Latest Odisha News

BREAKING NEWS

ମାଛ ପାଟିରୁ ମିଳିଲା ଅଜବ ଜୀବ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାନ୍ତି । କେତେକ ଗଭୀର ସମୁଦ୍ରରେ ରହୁଥିବା ବେଳେ ଆଉ କେତେକ ସ୍ଥଳଭାଗରେ କିମ୍ବା ବାୟୁରେ ରହିଥାନ୍ତି । ପ୍ରତ୍ୟେକ ଜୀବ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି । କେହି କେହି ଉଦ୍ଭିଦ ଖାଉଥିବା ବେଳେ ଆଉ କେହି କୀଟପତଙ୍ଗ ଖାଇ…

ମେଦବହୁଳତା କମ୍ କରିବାକୁ ଉଦ୍ୟମ କଲା ଯୁବକ, ୭ ମାସ ପରେ ବାପା-ମା’ ବି ଚିହ୍ନିପାରିଲେନି

ଆୟର୍ଲାଣ୍ଡ: ଆଜିକାଲି ମେଦବହୁଳତା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ପରିବର୍ତ୍ତିତ ଜୀବନଶୈଳୀ, ଘରେ ଓ ଅଫିସରେ କାର୍ଯ୍ୟର ଚାପ ତଥା ଖାଦ୍ୟପେୟ କାରଣରୁ ବିଭିନ୍ନ ବୟସର ଲୋକେ ମେଦବହୁଳତାର ଶୀକାର ହେଉଛନ୍ତି । ସେହି କାରଣରୁ ଜିମ୍‌,ବେଲି ଫ୍ୟାଟ୍‌ଲସ୍‌, ଗୋ ପରଫେକ୍ଟ ଭଳି…

ଶାଢିରେ କ୍ରିତି,ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ପ୍ରମୋଶନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କର ଏକ ଲାଟେଷ୍ଟ ଫଟୋ ସୋସିଆଲ ମିଡ଼ିଆରେ ସେଶୟାର କରିଛନ୍ତି, ଯାହାକୁ ତାଙ୍କର ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।…

ବାପାର ଆଖି ଆଗରେ ପୁଅକୁ ଖାଇଗଲା ସାର୍କ

ଇଜିପ୍ଟ: ବାପା ପାଲଟି ଯାଇଥିଲା ଅସହାୟ । କାରଣ ବାପାର ଠିକ୍ ସାମ୍ନାରେ ପୁଅକୁ ଖିନ୍‌ଭିନ୍ କରି ଖାଇଗଲା ସମୁଦ୍ର ଶିକାରୀ ସାର୍କ । ଏବେ ଏମିତି ଏକ ଲୋକହର୍ଷଣକାରୀ ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଢେର ଚର୍ଚ୍ଚା । ଏହି ଘଟଣା ଘଟିଛି ଇଜିପ୍ଟର ଏକ ପର୍ଯ୍ୟଟନସ୍ଥଳୀରେ ।…

ଧର୍ମେନ୍ଦ୍ରଙ୍କ ନାତି କରଣଙ୍କ ବିବାହ ୧୮ରେ, ପ୍ରସ୍ତୁତି ଚାଲିଛି ଜୋରସୋରରେ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ବିବାହ ଖୁବ୍ କମ ଦିନ ଥିବାରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ସୁନ୍ଦର ଭାବେ ସଜ୍ଜାଯାଉଛି ।…

କଫି ଶପ୍‌ରେ ବସି ଅନ୍‌ଲାଇନ୍‌ରେ କଲେ ଅର୍ଡର, ୪୦୦ ବଦଳରେ ଦେଲେ ୧୯୦ ଟଙ୍କା

ବିଜ୍ଞାନର ଉନ୍ନତି କାରଣରୁ ଏବେ ସବୁକ୍ଷେତ୍ରର ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଗୋଟିଏ ଫୋନ କଲରେ ଘର ପାଖରେ ପହଞ୍ଚି ଯାଉଛି ସବୁ ସୁବିଧା । ଲୋକଙ୍କ ପସନ୍ଦ ପାଇଁ ଏବେ ଅନ୍‌ଲାଇନ୍ ଡ଼େଲିଭରିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଦିଆଯାଉଥିବା ଅଫର ପ୍ରତି…

ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜା କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ତୁମକୁ ବହୁତ ମନେ…

ଆଶ୍ଚର୍ଯ୍ୟ : ମଣିଷ ଭଳି ରୋବୋ ବି କରୁଛି ଶ୍ୱାସକ୍ରିୟା

ୱାଶିଂଟନ: ବିଜ୍ଞାନର ଉନ୍ନତି କାରଣରୁ ଧୀରେ ଧୀରେ ବଦଳିବାରେ ଲାଗିଛି ଲୋକଙ୍କ ଜୀବନଧାରା । ଏବେ କର୍ମଚାରୀଙ୍କ ବଦଳରେ ବିକଳ୍ପ ପାଲଟି ଯାଉଛି ରୋବୋ । ହୋଟେଲଠାରୁ ଆରମ୍ଭ କରି କାର ଶୋରୁମ,ପେଟ୍ରୋଲ ପମ୍ପ ସବୁଠି ରୋବୋର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକତା ବଢୁଥିବାରୁ ଏହାକୁ ନେଇ…

ପତଞ୍ଜଳି ଲେହେଙ୍ଗା: ଗଛ ଡ଼ାଳରେ ପ୍ରସ୍ତୁତ ଲେହେଙ୍ଗା ପିନ୍ଧି ଯୁବକ କଲେ ଡ଼୍ୟାନ୍ସ

ପୂର୍ବରୁ ସାଧାରଣତଃ ଲୋକମାନେ ପ୍ରତିଭା ଆଧାରରେ ପ୍ରସିଦ୍ଧ ହେଉଥିଲେ । କିନ୍ତୁ ଏବେ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ, ଯେଉଁଠି ସାଧାରଣ ଲୋକଟିଏ ବି ରାତାରାତି ପ୍ରସିଦ୍ଧ ହୋଇପାରୁଛନ୍ତି । ଅନେକ ଲୋକ ସେମାନଙ୍କର ଅଜବ ଆଚରଣ ଯୋଗୁଁ ଭାଇରାଲ ହେଉଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…

୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଲମ୍ବା ସମୟ ବ୍ୟବଧାନରେ ପୁଣିଥରେ ସିଲିଭର ସ୍କ୍ରିନ୍ ଏକାଠି ନଜରକୁ ଆସୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଏହି ଉଭୟ ଭେଟରାନ ଅଭିନେତା ବଲିଉଡ ହେଉ ଅବା ସାଉଥ୍ ଫିଲ୍ମରେ ଏ ପର୍ଯ୍ୟନ୍ତ ଫ୍ୟାନ୍ ପପୁଲାର ହୋଇ ରହିଛନ୍ତି । ଅନେକ ନୂଆ ନୂଆ ଅଭିନେତା…