Latest Odisha News

BREAKING NEWS

ମାତ୍ର ୨୨ ହଜାର ଟଙ୍କାରେ ଫରେନ୍ ଟ୍ରିପ୍ !

କରୋନା ଭାଇରସ ଯୋଗୁଁ ବିଗତ 2 ବର୍ଷ ହେବ ଲକ୍ ଡାଉନ ଚାଲିଥିଲା। ଲୋକେ ଘରେ ରହି ବିରକ୍ତି ହେଲେ। ଏବେ କିନ୍ତୁ ଲକ୍ ଡାଇନ ନାହିଁ, ଲୋକେ ବିଦେଶ ବୁଲିବାକୁ ଚାହୁଁଥିଲେ ହେଁ ମାତ୍ରାଧିକ ଟଙ୍କା ଖର୍ଚ୍ଚ ଯୋଗୁଁ ଯୋଜନା ଠପ୍ କରୁଛନ୍ତି। ପୂର୍ବରୁ ଏପରି ଏକ ସମୟ ଥିଲା ଯେତେବେଳେ ବିଦେଶ ଭ୍ରମଣ ଏକ…

ନିଜ ଷ୍ଟାଇଲିସ୍ ଲୁକ୍ ଦ୍ୱାରା ଫ୍ୟାନ୍ସଙ୍କ ହୃଦୟରେ ନିଆଁ ଲଗେଇଲେ ନର୍ଗିସ୍

ମୁମ୍ବାଇ: ସର୍ବୋତ୍ତମ ପୋଷାକ ହେଉ କିମ୍ବା ହେୟାର ଷ୍ଟାଇଲ୍, ନର୍ଗିସ୍ ଫାଖ୍‌ରୀ ସର୍ବଦା ତାଲିକାର ଶୀର୍ଷରେ। ପ୍ରତ୍ୟେକ ଷ୍ଟାଇଲକୁ କିପରି ବହନ କରିବେ ସେ ଭଲ ଭାବେ ଜାଣନ୍ତି ଏବଂ ସମୟର ତାଳେ ତାଳେ ତାଙ୍କ ଫ୍ୟାଶନ୍ ସେନ୍ସ ମଧ୍ୟ ଭଲ ହୋଇଯାଏ। ବଲିଉଡର ଷ୍ଟାଇଲ୍ ଡିଭା ମଧ୍ୟରୁ ନର୍ଗିସ୍…

ଦୈନିକ କେତେ ମାତ୍ରାରେ ‘ରିଫାଇନ ତେଲ’ ଖାଇବା ଉଚିତ୍ ?

ରନ୍ଧନ ତେଲରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥାଏ। କିନ୍ତୁ ଆପଣ ଜାଣନ୍ତିକି ରନ୍ଧନ ତୈଳକୁ ଚର୍ବିର ଭଣ୍ଡାର ମଧ୍ୟ କୁହାଯାଏ। ତେଣୁ ଏହି ରନ୍ଧନ ତେଲ ଦୈନିକ କେତେ ପରିମାଣରେ ଖାଇବା ଉଚିତ୍ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ଚାଟ୍-ପକୁଡି କିମ୍ବା ଭଜା ହୋଇଥିବା ମସଲାଯୁକ୍ତ ଖାଦ୍ୟ ଅତ୍ୟନ୍ତ…

ଭଲ ନିଦ ହେଉ ନାହିଁକି ? ଆପଣାନ୍ତୁ ଏହି ସ୍ଲିପିଂ ହ୍ୟାକ୍ସ

ରାତିରେ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ଅତିକମରେ ଦୈନିକ 8 ଘଣ୍ଟା ଶୋଇଲେ ଶରୀର ସୁସ୍ଥ ରହେ। ଏହାସହ ଆପଣଙ୍କ ମନ ବି ସୁସ୍ଥ ରହେ। କିନ୍ତୁ ମୁଣ୍ଡରେ ଚିନ୍ତା, ଡିପ୍ରେସନରେ ରହିଲେ ଆପଣ ଶୋଇବାକୁ ଯେତେ ଚେଷ୍ଟା କରନ୍ତୁ କୌଣସି ସୁଫଳ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଶୋଇବା…

ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ ରହସ୍ୟ ‘ପିଙ୍କ୍ ଆଲୋଭେରା’

