Latest Odisha News

୯ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ୯ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପରିକ୍ରମା ପ୍ରକଳ୍ପ…

କ୍ଷୁଧାର୍ତ୍ତ ଓଡ଼ିଶା କେମିତି ଯୋଗାଉଛି ଖାଦ୍ୟ ? ରୋମରେ କହିଲେ ନବୀନ, ଶୁଣିଲା ବିଶ୍ୱ

ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । କେମିତି ରାଜ୍ୟରେ ଜୀବନଜୀବିକା ସହ ଖାଦ୍ୟ ଆଇନ୍ ସୁରକ୍ଷା ଦିଗରେ ସରକାର ସଫଳତା ପାଇଛନ୍ତି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ।…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବିଇଓ ଅଫିସର ମୁଖ୍ୟ କିରାଣି

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ହେଡ୍ କ୍ଲର୍କ ଯୁଧିଷ୍ଠିର ହରିଜନ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଙ୍କୁ ଅବସରକାଳୀନ ସୁବିଧା ଯୋଗାଇ ଦେବା ପାଇଁ…

ଘରୋଇ ସ୍କୁଲ୍ ଫାଟକ ଭାଙ୍ଗିଯାଇ ସୁରକ୍ଷାକର୍ମୀଙ୍କ ସହ ନାବାଳକର ମୃତ୍ୟୁ

ରାଉରକେଲା: ରାଉରକେଲା ସେକ୍ଟର-୯ ସ୍ଥିତ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲରେ ଅଘଟଣ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ସ୍କୁଲ ମୁଖ୍ୟ ଫାଟକ ଭାଙ୍ଗି ତଳେ ପଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ସୁରକ୍ଷାକର୍ମୀ ଗାନ୍ଧୀରାମ ରାଉତ (୫୮) ଓ ଅନ୍ୟଜଣେ ସୁରକ୍ଷାକର୍ମୀଙ୍କ ପୁଅ…

ଗାତ ଖୋଳି ପୋତିଲାନି ଠିକା ସଂସ୍ଥା, ଚାଲିଗଲା ୪ ଛୁଆଙ୍କ ଜୀବନ

କୋରାପୁଟ: ଠିକା ସଂସ୍ଥାର ଅବହେଳାରୁ ଜୀବନ ହାରିଲେ ୪ ଜଣ କଅଁଳ ଛୁଆ । ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ଗାତ ଖୋଳି ଥିଲା, ହେଲେ ପୋତିଲାନି ସେମିତି ଛାଡ଼ି ଦେଲା । ଯେଉଁଥିରେ ଖେଳୁଥିବା ବେଳେ ପଡ଼ି ଯାଇ ୪ ଜଣ ନିରୀହ ଛୁଆଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ…

[ଦେଖନ୍ତୁ ଭିଡିଓ] ସୂର୍ଯ୍ୟରେ ଦାଗ, ଦେଖିବାକୁ ପୃଥିବୀ ଠାରୁ ୩ ଗୁଣ ବଡ଼

ନୂଆଦିଲ୍ଲୀ: ସୂର୍ଯ୍ୟରେ ଦାଗକୁ ନେଇ ଚିନ୍ତାରେ ବୈଜ୍ଞାନିକ । ପୃଥିବୀ ଠାରୁ ଆକାରରେ ୩ ଗୁଣ ବଡ଼ ଦାଗ ସୂର୍ଯ୍ୟରେ ଦେଖା ଦେଇଛି । ଯାହାକି ଗତ ୨୪ ଘଣ୍ଟାରେ ୨ ଗୁଣ ବୃଦ୍ଧି ପାଇଛି । ଏହା ପ୍ରଭାବରେ ମାଡ଼ି ଆସିପାରେ ଭୟଙ୍କର ସୌର ଝଡ଼ । ଏଭଳି କିଛି ଆଶଙ୍କା କରିଛନ୍ତି ନାସା ସମେତ ଅନ୍ୟ…

[ଦେଖନ୍ତୁ ଭିଡିଓ] ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ…

[ଦେଖନ୍ତୁ ଭିଡିଓ] ଉଦ୍ଧବଙ୍କ ଅଢ଼େଇ ବର୍ଷ… କ’ଣ ପାଇଲେ, କ’ଣ ହରାଇଲେ ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ସରକାର ଗଠନ ପାଇଁ ଯେତିକି ଡ୍ରାମା ହୋଇଥିଲା ଏବେ କ୍ଷମତା ବଞ୍ଚାଇବାକୁ ବେଶ୍ କସରତ କରିବାକୁ ପଡ଼ୁଛି । ଏକନାଥ ସିନ୍ଦେଙ୍କ ଚାଲରେ ଫସି ଯାଇଥିବା ଉଦ୍ଧବ ସରକାର ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଅନ୍ୟପଟେ ଉଦ୍ଧବ…

ରେଳ ମନ୍ତ୍ରୀଙ୍କ ଘୋଷଣା, ପୁଣି ଚାଲିବ ମେମୁ

ଭୁବନେଶ୍ୱର: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । କୋଭିଡ୍ କଟକଣା ପାଇଁ ବନ୍ଦ ହୋଇଥିବା ମେମୁ ଟ୍ରେନ୍ ପୁଣିଥରେ ଚାଲିବ । ଏନେଇ ଆଜି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୁରୀ-ତାଳଚେର-ପୁରୀ ମେମୁ, କଟକ-ଭଦ୍ରକ-କଟକ ମେମୁ ପୁଣି ଥରେ ଚାଲିବ । ସେହିଭଳି ପୁରୀ-ପାରାଦୀପ-ପୁରୀ…

କରତ କଳରେ ଚଢ଼ାଉ, ୨୨ ଲକ୍ଷର କାଠ ଜବତ

ଭଦ୍ରକ: କରତ କଳରେ ରେଡ୍ । ବନ ବିଭାଗର ଭିଜିଲାନ୍ସ ୱିଙ୍ଗ ବେଆଇନ୍ ଭାବେ ଚାଲୁଥିବା କରତ କଳରେ ଚଢ଼ାଉ କରିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ମୁଲିଆ ସାହି ଓ ଦକ୍ଷିଣ କାଞ୍ଜିପାଳରେ ଚାଲିଥିବା ୨ଟି ବେଆଇନ୍ କରତ କଳରେ ଚଢ଼ାଉ କରାଯାଇ ଥିବାବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି ।…