Latest Odisha News

BREAKING NEWS

ଅଭିନୟ ନୁହେଁ, ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରନ୍ତି ରିୟା

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର । ପ୍ରାୟତଃ ରିୟା ବଲିଉଡର ଲାଇମଲାଇଟ୍‌ଠାରୁ ବହୁତ ଦୂରରେ । ସେ ପ୍ରାୟତଃ କୌଣସି ଇଭେଣ୍ଟ ବା ପୁରସ୍କାର ଉତ୍ସବକୁ ଯାଆନ୍ତି ନାହିଁ । ତେବେ ଅଭିନୟ ପରିବର୍ତ୍ତେ ଫିଲ୍ମ ନିର୍ମାଣ ଏବଂ ଫ୍ୟାଶନ ଡିଜାଇନିଂକୁ ରିୟା…

ମହିଳାଙ୍କ ପାଟିରେ ପଶିଗଲା ସାପ, ଡାକ୍ତର ଦେଖି ହତଚକିତ

ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ତାଛଡ଼ା ଅନେକ ସମୟରେ ପୋଷାକ, ଜୋତା,…

ବୟସ ହାର ମାନିଲା: ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲେ ୯୮ ବର୍ଷୀୟା ମହିଳା

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢନ୍ତି । ଜଣେ ୯୮ ବର୍ଷୀୟା ମହିଳା ଦୌଡ଼ ପ୍ରତିଯୋଗିତାରେ ଭାଗ…

ଫିଲ୍ମରେ ପଶୁପକ୍ଷୀ ବ୍ୟବହାର ପାଇଁ ଅନ୍‌ଲାଇନରେ ମିଳିବ ଅନୁମତି

ମୁମ୍ବାଇ: ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ପାଇଁ ଖୁସି ଖବର । ଏଣିକି ଫିଲ୍ମରେ ପଶୁପକ୍ଷୀ ବ୍ୟବହାର କରିବା ପାଇଁ ଆଉ ବାରମ୍ବାର ପଶୁ କଲ୍ୟାଣ ବୋର୍ଡ ଅଫ ଇଣ୍ଡିଆ(ଏଡ଼ବ୍ଲ୍ୟୁବିଆଇ) କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । କାରଣ ଏବେ ଫିଲ୍ମ ସୁଟିଂରେ ପଶୁପକ୍ଷୀମାନଙ୍କୁ ବ୍ୟବହାର ଅନୁମତି…

ସବାଙ୍କୁ ବିବାହ କରିବେ ହ୍ରିିତିକ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେ ଆସନ୍ତା ନଭେମ୍ବରରେ ଅଭିନେତ୍ରୀ ସବା ଆଜାଦଙ୍କୁ ବିବାହ କରିବେ । ନିକଟରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ପରସ୍ପରକୁ ଏକା ସଙ୍ଗରେ ଦେଖିବାକୁ ମିଳିଥିଲା । ଉଭୟ ଡେଟ୍ କରୁଥିବା…

ଅଜବ ରେଷ୍ଟୁରାଣ୍ଟ: ସାପ, ଝିଟିପିଟି, ଏଣ୍ଡୁଅ ଏବଂ ବିଛା ମେଳରେ ଖାଇବେ ଖାଦ୍ୟ

ଦୁନିଆରେ ଅନେକ ଅଜବ ରେଷ୍ଟୁରାଣ୍ଟ ବିଷୟରେ ନିଶ୍ଚୟ ଶୁଣିଥିବେ । ଯେମିତି କି ଭିଏତନାମର ଫିସ୍ କାଫେ । ଯେଉଁଠି ଚଟାଣରେ ମାଛ ପହଁରୁଥିବେ ଓ ସେଠାରେ ଲୋକେ ବସି ଖାଦ୍ୟ ଖାଉଥିବେ । ସେମିତି ଜାପାନର ଏକ ରେଷ୍ଟୁରାଣ୍ଟରେ ଲୋକମାନେ ରକ୍ତରେ ଭିଜିଥିବା କାନ୍ଥ ପାଖରେ ଖାଦ୍ୟ ଖାଇବାର ମଜା ନେଇଥାନ୍ତି…

