଓ ସାମଗ୍ରୀକୁ ଜବତ କରାଯାଇଛି ।…

ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ରାୟଗଡାର ବହୁ କଂଗ୍ରେସ ନେତା

ଗୁଣୁପୁର: ରାୟଗଡା ଜିଲ୍ଲାରେ କଂଗ୍ରେସର ଦୁର୍ଗ ଏବେ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଦଳର ବହୁ ଟାଣୁଆ ତଥା ଆଗଧାଡିର ନେତା ଗୋଟିଏ ପରେ ଗୋଟିଏ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେଡିର ମିଶ୍ର ପର୍ବରେ ରାୟଗଡା ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ ।…

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର । ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ…