Latest Odisha News

BREAKING NEWS

ତୁନିଶାଙ୍କ ସହ ମିଷ୍ଟ୍ରିମ୍ୟାନ୍‌ ! ଭାଇରାଲ୍‌ ଭିଡିଓକୁ ନେଇ ଉଠିଲା ପ୍ରଶ୍ନ ?

ମୁମ୍ବାଇ : ତୁନିଶା ମୃତ୍ୟୁ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଗତ ଡିସେମ୍ବର ୨୪ ତାରିଖରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ ।ତୁନିଶାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା ଶିଜାନ-ଖାନ୍‌ ଜେଲରେ ରହିଛନ୍ତି । କିନ୍ତୁ ତୁନିଶାଙ୍କ ମୃତ୍ୟୁ ମାମଲାରେ ଦିନକୁ…

ବିମାନରେ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ; ନିଶାସକ୍ତ ଅବସ୍ଥାରେ ମହିଳା ପାସେଞ୍ଜରଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ: ମଦ ନିଶା କଣ ବା ନକରି ପାରେ  । ବିମାନରେ ସେଭଳି କିଛି କାଣ୍ଡ ଘଟାଇଛନ୍ତି ଜଣେ ଯାତ୍ରୀ। ମଦ ନିଶାରେ ମହିଳା କୋ-ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଲେ ଯାତ୍ରୀ  । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଏନେଇ ମହିଳା ଯାତ୍ରୀ ଜଣକ ଟାଟା…

ମା’ ନା ରାକ୍ଷସୀ; ସନ୍ତାନକୁ ବାରମ୍ବାର ରୋଗ ହେବାରୁ ତଣ୍ଟିଚିପି ଫେପାଡ଼ିଦେଲା ମା’

ଅହମ୍ମଦାବାଦ : ମା’ ଏମିତି ଏକ ଶବ୍ଦ, ଯାହା ଦୁନିଆର ସବୁଠାରୁ ଅତି ଆପଣାର । ପିଲାର ଖୁସି ପାଇଁ ଯିଏ ନିଜକୁ ଜଳାଞ୍ଜଳି ଦେଇପାରେ ସେ ହେଉଛି ମା’ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ ।କିନ୍ତୁ ଅହମଦାବାଦରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି ଯାହା ଆପଣ…

ଜାଣନ୍ତୁ କ୍ଷୀର ସାଗର ପ୍ରସ୍ତୁତି….

କ୍ଷୀର ସାଗର ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି  । କିନ୍ତୁ ଏହାକୁ କେବେ ଘରେ ତିଆରି କରିଛନ୍ତି କି ? କ୍ଷୀର ସାଗର ତିଆରି କରିବା ପ୍ରସ୍ତୁତି ପ୍ରଣାଳୀ ବେଶୀ କଷ୍ଟସାଧ୍ୟ ନୁହେଁ । ତେବେ ଆଜି ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବେ କ୍ଷୀର ସାଗର  । ପ୍ରସ୍ତୁତି ପ୍ରଣାଳୀ :-…

କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ, ପୁତୂନାଙ୍କ ନିଧନରେ କଂସ ମର୍ମାହତ

ଝାରସୁଗୁଡ଼ା : ଧନୁଯାତ୍ରା ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବେଳେ ପୁଣି ସେହି ଧୁମଧାମରେ ଓ ଉତ୍ସାହରେ ଆରମ୍ଭ ହୋଇଛି ତୃତୀୟ ଦିନର ବନ୍ଧବାହାଲ ଧନୁଯାତ୍ରା ମହୋତ୍ସବ । ବନ୍ଧବାହାଲ କଲୋନି ମଥୁରାନଗରୀ…

ନାବାଳିକା ଛାତ୍ରୀକୁ ନେଇ ଟ୍ୟୁସନ୍‌ ସାର୍ ଛୁ ; ଧାରଣାରେ ବସିଲେ ବାପା ମା’

ପୁରୀ : କଥାରେ ଅଛି ଗୁରୁ ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । ଗୁରୁଙ୍କ ପ୍ରେରଣାରେ ଛାତ୍ର ଛାତ୍ରୀ ଶୀର୍ଷ ସ୍ଥାନରେ ପହଞ୍ଚିଥାଆନ୍ତି । କିନ୍ତୁ କିଛି ଅସମାଜିକ ବ୍ୟକ୍ତିଙ୍କ ପାଇଁ ଗୁରୁ ଶିଷ୍ୟର ସମ୍ପର୍କ କଳୁଷିତ ହେଉଛି ।  ଆମେ କହୁଛୁ ଏହି ଦିବ୍ୟାଙ୍ଗ ବାପାଙ୍କ ନିଖୋଜ ନାବାଳିକା ଝିଅର…

ଅଟା କିଲୋ ୬୪ ଟଙ୍କା; ଆକାଶ ଛୁଆଁ ଚିନି, ଘିଅ

ପାକିସ୍ତାନ : ହୁ ହୁ ହୋଇ ବଢ଼ିଚାଲିଛି ଖାଦ୍ୟ ସାମଗ୍ରୀ ଦର । ଗରିବୀ କରିବେ କଣ ? ବଞ୍ଚିବେ କେମିତି ? ଏମିତି କିଛି ପ୍ରଶ୍ନ ନେଇ ଛିଡ଼ା ହୋଇଛି ପାକିସ୍ତାନବାସୀ । ଆଉ ଖାଦ୍ୟ ସାମଗ୍ରୀର ଦର ଶୁଣି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବଞ୍ଚିବା ପାଇଁ ଖାଦ୍ୟ ଜରୁରୀ ଆଉ ଖାଦ୍ୟ…

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ତାମିଲନାଡ଼ୁ : ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରବାରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ୨ ଟି…

କୋଇଲା ବୋଝେଇ ଟ୍ରକ୍ ପଛରୁ ପିଟିଲା ସ୍କୁଟି, ୨ ମୃତ ଜଣେ ଗୁରୁତର

ଯାଜପୁର: ଟମକା ଥାନା ଅନ୍ତର୍ଗତ ଫୁଲଝର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ଆଡକୁ ଯାଉଥିଲେ ସେହି ରାସ୍ତା ପାର୍ଶ୍ବରେ…

ଓଠ ଫାଟୁଥିଲେ ଲଗାନ୍ତୁ ହଳଦୀ ଲିପ୍‌ ବାମ୍….ପ୍ରସ୍ତୁତ କେମିତି କରିବେ ଜାଣନ୍ତୁ…

ଓଠ ମୁହଁର ସୌନ୍ଦର୍ଯ୍ୟତା ବଢ଼ାଇଥାଏ । ସୁନ୍ଦର ଓଠ ସମସ୍ତଙ୍କୁ ଦରକାର । ତେଣୁ ଓଠର ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇ ଥାଉ ।  କିପରି ଆମ ଓଠ ସୁନ୍ଦର ଦେଖାଯିବ । ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ।…