ଆପ୍ ପୋଷ୍ଟରରେ ରାହୁଲ ! ଘେରିଲା ବିଜେପି, କଂଗ୍ରେସର ବି ଛାଡ଼ିଲାନି
ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି, ଆରୋପ-ପ୍ରତ୍ୟାରୋପ ସେତେ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ନିର୍ବାଚନକୁ ନେଇ ପରସ୍ପର ବିରୋଧରେ ବିଷୋଦଗାର କରି ଚାଲିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ଆପ୍, ବିଜେପି ଓ କଂଗ୍ରେସ । ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବିରୋଧରେ ଫୁଲ୍ ଦମ୍ରେ…