କୋରିଆନ ମହିଳାଙ୍କ ତ୍ୱଚା ଉଜ୍ୱଳ ଏବଂ କାଚ ପରି ଚିକ୍କଣ। ଆଜିକାଲି ସୋସିଆଲ ମିଡିଆରେ କୋରିଆନ ବିୟୁଟି ସିକ୍ରେଟର ଅନେକ ଚର୍ଚ୍ଚା ଚାଲିଛି। କୋରିଆନ ଭଳି ତ୍ୱଚା ପାଇବା ପାଇଁ କିଛି ଲୋକେ ଅନେକ ବିୟୁଟି ଟିପ୍ସ ଆପଣାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ ଦକ୍ଷିଣ କୋରିଆନର ସୌନ୍ଦର୍ଯ୍ୟ…

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର କଲା ନିରାଶ

ନୂଆଦିଲ୍ଲୀ: ୟୁକ୍ରେନରୁ ଜୀବନ ବଞ୍ଚାଇ ଭାରତକୁ ଫେରି ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବଡ ଝଟକା। ଭାରତୀୟ ମେଡିକାଲ କଲେଜରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିବ ନାହିଁ ଆଡମିଶନ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଏହି ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…

ମୋବାଇଲ ଚୋରି ବିଫଳ, ଟ୍ରେନ ଝରକାରେ ଝୁଲି ରହିଲା ଚୋର

ପାଟନା: ବିହାରରେ ଲଗାତାର ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି। ବେଗୁସରାଇରେ ଅପରାଧୀମାନେ କ୍ରମାଗତ ଭାବରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାର ନଜର ଆସିଛି। ଚୋରମାନେ ପ୍ରତ୍ୟେକ ଥର ଚୋରି କରି ସଫଳ ପାଇଯାଆନ୍ତି। କିନ୍ତୁ ବିହାରର ସାହେବପୁର କମଲ ରେଳ ଷ୍ଟେସନରେ ଏପରି ଏକ ଘଟଣା ଘଟିଛି ଯେଉଁଠାରେ ଏକ…

‘ପାକିସ୍ତାନରେ ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାକୁ ବୃଦ୍ଧି’

ଇସଲାମାବାଦ: ପାକିସ୍ତାନରେ 'ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା'କୁ ବୃଦ୍ଧି ପାଇଛି। ଏପରି ଲିଟର କଥା ଆମେ କହୁନୁ ବରଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସାଧାରଣତଃ ଅଟାର ଓଜନ କିଲୋଗ୍ରାମରେ ମପାଯାଏ ଏବଂ ତରଳ ପଦାର୍ଥ ଲିଟରରେ ମପାଯାଏ। କିନ୍ତୁ ଗୁରୁବାର…

ଜାତୀୟ ଫିଲ୍ମ ଦିବସରେ ମାତ୍ର ୭୫ ଟଙ୍କାରେ ଦେଖିପାରିବେ ସିନେମା

ମୁମ୍ବାଇ: 23 ସେପ୍ଟେମ୍ବର 2022 ରେ ଆର ମାଧବନ୍, ଖୁଶାଲୀ କୁମାର, ଅପାର ଶକ୍ତି ଖୁରାନା ଏବଂ ଦର୍ଶନ କୁମାରଙ୍କ ଆଗାମୀ ଥ୍ରୀଲର 'ଧୋକା ରାଉଣ୍ଡ ଦି କର୍ଣ୍ଣର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଦିନ ଜାତୀୟ ସିନେମା ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହି ବିଶେଷ ଦିନେ…

୯ ଆଇପିଏସଙ୍କ ପାଇଁ କୋଡ଼ିଏ ଗାଡ଼ି; ୬ ବର୍ଷରେ ତେଲ ଖର୍ଚ୍ଚ, ୧.୦୯ କୋଟି

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ପୋଲିସ କର୍ମଚାରୀଙ୍କ ଗାଡ଼ିରେ ଯାଉଛି ଭରପୁର ତେଲ। ଛ ବର୍ଷରେ ତେଲ ଖର୍ଚ୍ଚ କୋଟିଏ ଟଙ୍କା। କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମରେ 9 ଆଇପିଏସ ଅଧିକାରୀଙ୍କ ସହ ଜଡିତ ଏସୟୁବି ଏବଂ ସିଡାନ ସମେତ ପାଖାପାଖି 20ଟି ସରକାର ଗାଡିରେ 1.09 କୋଟି ଟଙ୍କାର ତେଲ ଖର୍ଚ୍ଚ ହୋଇଛି।…