ଅଜବ ନିୟମ: ମୋଟା ହେଲେ ଦେବାକୁ ପଡ଼ିବ ଜରିମନା, ହରାଇବାକୁ ପଡ଼ିବ ଚାକିରୀ

ଏମିତି ଏକ ଅଞ୍ଚଳ ଯେଉଁଠି ମୋଟା ଲୋକଙ୍କ ପାଇଁ ନିୟମ ଖୁବ୍ କଡ଼ାକଡ଼ି । ଯଦି ଆପଣ ମୋଟା ହୋଇଥିବେ ତେବେ ଆପଣଙ୍କୁ ଅନେକ ଝାମେଲାର ସାମ୍ନା କରିବାକୁ ପଡ଼ିବ । ସରକାରୀ ନିୟମ ଅନୁସାରେ ଏଠାରେ ଆପଣଙ୍କୁ ଜରିମାନା ଦେବାକୁ ତ ପଡ଼ିବ, ତାହାସହିତ ସରକାରୀ କର୍ମଚାରୀ ହୋଇଥିଲେ ଚାକିରିରୁ ବିଦା ହେବାକୁ…

କର୍କଟ ରୋଗୀଙ୍କ ପାଇଁ ରାମ୍ପରେ ଚାଲିଲେ ଅମିତାଭଙ୍କ ଝିଅ ଓ ନାତୁଣୀ

ମୁମ୍ବାଇ : ବଲିଉଡ଼ର ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତା ବଚ୍ଚନଙ୍କ ଝିଅ ନବୟା ନାଭେଲି ନନ୍ଦା ଏବେ ବେଶ୍ ଚର୍ଚ୍ଚାରେ । ଏବେ ଏକ ଫ୍ୟାଶନ ଶୋରେ ଶ୍ୱେତା ଓ ନବୟାଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କୁ ଷ୍ଟାଇଲିସ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା । ଡିଜାଇନର୍ ଆବୁ ଜାନି…

ମୁଣ୍ଡକୁ ୧୮୦ ଡିଗ୍ରୀ ବୁଲାଇ ଦେଲେ ମହିଳା: ଦୃଶ୍ୟ ଦେଖି ଲୋକେ ବେହୋସ

ଅଧିକାଂଶ ଲୋକେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କଣ ନାହିଁ କଣ କରନ୍ତି । ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଅଜବ କୌଶଳ ପ୍ରଦର୍ଶନ କରୁଥିବା ଦେଖିଥିବେ । ଅନେକ କ୍ଷେତ୍ରରେ ଏପରି କିଛି ବିପଦଜନକ ଷ୍ଟଣ୍ଟ କରିଥାନ୍ତି, ଯାହାକୁ ଲୋକେ ଦେଖି ଭୟଭୀତ ହୋଇଯାଆନ୍ତି । ଆମେ ଆପଣଙ୍କୁ ଏମିତି ଜଣେ…

ରେଡ଼୍ ଲେହେଙ୍ଗା ପିନ୍ଧି ନୃତ୍ୟ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି' ଫ୍ଲପ୍ ନେଇ ଆଜିକାଲି ବେଶ୍ ଚର୍ଚ୍ଚାରେ । ଏବେ ସେ ପୁଣି ଚର୍ଚ୍ଚାରେ ଆଉ ଏକ ଭିନ୍ନ କାରଣ ନେଇ । କାରଣ ହେଲା ରେଡ଼୍ କଲର ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଷଣ କରିଛନ୍ତି ଅକ୍ଷୟ । ତାଙ୍କ ସହିତ ଥିଲେ ଅଭିନେତ୍ରୀ ନୋରା ଫତେହି ।…