Latest Odisha News

BREAKING NEWS

ବିଜେଡି ଛାଡ଼ିବେ କି ଭର୍ତ୍ତୃହରି ମହତାବ ?

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଚିନ୍ତାରେ ବିଜେଡି । ସପ୍ତାହକ ତଳେ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନଥିଲେ ଭର୍ତ୍ତୃହରି । ଆଉ ଏବେ ଭର୍ତ୍ତୃହରି ଦେଇଥିବା ପ୍ରସଙ୍ଗ ମନ୍ତବ୍ୟ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । କଟକରେ ଦଳୀୟ…

ନାବାଳକ ବି ପାଇ ପାରିବେ ପାନ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ ?

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ହେବ ଅବା ବଡ଼ ଧରଣର ଟଙ୍କା କାରବାର ବେଳେ ପାନ କାର୍ଡର ଆବଶ୍ୟକତା ହୋଇଥାଏ । ଯଦି ଆପଣ ଆପଣଙ୍କ ଛୁଆର ନାମରେ ନିବେଶ କରିବାକୁ ଚାହୁଁଛନ୍ତି ଅଥବା ନୋମିନି ରଖିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ପାନ କାର୍ଡ ଆବଶ୍ୟକ ହେବ । ଆସନ୍ତୁ ଜାଣିବା ନାବାଳକଙ୍କ ପାନ…

ତାଇୱାନକୁ ନେଇ ଆମେରିକାକୁ ଧମକାଇଲା ଚୀନ

ନୂଆଦିଲ୍ଲୀ: ହେବ କି ଯୁଦ୍ଧ ? ମୁହାଁମୁହିଁ ହେବେ କି ଚୀନ ଓ ଆମେରିକା ? ତାଇୱାନ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଚୀନ, ଆମେରିକାକୁ ଧମକ ଦେଇଛି । ଖାଲି ଧମକାଇନି ବରଂ ପାଦେ ଆଗକୁ ଯାଇ ଡ୍ରାଗନ, ଆମେରିକା ସେନାର ବେସ୍ ନିକଟରେ ଶକ୍ତିଶାଳୀ ଯୁଦ୍ଧପୋତ ଅତିକ୍ରମ କରିଛି ।…

ଚନ୍ଦ୍ରବାବୁଙ୍କ ସଭାରେ ପୁଣି ଦଳା ଚକଟା, ୩ ଜଣଙ୍କ ମୃତ୍ୟୁ

ଅମରାବତି: ନୂଆବର୍ଷରେ ଅଘଟଣ । ଦଳା ଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଭାରେ ପୁଣି ଦଳା ଚକଟା ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମାତ୍ର ୪ ଦିନ ଭିତରେ ଚନ୍ଦ୍ରବାବୁ ନାଇଡୁଙ୍କ…

ଶୀତ ନାହିଁ, ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ନୂଆବର୍ଷରେ ବି ଶୀତ ନାହିଁ । ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି । ଗୁରୁଚାପ ବଳୟ ସକ୍ରିୟ ଯୋଗୁ ବାୟୁ ମଣ୍ଡଳର ସ୍ଥିରତ ବୃଦ୍ଧି ପାଇଥିବାରୁ ରାତି ତାପମାତ୍ରା ବଢ଼ିଛି । ଫଳରେ ଶୀତ କମିଥିବା ବେଳେ କିଛି ଅଞ୍ଚଳରେ ଆଗାମୀ ୨ ଦିନ…

ଶୀଘ୍ର ପାଣି ଭିତରେ ଦୌଡ଼ିବ ମେଟ୍ରୋ

କୋଲକାତା: ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍ । ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ । ଏବେ ଭାରତରେ ଏହା ସତ ହେବାକୁ ଯାଉଛି । ଖୁବଶୀଘ୍ର କୋଲକାତାରେ ପାଣି ଭିତରେ ମେଟ୍ରୋ ଟ୍ରେନ୍ ଦୌଡ଼ିବ । ଏନେଇ କାମ ଚାଲିଥିବା ବେଳେ ୨୦୨୩ ମସିହା ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ…

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ଏକ ଟିମ୍

ଭୁବନେଶ୍ୱର: ରାୟଗଡ଼ାର ହୋଟେଲରେ କେମିତି ୨ ଦିନ ବ୍ୟବଧ୍ୟାନରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା । ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଉ ଏକ ଟିମ୍ ଗଠନ କରିଛି । ୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ରାୟଗଡ଼ା ଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି…

ଭାରତୀୟ ସିରପ ଖାଇ ଉଜବେକିସ୍ତାନରେ ୧୮ ଛୁଆଙ୍କ ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଔଷଧ ଖାଇ ବିଦେଶରେ ମରୁଛନ୍ତି ଛୁଆ । ଗାମ୍ବିଆ ପରେ ଉଜବେକିସ୍ତାନ୍ ଆଣିଲା ସାଂଘାତିକ ଅଭିଯୋଗ । ଭାରତରେ ପ୍ରସ୍ତୁତ ସିରପ ଖାଇ ୬୬ ଛୁଆଙ୍କ ମୃତ୍ୟୁ ହୋଇଥିବା ଗତ ଅକ୍ଟୋବରରେ ଅଭିଯୋଗ ଆଣିଥିଲା ଗାମ୍ବିଆ । ଏବେ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ବିରୋଧରେ…

ଡିସେମ୍ବର ୩୧ରୁ ଏହି ୪୭ଟି ଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ଦିନ କେଇଟା ପରେ ନୂଆ ବର୍ଷ ଆସିବ । କାନ୍ଥରେ ଲାଗିଥିବା କ୍ୟାଲେଣ୍ଡର ବଦଳିବା ସହ ହ୍ୱାଟ୍ସଆପ୍ ଆଉ ଆପଣଙ୍କ ଫୋନରେ କାମ କରିବନି । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏଣ୍ଡ୍ରୟଡ୍ ଓ ଆଇଫୋନର କେତେକ ମଡେଲରେ ଆଉ ଚାଲିବ ନାହିଁ ।…

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ରାୟଗଡ଼ାର ଏକ ହୋଟେଲରେ ୨ ଋଷୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଥିଲା । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ…