Latest Odisha News

BREAKING NEWS

ଏହି ସବୁ ଔଷଧକୁ ଅତ୍ୟାବଶ୍ୟକୀୟ ତାଲିକାକୁ ହଟାଇଲେ କେନ୍ଦ୍ର ସରକାର

ଓଡିଶା ସମ୍ବାଦ ବ୍ୟୁରୋ: ସରକାରଙ୍କ ବଡ଼ ନିଷ୍ପତ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଛି ଏହି ନିଷ୍ପତ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଶେଷଜ୍ଞଙ୍କ ବିମର୍ଶ ପରେ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ । ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ଏହି ତାଲିକାରେ ଥିବା…

ବେଙ୍ଗାଲୁରୁ ବନ୍ୟା ବିଭୀଷିକା ପରେ ହରଲୁର ହ୍ରଦରେ ମାଛ ମଡ଼କ

ବେଙ୍ଗାଲୁରୁ: ପ୍ରଳୟଙ୍କରୀ ବନ୍ୟାର କରାଳ ବିଭୀଷିକାରେ ଅନେକ କ୍ଷତି ସହିଛି ବେଙ୍ଗାଲୁରୁ। କମିଗଲା ବନ୍ୟା ପାଣି, ହେଲେ ଆଜିବି ଲୋକଙ୍କ ମନରୁ ଲିଭିନି ସେହି ଭୟାନକ ଦୃଶ୍ୟ। ଏବେ ମଧ୍ୟ ସହରବାସୀ ବହୁତ ଅସୁବିଧା ମଧ୍ୟରେ ଗତି କରୁଛନ୍ତି। ଏହାରି ଭିତରେ ବେଙ୍ଗାଲୁରୁର ବେଲାନ୍ଦର ଅଞ୍ଚଳରୁ ଏକ ଖବର…

ରସୁଲଗଡ଼ ଫ୍ଲାଏ ଓଭରରେ ବାଇକ ଦୁର୍ଘଟଣା, ଦମ୍ପତି ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ସଡ଼କ ଦୁର୍ଘଟଣା। ରସୁଲଗଡ଼ ଫ୍ଲାଏ ଓଭରରୁ ଛିଟିକି ପଡିଲେ ଦମ୍ପତି। ବୁଧବାର ବିଳମ୍ବିତ ରାତିରେ ବାଇକ ଯୋଗେ ଭୁବନେଶ୍ୱରୁ କଟକ ଯିବା ସମୟରେ ଏକ କାର ପଛପଟୁ ଧକ୍କା ମାରିଥିଲା। ଫଳରେ ବ୍ରିଜ ଉପରୁ ଖସିପଡିଲେ ଦମ୍ପତି। ଏହି ଦୁର୍ଘଟଣାରେ ଉଭୟ ସ୍ୱାମୀ-ସ୍ତ୍ରୀ…

ଗଛରୁ ଦୁଇ ଦଳିତ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ପୁଣି ଦୁଷ୍କର୍ମର ଶିକାର ହେଲେ ଦୁଇ ଦଳିତ ନାବାଳିକା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଜିଲ୍ଲାରେ। ନିଘାସାନ ଥାନା ଅନ୍ତର୍ଗତ ତାମୋଲି ପୂର୍ବା ଗ୍ରାମ ନିକଟସ୍ଥ…

ପଛ ସିଟ୍ ବେଲ୍ଟ ନପିନ୍ଧିବା ମାମଲାରେ ଦିଲ୍ଲୀ ଟ୍ରାଫିକ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଜନେସ୍ ଟାଇକୁନ ତଥା ଟାଟା ସନସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଆକ୍ସନ ମୁଡ଼ରେ ଅଛି ଦିଲ୍ଲୀ ପୋଲିସ। ବୁଧାବର ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଯେଉଁମାନେ କାରର ପଛ ସିଟ୍ ବେଲ୍ଟ ବାନ୍ଧିବା ନିୟମ…

ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କ ହଟ୍ ଅନ୍ଦାଜକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ସୁନ୍ଦର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଆଲାନା ପାଣ୍ଡେ ଅନେକ ସମୟରେ ଫଟୋ ସେୟାର କରି ଚର୍ଚ୍ଚାରେ ଥାନ୍ତି। କିଛି ଦିନ ପୂର୍ବେ ଆଲାନା ବିକିନି ପିନ୍ଧା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ଦେଖିବା ପରେ କିଛି ୟୁଜର୍ସ କହିଥିଲେ ଯେ ଆଲାନା ତାଙ୍କ…

ବ୍ରିଟିଶ ସଂଗ୍ରହାଳୟକୁ ଅପରାଧ ସ୍ଥାନ ଘୋଷଣା କରାଯିବା ଉଚିତ୍: ରବିନା ଟଣ୍ଡନ

ମୁମ୍ବାଇ: ବ୍ରିଟେନର ରାଣୀ ଏଲିଜାବେଥ-2ଙ୍କ ମୃତ୍ୟୁ ପରେ କୋହିନୁର ହୀରାକୁ ନେଇ ଚାଲିଛି ଚର୍ଚ୍ଚା। କୋହିନୁର ହୀରା ଭାରତକୁ ଫେରାଇ ଆଣିବାକୁ ଅନେକ ଭାରତୀୟ ଦାବି କରିଛନ୍ତି। ବର୍ତ୍ତମାନ ଏଥିରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାମ ମଧ୍ୟ ଯୋଡି ହୋଇଛି। ସୋମବାର ରବିନା ଟଣ୍ଡନ ଏକ ଶୋ…

ଶସ୍ତାରେ ବୁଲି ଆସନ୍ତୁ ୟୁରୋପ

ଓଡିଶା ସମ୍ବାଦ ବ୍ୟୁରୋ: ବିଦେଶ ଭ୍ରମଣ ସମସ୍ତଙ୍କର ଏକ ସ୍ୱପ୍ନ। ସେ ଦମ୍ପତ୍ତିଙ୍କ ହନିମୁନ କଥା କୁହନ୍ତୁ କିମ୍ବା ସାଙ୍ଗସାଥୀଙ୍କ ମସ୍ତି କଥା, ସଭିଏ ବିଦେଶ ଭ୍ରମଣ କରିବାକୁ ଇଚ୍ଛା କରନ୍ତି। କିନ୍ତୁ ଭ୍ରମଣ ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୁଏ ବୋଲି କେହି ଯିବାକୁ ରାଜି ହୁଅନ୍ତି ନାହିଁ। ଯଦି…

ମାନସିକ ଅବସାଦ କେମିତି ଦୂର କରିବେ ?

ଓଡିଶା ସମ୍ବାଦ ବ୍ୟୁରୋ: ଡିପ୍ରେସନରୁ ବାହାରିବା ପାଇଁ ଉତ୍ତମ ଔଷଧ ହେଉଛି ମେଡିଟେସନ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ଅନେକଙ୍କ ଠାରେ ଷ୍ଟ୍ରେସ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖାଦେଇଥାଏ । ଚାପରୁ ମୁକ୍ତି ପାଇବା…

ଓଡ଼ିଆ ଝିଅଙ୍କ ଚିଠିରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କେବିସି ହଟ୍ ସିଟରେ ଭଦ୍ରକର ଜ୍ୟୋତିର୍ମୟୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କେବିସି ସିଜିନ 14ର ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ମଲ୍ଲିକଙ୍କୁ। ଯିଏକି ଭଦ୍ରକ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ସୁପରିଟେଣ୍ଡାଣ୍ଟ । ଏହାପୂର୍ବରୁ ଏକ ପ୍ରୋମା ରିଲିଜ ହୋଇଛି।…