Latest Odisha News

BREAKING NEWS

ହଲିଉଡ଼ କଳାକାରଙ୍କ ଆନ୍ଦୋଳନ ଯୋଗୁ ସ୍ଥଗିତ ହେଲା ଏମି ଆୱାର୍ଡ

ମୁମ୍ବାଇ: ଦୀର୍ଘଦିନ ହେଲାଣି ହଲିଉଡରେ ଲେଖକ ଏବଂ ଅଭିନେତାମାନେ ଆନ୍ଦୋଳନ ଚଳାଇଛନ୍ତି । ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଆନ୍ଦୋଳନ ଯୋଗୁ ଏବେ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଏମି ଆୱାର୍ଡ଼ କାର୍ଯ୍ୟକ୍ରମ ବେଶ୍ ପ୍ରଭାବିତ କରିଛି ।…

ଅଜବ ଭକ୍ତ: ଚାଲି ଚାଲି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ସହ ୫୨,୦୦୦ ମନ୍ଦିର କଲେ ପରିଦର୍ଶନ

ବିହାର: ଭାରତରେ ଭକ୍ତମାନଙ୍କର କୌଣସି ଅଭାବ ନାହିଁ, ଯେଉଁମାନେ ବିଭିନ୍ନ ଉପାୟରେ ଭଗବାନଙ୍କୁ ପ୍ରସନ୍ନ କରୁଥିବା ଦେଖାଯାଏ । କିନ୍ତୁ ଏମିତି ଜଣେ ଭକ୍ତ ଅଛନ୍ତି, ଯିଏ ପଦଯାତ୍ରା କରି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଏବଂ ୫୨,୦୦୦ ମନ୍ଦିର ପରିଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି । ଏବେ ସେ ନିଜ…

ପୂର୍ବତନ ଉପରାଷ୍ଟ୍ରପତିଙ୍କ ମନ୍ଦିର ନିର୍ମାଣ: ଦେବତା ପରି ପୂଜା କରନ୍ତି ଲୋକେ

ରାଜସ୍ଥାନ: ନିଜ ଭିଟାମାଟିକୁ ଖୁବ୍ ଭଲ ପାଉଥିଲେ । ନିଜ ଗାଁ ଲୋକଙ୍କ କଥା ସବୁବେଳେ ଚିନ୍ତା କରୁଥିଲେ । ନିଜ ଗାଁର ଉନ୍ନତି କରିବାକୁ ସବୁବେଳେ ଚେଷ୍ଟା କରୁଥିଲେ । ଉପରାଷ୍ଟ୍ରପତି ପଦରେ ବସିଥିଲେ ମଧ୍ୟ ନିଜ ଗାଁ କଥା ଭୁଲି ନ ଥିଲେ । ଏବେ ସେ ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଏପରି…

ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା

ମୁମ୍ବାଇ: ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ସାମନ୍ଥା ଏବେ ତାଙ୍କ ବାନ୍ଧବି ଅନୁଷା ସ୍ୱାମୀଙ୍କ ସହ ଏହି ଟ୍ରିପରେ ଯାଇଛନ୍ତି । ସେ ତାଙ୍କ ବାନ୍ଧବୀଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସଛନ୍ତିି । ଉଭୟଙ୍କ ଏହି ଡ଼୍ୟାନ୍ସକୁ ଦେଖି…

ପ୍ରେମିକାଙ୍କ ସହ ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ହ୍ରିତିକ : ରୋମାଣ୍ଟିକ୍ ଫଟୋ ସେୟାର କଲେ ସବା

ମୁମ୍ବାଇ: ଆର୍ଜେଣ୍ଟିନାରେ ଛୁଟି କାଟୁଛନ୍ତି ଅଭିନେତା ହ୍ରିତିକ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦ । ଉଭୟ ଆର୍ଜେଣ୍ଟିିନାର ବୁଏନ୍ସ ଆୟରିସରେ ସମୟ ବିତାଉଛନ୍ତି । ଏହି ସମୟର କିଛି ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ନିଜେ ସବା । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍…

କମ୍ ମୂଲ୍ୟରେ ପାହାଡ଼ କିଣି କରିଦେଲେ ବିଳାସପୂର୍ଣ୍ଣ ହୋଟେଲ: କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ଟେକ୍ସାସ: କୁହାଯାଏ ଯଦି ଆପଣଙ୍କର ସୃଜନଶୀଳତା ଅଛି, ତେବେ ଆପଣ କୌଣସି ବି ଜିନିଷକୁ ଆକର୍ଷଣୀୟ କରିପାରିବେ । କୌଣସି ମୂଲ୍ୟହୀନ ଜିନିଷ ମୂଲ୍ୟବାନ ହୋଇପାରିବ । ଏହିପରି ଜଣେ ସୃଜନଶୀଳ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତିି । ବ୍ୟକ୍ତି ଜଣକ ମରୂଭୂମିରେ କିଣିଥିବା ଏକ ପରିତ୍ୟକ୍ତ ପାହାଡ ଆଜି…

ବିଳାସପୂର୍ଣ୍ଣ କାର୍ ଛାଡ଼ି ରିକ୍ସାରେ ବୁଲିଲେ,ରାସ୍ତା କଡ଼ ଦୋକାନରେ ଖାଇଲେ ନବ୍ୟା

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଏବେ ଖୁବ୍ ଚର୍ଚ୍ଚାରେ । ବିଳାସପୂର୍ଣ୍ଣ କାର୍ ଛାଡ଼ି ରିକ୍ସାରେ ବୁଲିଲେ ନବ୍ୟା । ସ୍ୱାସ୍ଥ୍ୟ କମ୍ପାନି ଆରା ହେଲ୍ଥର ସହ-ପ୍ରତିଷ୍ଠାତା ନବ୍ୟା ଜୟପୁର ଯାଇଥିବା ବେଳେ ସେଠାରେ ବିଳାସପୂର୍ଣ୍ଣ କାର୍ ଛାଡ଼ି…

ରାଜକୀୟ ଢଙ୍ଗରେ ମଇଁଷି ଉପରେ ଯାତ୍ରା କରୁଛି ବୁଲା କୁକୁର

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ବେଳେବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରୁ ଆମକୁ କିଛି ଶିକ୍ଷା ମିଳିଥାଏ । ସେହିପରି ଆଉ କିଛି ଭିଡ଼ିଓ ଏମିତି ଥାଏ ଯାହାକୁ ଦେଖିଲେ ଆମେ ହସିହସି ବେଦମ ହୋଇଯାଇଥାଉ । ପଶୁମାନଙ୍କର ବି ମଜାଳିଆ ଭିଡ଼ିଓ…

ପ୍ରଭାସଙ୍କ ଫେସ୍‌ବୁକ୍ ଆକାଉଣ୍ଟ ହ୍ୟାକ୍‌: ଅଜବ ଭିଡ଼ିଓ ସେୟାର କଲେ ହ୍ୟାକର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ ହୋଇଛି । ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରି ହ୍ୟାକର ଅଜବ ପୋଷ୍ଟ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି । ପ୍ରଭାସ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ…

ଜେସାକୁ ତେସା: ଘରେ ପଶିଗଲା ସାପ, ଧରିବାକୁ ନ ଆସିବାରୁ ଅଫିସରେ ଛାଡ଼ିଲେ ସାପ

ହାଇଦ୍ରାବାଦ: ସରକାରୀ ଅଧିକାରୀଙ୍କ ଅବହେଳାରୁ ସାଧାରଣ ଲୋକେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିଜର କିଛି କାମ ପାଇଁ ଲୋକେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଯେତେ ଗୁହାରି କଲେ ବି ସେମାନେ କିଛି ଶୁଣନ୍ତି ନାହିଁ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏମିତି ଏକ…